Base Word
מַעֲרָב
Short Definitionthe west (as a region of the evening sun)
Long Definitionsetting place, west, westward
Derivationor (feminine) מַעֲרָבָה; from H6150, in the sense of shading
International Phonetic Alphabetmɑ.ʕə̆ˈrɔːb
IPA modmɑ.ʕə̆ˈʁɑːv
Syllablemaʿărāb
Dictionma-uh-RAWB
Diction Modma-uh-RAHV
Usagewest
Part of speechn-m

1 Chronicles 7:28
ଏହି ସମସ୍ତ ନଗର ଓ ଦେଶମାନଙ୍କ ରେ ଇଫ୍ରଯିମଙ୍କ ବଂଶଧରମାନେ ବାସ କରୁଥିଲେ। ବୈଥଲ ଓ ତାହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ପୂର୍ବ ରେ ନାରନ୍, ପଶ୍ଚିମ ରେ ଗଷେର ଓ ତାହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ଶିଖିମ୍, ଆସା ପର୍ୟ୍ଯନ୍ତ ଓ ତାହାର ନିକଟବର୍ତ୍ତୀ ଗ୍ରାମ ଓ ତତ୍ ସଂଲଗ୍ନ ଗ୍ରାମଗୁଡ଼ିକ।

1 Chronicles 12:15
ଗାଦ ଗୋଷ୍ଠୀର ଏହି ସୈନ୍ଯମାନେ ବର୍ଷର ପ୍ରଥମ ମାସ ରେ ୟର୍ଦ୍ଦନ ନଦୀ ପାର ହାଇୟୋଇଥିଲେ। ବର୍ଷର ଏହି ସମୟରେ ୟର୍ଦ୍ଦନ ନଦୀ ବନ୍ଯା ଜଳ ରେ ପୂର୍ଣ୍ଣ ହାଇେ ରହିଥିଲା। ସମାନେେ ଉପତ୍ୟକା ରେ ବା କରୁଥିବା ସମସ୍ତ ଲୋକଙ୍କୁ ତଡ଼ି ପକାଇଥିଲେ। ସମାନେେ ସହେି ଲୋକମାନଙ୍କୁ ପୂର୍ବ ଓ ପଶ୍ଚିମ ଦିଗକୁ ତଡ଼ି ପଠାଇ ଦଇେଥିଲେ।

1 Chronicles 26:16
ଶୁପପୀମ ଓ ହୋଷାଙ୍କୁ ପଶ୍ଚିମପାଶର୍‌ବ ଦ୍ବାର ଓ ଉଚ୍ଚତର ପଥରେ ଥିବା ଶଲେଖତ୍ ଦ୍ବାରକୁ ଜଗିବା ନିମନ୍ତେ ମନୋନୀତ କରାଗଲା। ପ୍ରେତ୍ୟକକ ପରିବାରରୁ ରକ୍ଷକମାନଙ୍କୁ ସମାନଙ୍କେର ସ୍ଥାନ ରେ ମୁତଯନ କରାଗଲା।

1 Chronicles 26:18
ଚାରିଜଣ ମଧ୍ଯ ପଶ୍ଚିମ ଦିଗ ରେ ଏବଂ ଦୁଇଜଣ ସୀମାନ୍ତବର୍ତ୍ତୀ ସ୍ଥାନ ରେ ରହିଲେ।

1 Chronicles 26:30
ହିବ୍ରୋଣଙ୍କର ପରିବାରରୁ ହଷବିଯ ଓ ତାଙ୍କର ଆତ୍ମୀଯମାନେ ସଦାପ୍ରଭୁଙ୍କର ସମସ୍ତ କାର୍ୟ୍ଯ ଓ ୟର୍ଦ୍ଦନ ନଦୀର ପଶ୍ଚିମ ରେ ଥିବା ରାଜାଙ୍କର ବ୍ଯବସାଯ ଦାଯିତ୍ବ ରେ ଥିଲେ। ହଷବିଯଙ୍କ ଦଳ ରେ 1,700 ଜଣ ପରାକ୍ରମୀ ବ୍ଯକ୍ତି ଥିଲେ।

2 Chronicles 32:30
ହିଜକିଯ ହିଁ ୟିରୁଶାଲମ ରେ ଗୀହାନେ ଝରଣାର ଉର୍ଦ୍ଧ୍ବସ୍ଥ ଉତ୍ସକୁ ବନ୍ଦ କଲେ ଓ ସହେି ଜଳକୁ ଦାଉଦଙ୍କ ନଗରର ଦକ୍ଷିଣ ପାଶର୍‌ବ ରେ ସଳଖ ଭାବରେ ନିମ୍ନଗାମୀ କଲେ। ଆଉ ହିଜକିଯ ଯେଉଁ ସମସ୍ତ କର୍ମ କଲେ, ସେଥି ରେ ସଫଳ ହେଲେ।

2 Chronicles 33:14
ଏହି ସମସ୍ତ ଘଟିଲା ପରେ, ମନଃଶି ଦାଉଦଙ୍କ ନଗର ବାହା ରେ ଏକ ପ୍ରାଚୀର ନିର୍ମାଣ କଲେ। ଏହି ପ୍ରାଚୀର ଉପତ୍ୟକା ରେ ଥିଲା ଏବଂ ଗୀହାନେ ଝରଣାର ପଶ୍ଚିମ ପାଶର୍‌ବରୁ ମତ୍ସ୍ଯ ଦ୍ବାରର ପ୍ରବେଶପଥ ପର୍ୟ୍ଯନ୍ତ, ଓଫଲ ପର୍ବତର ଚତୁର୍ଦ୍ଦିଗ ରେ ବେଷ୍ଟନ କରି ରହିଥିଲା। ସେ ସହେି ପ୍ରାଚୀରକୁ ଅତି ଉଚ୍ଚ କଲେ। ଏହାପରେ ଯିହୁଦାର ସବୁ ଦୁର୍ଗଗୁଡ଼ିକରେ ପଦାଧିକାରୀମାନଙ୍କୁ ସ୍ଥାପନ କଲେ।

Psalm 75:6
କୌଣସି ବ୍ଯକ୍ତିକୁ ମହତ୍ବପୂର୍ଣ୍ଣ କରିବାରେ ପୃଥିବୀର କୌଣସି ଶକ୍ତି ନାହିଁ।

Psalm 103:12
ପୂର୍ବରୁ ପଶ୍ଚିମ ୟତେେ ଦୂର, ପରମେଶ୍ବର ଆମ୍ଭମାନଙ୍କଠାରୁ ଆମ୍ଭମାନଙ୍କ ପାପ ସତେିକି ଦୂରଇେ ନଇେଛନ୍ତି।

Psalm 107:3
ବିଭିନ୍ନ ଦେଶମାନଙ୍କରୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଏକତ୍ରୀତ କଲେ। ସେ ସମାନଙ୍କେୁ ପୂର୍ବ, ପଶ୍ଚିମ, ଉତ୍ତର ଓ ନଦୀ ସମୁଦ୍ର ସ୍ଥାନରୁ ଏକତ୍ରୀତ କଲେ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்