Base Word
מָעוֹז
Short Definitiona fortified place; figuratively, a defense
Long Definitionplace or means of safety, protection, refuge, stronghold
Derivation(also מָעוּז ); or מָעֹז (also מָעֻז; from H5810
International Phonetic Alphabetmɔːˈʕod͡z
IPA modmɑːˈʕo̞wz
Syllablemāʿôz
Dictionmaw-OHDZ
Diction Modma-OZE
Usageforce, fort(-ress), rock, strength(-en), (× most) strong (hold)
Part of speechn-m

Judges 6:26
ଏହାପରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ନିମନ୍ତେ ଗୋଟିଏ ଯଥାର୍ଥ ପ୍ରକାର ୟଜ୍ଞବଦେୀ ନିର୍ମାଣ କର। ଏହି ୟଜ୍ଞବଦେୀକକ୍ସ୍ଟ ଉଚ୍ଚାସ୍ଥାନ ରେ ନିର୍ମାଣ କର। ସହେି ଷଣ୍ତଟିକକ୍ସ୍ଟ ହୋମବଳୀରୂପେ ସହେି ୟଜ୍ଞବଦେୀ ଉପରେ ଉତ୍ସର୍ଗ କର, ତୁମ୍ଭମାନଙ୍କର ହାମବେଳି ଦଗ୍ଧ କରିବା ପାଇଁ ସହେି ୟଜ୍ଞବଦେୀ ନିକଟରେ ଥିବା ଆଶରୋ ସ୍ତମ୍ବର କାଠକକ୍ସ୍ଟ ବ୍ଯବହାର କର।

2 Samuel 22:33
ପରମେଶ୍ବର ମାରେ ଦୃଢ ଦୂର୍ଗ। ସେ ପବିତ୍ର ଲୋକମାନଙ୍କୁ ଠିକ୍ ଭାବରେ ଜୀବନ ଧାରଣ କରିବା ରେ ସାହାୟ୍ଯ କରନ୍ତି।

Nehemiah 8:10
ଆଉ ସେ ସମାନଙ୍କେୁ କହିଲେ, ଘରକୁ ୟାଅ, ଚିକ୍କଣ ଦ୍ରବ୍ଯ ଭୋଜନ କର, ସୁମିଷ୍ଟ ଦ୍ରବ୍ଯ ପାନ କର ଓ ଯାହା ପାଇଁ ପ୍ରସ୍ତୁତି ହାଇେ ନାହିଁ, ତାହା ପାଇଁ କିଛି ପଠାଅ। କାରଣ ଆଜି ଆମ୍ଭମାନଙ୍କ ପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଅଟେ। ତୁମ୍ଭମାନେେ ଦୁଃଖିତ ହୁଅ ନାହିଁ। ଯେଣୁ ସଦାପ୍ରଭୁଙ୍କ ଆନନ୍ଦ ତୁମ୍ଭମାନଙ୍କର ବଳ ହବେ।

Psalm 27:1
ହେ ସଦାପ୍ରଭୁ ତୁମ୍ଭେ ମାରେ ଆ ଲୋକବର୍ତ୍ତିକା ଓ ମାରେ ତ୍ରାଣକର୍ତ୍ତା। ମୁଁ ତାହାଦ୍ବାରା ଭୟଭୀତ ହବେି ନାହିଁ। ସଦାପ୍ରଭୁଙ୍କ ଆଶ୍ରଯସ୍ଥଳ ମାେ ପାଇଁ ସବୁଠାରୁ ନିରାପଦସ୍ଥଳ। ତଣେୁ ମୁଁ କାହାରିକୁ ଭୟ କରିବି ନାହିଁ।

Psalm 28:8
ସଦାପ୍ରଭୁ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି। ସଦାପ୍ରଭୁ ତାଙ୍କୁ ଉଦ୍ଧାର କରନ୍ତି। ସଦାପ୍ରଭୁ ହିଁ ତା'ର ଏକମାତ୍ର ବଳ।

Psalm 31:2
ହେ ପରମେଶ୍ବର, ମାେ ନିବଦନେ ଶୁଣ। ଶୀଘ୍ର ଆସି ମାେତେ ଉଦ୍ଧାର କର। ମାେତେ ଚଟାଣ ସଦୃଶ ରକ୍ଷା କର। ମାରେ ନିରାପଦ ଆଶ୍ରଯସ୍ଥଳର ଦୁର୍ଗ ଭଳି କାର୍ୟ୍ଯ କର। ମାରେ ନିରାପତ୍ତା ବଳଯ ହୁଅ। ମାେତେ ରକ୍ଷା କର।

Psalm 31:4
ମାରେ ଶତ୍ରୁମାନେ ମାେ ସମ୍ମୁଖରେ ଏକ ୟନ୍ତା ବସାଇଛନ୍ତି। ସମାନଙ୍କେ ସହେି ୟନ୍ତାରୁ ମାେତେ ଉଦ୍ଧାର କର। ତୁମ୍ଭେ ମାରେ ନିରାପଦ ସ୍ଥଳ।

Psalm 37:39
ସଦାପ୍ରଭୁ ସର୍ବଦା ଧାର୍ମିକ ଲୋକକୁ ରକ୍ଷା କରନ୍ତି। ସଦାପ୍ରଭୁ ହିଁ ସହେି ଧାର୍ମିକ ଲୋକମାନଙ୍କର ସଂକଟ ସମଯରେ ଏକମାତ୍ର ବଳ। ଯେତବେେଳେ ସମାନେେ ଅସୁବିଧାରେ ପଡ଼ନ୍ତି।

Psalm 43:2
ହେ ପରମେଶ୍ବର, ତୁମ୍ଭେ ହିଁ ମାରେ ବଳସ୍ବରୂପ। କାହିଁକି ତୁମ୍ଭେ ମାେତେ ଛାଡ଼ି ଚାଲିୟିବ ? କାହିଁକି ମୁଁ ଏତେ ଦୁଃଖ ପାଇବି ? କାରଣ ମାରେ ଶତ୍ରୁର ନିଷ୍ଠୁର ଆଚରଣ ଯୋଗୁଁ।

Psalm 52:7
ଦେଖ ତାଙ୍କୁ କ'ଣ ହେଲା। ସେ ରକ୍ଷା ପାଇବା ପାଇଁ ପରମେଶ୍ବରଙ୍କୁ ବିଶ୍ବାସ କଲା ନାହିଁ। ସେ ଭାବିଲା, ତା'ର ଧନ ଏବଂ ମିଥ୍ଯା ତାକୁ ଉଦ୍ଧାର କରିବ।

Occurences : 36

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்