Base Word
מָנָה
Short Definitionproperly, to weigh out; by implication, to allot or constitute officially; also to enumerate or enroll
Long Definitionto count, reckon, number, assign, tell, appoint, prepare
Derivationa primitive root
International Phonetic Alphabetmɔːˈn̪ɔː
IPA modmɑːˈnɑː
Syllablemānâ
Dictionmaw-NAW
Diction Modma-NA
Usageappoint, count, number, prepare, set, tell
Part of speechv

Genesis 13:16
ପୃଥିବୀ ରେ ଧୂଳିପରି ମୁଁ ତୁମ୍ଭର ବଂଶ ବୃଦ୍ଧି କରାଇବି। ଯଦି କହେି ପୃଥିବୀର ଧୂଳି ଗଣିପା ରେ ତବେେ ସେ ତୁମ୍ଭର ବଂଶର ଲୋକମାନଙ୍କୁ ଗଣିପାରିବ।

Genesis 13:16
ପୃଥିବୀ ରେ ଧୂଳିପରି ମୁଁ ତୁମ୍ଭର ବଂଶ ବୃଦ୍ଧି କରାଇବି। ଯଦି କହେି ପୃଥିବୀର ଧୂଳି ଗଣିପା ରେ ତବେେ ସେ ତୁମ୍ଭର ବଂଶର ଲୋକମାନଙ୍କୁ ଗଣିପାରିବ।

Numbers 23:10
ଯାକୁବର ପରିବାରକୁ କିଏ ଗଣିପାରିବ? ଯେ ହତେୁ ସମାନେେ ଧୂଳି କଣିକାପରି? ଏପରିକି ଇଶ୍ରାୟେଲର ଏକ ଚତୁର୍ଥାଂଶ ଲୋକଙ୍କୁ ମଧ୍ଯ କହେି ଗଣି ପାରିବେ ନାହିଁ। ଧାର୍ମିକ ମନୁଷ୍ଯ ରୂପେ ମାେତେ ମରିବାକୁ ଦିଅ। ମାରେ ଭବିଷ୍ଯତ୍ ଇଶ୍ରାୟେଲର ତୁଲ୍ଯ ହେଉ।

2 Samuel 24:1
ସଦାପ୍ରଭୁ ପକ୍ସ୍ଟନ୍ନରାଯ ଇଶ୍ରାୟେଲୀୟମାନଙ୍କ ଉପରେ କୋର୍ଧାନ୍ବିତ ହେଲେ। ସଦାପ୍ରଭୁ ଦାଉଦଙ୍କକ୍ସ୍ଟ ଇଶ୍ରାୟେଲୀୟମାନଙ୍କ ବିରକ୍ସ୍ଟଦ୍ଧ ରେ କାର୍ୟ୍ଯ କରଇେଲେ। ତେଣୁ ଦାଉଦ ଆଦେଶ ଦେଲେ, ୟାଅ, ଇଶ୍ରାୟେଲ ଓ ୟିହକ୍ସ୍ଟଦାକକ୍ସ୍ଟ ଗଣନା କର।

1 Kings 3:8
ମୁଁ ତୁମ୍ଭର ଦାସ ତୁମ୍ଭର ମନୋନୀତ ଲୋକମାନଙ୍କ ମଧିଅରେ ଅଛି। ସମାନଙ୍କେର ସଂଖ୍ଯା ଅଗଣନ। ତେଣୁ ଜଣେ ଶାସକ ନିଶ୍ଚଯ ବହୁତ ନିଷ୍ପତ୍ତି କରିବ।

1 Kings 8:5
ରାଜା ଶଲୋମନ ଓ ଇଶ୍ରାୟେଲର ସମସ୍ତ ଲୋକେ ନିଯମ ସିନ୍ଦୁକ ସମ୍ମୁଖ ରେ ଏକତ୍ରୀତ ହେଲେ ଓ ଅନକେ ଗାଈ ଓ ମଷେ, ବଳିଦାନ କଲେ। ସମାନଙ୍କେର ସଂଖ୍ଯା ଅଗଣନ ଥିଲା।

1 Kings 20:25
ଆଉ ଆପଣ ହରାଇଥିବା ସୈନ୍ଯ ବଦଳ ରେ ସୈନ୍ଯ, ଅଶ୍ବ ବଦଳ ରେ ଅଶ୍ବ ଓ ରଥ ବଦଳ ରେ ରଥ ସଂଗ୍ରହ କରନ୍ତୁ। ଆମ୍ଭମାନେେ ପଦା ରେ ଲଢିବା। ପୁଣି ଆମ୍ଭମାନେେ ନିଶ୍ଚଯ ସମାନଙ୍କେ ଅପେକ୍ଷା ବଳବାନ୍ ହବୋ ଓ ଜିତିବା। ରାଜା ସମାନଙ୍କେର ପ୍ରସ୍ଥାବ ଗ୍ରହଣ କଲେ ଓ ସହେିରୂପେ କାର୍ୟ୍ଯ କଲେ।

2 Kings 12:10
ତା'ପରେ ଲୋକମାନେ ସହେି ସିନ୍ଦୁକରେ ଟଙ୍କା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପକାଇଲେ। ଯେତବେେଳେ ରାଜାଙ୍କ ସଚୀବ ଓ ମହାୟାଜକ ଦେଖିଲେ ସିନ୍ଦୁକରେ ପ୍ରଚୁର ଟଙ୍କା ହାଇଗେଲା, ସମାନେେ ଆସି ତାକୁ ନଇଗେଲେ ଓ ଥଳି ରେ ରଖି ଗଣିଲେ।

1 Chronicles 9:29
ଅନ୍ୟ ଦ୍ବାରପାଳମାନେ କାଠ ଆସବାବପତ୍ର ଓ ବିଶଷେ ପାତ୍ରଗୁଡ଼ିକର ଯତ୍ନ ନବୋ ନିମନ୍ତେ ମନୋନୀତ ହାଇେଥିଲେ। ଆହୁରି ମଧ୍ଯ ସମାନେେ ମଇଦା, ଦ୍ରାକ୍ଷାରସ, ତୈଳ, ସୁଗନ୍ଧଦ୍ରବ୍ଯ ଓ ବିଶଷେ ତୈଳର ଯତ୍ନ ନେଉଥିଲେ।

1 Chronicles 21:1
ଶଯତାନ ଇଶ୍ରାୟେଲର ବିରୁଦ୍ଧ ରେ ଛିଡ଼ା ହେଲା। ଶଯତାନ ଇଶ୍ରାୟେଲ ଲୋକମାନଙ୍କୁ ଗଣନା କରିବା ନିମନ୍ତେ ସେ ଦାଉଦଙ୍କୁ ପ୍ରବର୍ତ୍ତାଇଲା।

Occurences : 28

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்