Base Word
מַעְגָּל
Short Definitiona track (literally or figuratively); also a rampart (as circular)
Long Definitionentrenchment, track
Derivationor feminine מַעְגָּלָה; from the same as H5696
International Phonetic Alphabetmɑʕˈɡɔːl
IPA modmɑʕˈɡɑːl
Syllablemaʿgāl
Dictionma-ɡAWL
Diction Modma-ɡAHL
Usagegoing, path, trench, way(-side)
Part of speechn-m

1 Samuel 17:20
ଦାଉଦ ପ୍ରଭାତ ରେ ଉଠି ଜଣେ ରଖକ୍ସ୍ଟଆଳି ହସ୍ତ ରେ ମଷେପଲ ଛାଡି ୟିଶୀର ଆଜ୍ଞା ଅନକ୍ସ୍ଟସା ରେ ସେସବୁ ଦ୍ରବ୍ଯ ନଇଗେଲେ। ସୈନ୍ଯଗଣ ବାହାରି ୟକ୍ସ୍ଟଦ୍ଧ ନିମନ୍ତେ ମହାନାଦ କରିବା ସମୟରେ ସେ ଶଗଡ ବନ୍ଦୀ ଜାଗା ରେ ଉପସ୍ଥିତ ହେଲେ।

1 Samuel 26:5
ଦାଉଦ ଶାଉଲଙ୍କର ଛାଉଣୀ ସ୍ଥାନକକ୍ସ୍ଟ ଆସିଲେ, ଆଉ ଦାଉଦ ଶାଉଲଙ୍କର ଓ ତାଙ୍କର ସନୋପତି, ନରର ପକ୍ସ୍ଟତ୍ର ଅବନରର ଶାଇେବା ଜାଗା ଦେଖିଲେ। ଶାଉଲ ସନୋ ଛାଉଣୀର ମଧ୍ଯ ଭାଗ ରେ ଶାଇେଥିଲେ। ସୈନ୍ଯମାନେ ତାଙ୍କୁ ବେଢି ରହିଥିଲେ।

1 Samuel 26:7
ଯେତବେେଳେ ରାତ୍ରି ଥିଲା ଦାଉଦ ଓ ଅବୀଶଯ ଶାଉଲଙ୍କ ଛାଉଣୀକକ୍ସ୍ଟ ଗଲେ। ଶାଉଲ ଛାଉଣୀ ମଧ୍ଯ ଭାଗ ରେ ଶାଇେଥିଲା। ତାଙ୍କର ବର୍ଚ୍ଛା ତାଙ୍କର ମସ୍ତକ ପାଖ ରେ ଭୂମିରେ ମରା ହାଇେଅଛି। ଅବନ୍ର ଓ ଅନ୍ୟ ସୈନିକମାନେ ମଧ୍ଯ ନିଦ ରେ ଶାଇେଥିଲେ।

Psalm 17:5
ମୁଁ ତୁମ୍ଭର ମାର୍ଗ ଅନୁସରଣ କରୁଅଛି। ମାରେ ପାଦ ସହେି ପଥରୁ କବେେ ବିଚ୍ଯୁତ ହବେ ନାହିଁ।

Psalm 23:3
ସେ ମାରେ ପ୍ରାଣରେ ନୂତନ ବଳ ସଞ୍ଚାର କରନ୍ତି। ସେ ମାେତେ ଧର୍ମପଥରେ କଢ଼ାଇ ନିଅନ୍ତି। ଏହାଦ୍ବାରା ପ୍ରମାଣିତ ହୁଏ ୟେ, ସେ ପ୍ରକୃତରେ ପରମେଶ୍ବର ଅଟନ୍ତି।

Psalm 65:11
ତୁମ୍ଭେ ପ୍ରେତ୍ୟକକ ନୂତନ ବର୍ଷରେ ଉତ୍ତମ ଶସ୍ଯ ଅମଳ କରାଅ। ଉତ୍ତମ ଶସ୍ଯରେ ଶଗଡ଼ ଭରିଦିଅ।

Psalm 140:5
ସହେି ଗର୍ବୀ ଲୋକମାନେ ମାେ ପାଇଁ ଫାନ୍ଦ ବିଛାଇଛନ୍ତି। ସମାନେେ ମାେତେ ଧରିବା ପାଇଁ ଜାଲ ବିଛାଇଛନ୍ତି। ସମାନେେ ମାେ ପଥରେ ୟନ୍ତା ବିଛାଇଛନ୍ତି।

Proverbs 2:9
ତେଣୁ ତୁମ୍ଭେ ଧାର୍ମିକତା, ସୁବିଚାର, ନ୍ଯାଯ, ଓ ମଙ୍ଗଳର ପ୍ରେତ୍ୟକକ ସୁପଥ ଜାଣିବ।

Proverbs 2:15
ସମାନଙ୍କେର ରାସ୍ତା ମାେଡ଼ି ହବୋ ଅବସ୍ଥା, ସମାନଙ୍କେର ରାସ୍ତା ବକ୍ର ଅଟେ।

Proverbs 2:18
ଯେଉଁ ରାସ୍ତା ତାହାର ଘର ଆଡ଼କୁ, ତାହାର ମୃତ୍ଯୁ ଆଡ଼କୁ ଗଡ଼ଇବେ। ତୁମ୍ଭେ ଯଦି ତାକୁ ଅନୁସରଣ କର ସେ ତୁମ୍ଭକୁ କବରଖାନାକୁ ଆଗଇେ ନବେ।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்