Base Word
מַסַּע
Short Definitiona departure (from striking the tents), i.e., march (not necessarily a single day's travel); by implication, a station (or point of departure)
Long Definitiona pulling up (of stakes), breaking camp, setting out, journey
Derivationfrom H5265
International Phonetic Alphabetmɑsˈsɑʕ
IPA modmɑˈsɑʕ
Syllablemassaʿ
Dictionmahs-SA
Diction Modma-SA
Usagejourney(-ing)
Part of speechn-m

Genesis 13:3
ଅବ୍ରାମ ତାଙ୍କର ୟାତ୍ରା ଚ଼ାଲୁ ରଖିଥିଲେ। ସେ ଦକ୍ଷିଣରୁ ବୈଥଲେ ଆଡ଼କୁ ଗଲେ। ସେ ବୈଥଲେ ଓ ଅଯର ମଧ୍ଯବର୍ତ୍ତୀ ଯେଉଁ ସ୍ଥାନ ରେ ପୂର୍ବେ ତାଙ୍କର ତମ୍ବୁ ସ୍ଥାପନ ହାଇେଥିଲା ସହେିଠାକୁ ଗଲେ।

Exodus 17:1
ଇଶ୍ରାୟେଲର ସମସ୍ତ ସମାଜ ଏକତ୍ରୀତ ହାଇେ ସୀନଯ ମରୁଭୂମିରୁ ୟାତ୍ରା କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସମାନେେ ଭିନ୍ନ ଭିନ୍ନ ସ୍ଥାନ ଭ୍ରମଣ କଲେ। ସମାନେେ ରଫୀଦୀମ ରେ ଛାଉଣୀ ସ୍ଥପନ କଲେ ଏବଂ ସଠାେରେ ଲୋକମାନଙ୍କ ପାଇଁ ପିଇବା ପାଣି ନଥିଲା।

Exodus 40:36
ଯେତବେେଳେ ବାଦଲ ପବିତ୍ର ତମ୍ବୁର ଦୂରକୁ ଗତି କଲା, ଇଶ୍ରାୟେଲର ଲୋକମାନେ ମଧ୍ଯ ଗତି କଲେ।

Exodus 40:38
ତେଣୁ ସଦାପ୍ରଭୁଙ୍କର ମେଘ ଦିନ ବେଳେ ପବିତ୍ର ତମ୍ବୁ ଉପରେ ରହିଲା। ରାତ୍ର ସମୟରେ ସହେି ମେଘ ରେ ଅଗ୍ନି ଦଖାଗେଲା। ତେଣୁ ଇଶ୍ରାୟେଲର ସମସ୍ତ ଲୋକେ ଯେତବେେଳେ ସମାନେେ ୟାତ୍ରା କଲେ, ମେଘ ଦେଖି ପାରିଲେ।

Numbers 10:2
ରୂପାର ଦୁଇଟି ତୂରୀ ନିର୍ମାଣ କର ଓ ତାହା ପିଟା ରୂପା ରେ ନିର୍ମିତ ହବେ। ତୁମ୍ଭେ ଲୋକମାନଙ୍କୁ ଏକତ୍ରୀତ କରିବା ପାଇଁ ଓ ସଗେୁଡିକୁ ୟାତ୍ରାରମ୍ଭ ରେ ବ୍ଯବହାର କରିବ।

Numbers 10:6
ପୁଣି ତୁମ୍ଭମାନେେ ଦ୍ବିତୀୟଥର ତୂରୀ ଅଧା ବଜାଇଲେ ଦକ୍ଷିଣ ଦିଗସ୍ଥିତ ଛାଉଣୀର ଲୋକମାନେ ୟାତ୍ରା କରିବେ। ଏହି କ୍ରମ ରେ ସମାନେେ ଲୋକମାନଙ୍କର ୟାତ୍ରା ନିମନ୍ତେ ରଣତୂରୀ ବଜାଇବେ।

Numbers 10:12
ତହୁଁ ଇଶ୍ରାୟେଲର ଲୋକମାନେ ସନୀଯ ମରୁଭୂମିରୁ ୟାତ୍ରା ଆରମ୍ଭ କଲେ, ପୁଣି ସହେି ମେଘ ପାରଣ ମରୁଭୂମିରେ ଅବସ୍ଥାନ କଲା।

Numbers 10:28
ଏହି କ୍ରମ ରେ ଇଶ୍ରାୟେଲ ଲୋକମାନଙ୍କର ୟାତ୍ରା ସମାନଙ୍କେର ବର୍ଗ ଅନୁସାରେ ହେଲା ଓ ସମାନେେ ଅଗ୍ରସର ହେଲେ।

Numbers 33:1
ମାଶାେ ଓ ହାରୋଣ ଇଶ୍ରାୟେଲର ଲୋକମାନଙ୍କୁ ମିଶର ଦେଶରୁ ବାହାର କରି ଆଣି ଯେଉଁ ୟାତ୍ରା କରିଥିଲେ, ତାହାର ବିବିରଣ ଏହି।

Numbers 33:2
ମାଶାେ ସଦାପ୍ରଭୁଙ୍କ ଆଜ୍ଞା ରେ ସମାନଙ୍କେର ୟାତ୍ରା ଅନୁସାରେ ସମାନଙ୍କେର ଗମନର ବିବରଣ ଲେଖିଲେ, ଯେଉଁ ଯେଉଁ ସ୍ଥାନକୁ ସମାନେେ ଗମନ କରିଥିଲେ, ସହେିସବୁ ୟାତ୍ରାର ବିବରଣ ଏହି।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்