Base Word
מַלְבּוּשׁ
Short Definitiona garment, or (collectively) clothing
Long Definitionclothing, apparel, vestments, raiment, attire
Derivationor מַלְבֻּשׁ; from H3847
International Phonetic Alphabetmɑlˈbuːʃ
IPA modmɑlˈbuʃ
Syllablemalbûš
Dictionmahl-BOOSH
Diction Modmahl-BOOSH
Usageapparel, raiment, vestment
Part of speechn-m

1 Kings 10:5
ରାଣୀ ରାଜାଙ୍କର ଟବୁଲ ରେ ଭିନ୍ନ ଖାଦ୍ୟଦ୍ରବ୍ଯ, ରାଜାଙ୍କର ଅଧିକାରୀଗଣ, ସମାନଙ୍କେର ସବୋ, ସମାନଙ୍କେ ବସ୍ତୁ, ରାଜାଙ୍କର କପ୍ ବାହକଗଣ ଓ ସଦାପ୍ରଭୁଙ୍କ ମନ୍ଦିର ରେ ରାଜା ଉତ୍ସର୍ଗ କରିଥିବା ନବୈେଦ୍ଯ ଦେଖି 'ସ୍ତମ୍ଭିଭୁତ ହାଇଗେଲେ।'

2 Kings 10:22
ଯହେୂ ବସ୍ତ୍ରାଗାର ରେ ଅଧ୍ଯକ୍ଷକୁ ଆଦେଶ ଦେଲେ, ସମସ୍ତ ବାଲ୍ ପୂଜକଙ୍କ ପାଇଁ ବସ୍ତ୍ର ବାହାର କରି ଦିଅ। ତେଣୁ ସେ ବସ୍ତ୍ର ବାହାର କରି ଆଣିଲା।

2 Chronicles 9:4
ସେ ଶଲୋମନଙ୍କ ମଜେ ଉପରେ ରଖା ଯାଉଥିବା ଖାଦ୍ୟ ଓ ତାଙ୍କର ଅନକେ ବିଶଷେ କର୍ମଚାରୀଗଣଙ୍କୁ ଦେଖିଲେ। ସେ ତାଙ୍କର ଚାକରମାନଙ୍କର ବସ୍ତ୍ର ଓ କାର୍ୟ୍ଯ କରିବାର ପ୍ରଣାଳୀ ଦେଖିଲେ। ସେ ଶଲୋମନଙ୍କର ମଦ୍ଯ ପରିବଷେଣକାରୀମାନଙ୍କୁ ଓ ସମାନଙ୍କେର ବସ୍ତ୍ରକୁ ଦେଖିଲେ। ସେ ଶଲୋମନଙ୍କ ଦ୍ବାରା ସଦାପ୍ରଭୁଙ୍କ ମନ୍ଦିର ରେ ଉତ୍ସର୍ଗୀକୃତ ହାମବେଳିଗୁଡ଼ିକୁ ଦେଖିଲେ। ଶିବାର ରାଣୀ ଯେତବେେଳେ ଏହିସବୁ ବିଷଯ ଦେଖିଲେ, ସେ ହତଚକିତ ହାଇଗେଲେ।

2 Chronicles 9:4
ସେ ଶଲୋମନଙ୍କ ମଜେ ଉପରେ ରଖା ଯାଉଥିବା ଖାଦ୍ୟ ଓ ତାଙ୍କର ଅନକେ ବିଶଷେ କର୍ମଚାରୀଗଣଙ୍କୁ ଦେଖିଲେ। ସେ ତାଙ୍କର ଚାକରମାନଙ୍କର ବସ୍ତ୍ର ଓ କାର୍ୟ୍ଯ କରିବାର ପ୍ରଣାଳୀ ଦେଖିଲେ। ସେ ଶଲୋମନଙ୍କର ମଦ୍ଯ ପରିବଷେଣକାରୀମାନଙ୍କୁ ଓ ସମାନଙ୍କେର ବସ୍ତ୍ରକୁ ଦେଖିଲେ। ସେ ଶଲୋମନଙ୍କ ଦ୍ବାରା ସଦାପ୍ରଭୁଙ୍କ ମନ୍ଦିର ରେ ଉତ୍ସର୍ଗୀକୃତ ହାମବେଳିଗୁଡ଼ିକୁ ଦେଖିଲେ। ଶିବାର ରାଣୀ ଯେତବେେଳେ ଏହିସବୁ ବିଷଯ ଦେଖିଲେ, ସେ ହତଚକିତ ହାଇଗେଲେ।

Job 27:16
ଜଣେ ଦୁଷ୍ଟ ଲୋକ ହୁଏତ ବହୁତ ରୂପା ପାଇବ, ତାହା ତା' ପ୍ରତି ମଇଳା ପରି। ତା'ର ହୁଏତ ଏତେ ଲୁଗା ଥିବ, ଯାହା ତା' ପ୍ରତି ମାଟିଗଦା ପରି।

Isaiah 63:3
ସେ ଉତ୍ତର କରନ୍ତି, ଆମ୍ଭେ ଏକାକୀ ଦ୍ରାକ୍ଷା ମର୍ଦ୍ଦନ କରିଅଛୁ ଓ ଲୋକମାନଙ୍କ ମଧ୍ଯରୁ ଆମ୍ଭ ସଙ୍ଗେ କହେି ନ ଥିଲେ। ଆମ୍ଭେ ନିଜର କୋରଧ ରେ ସମାନଙ୍କେୁ ଦଳନ କଲୁ ଓ ନିଜର କୋପ ରେ ସମାନଙ୍କେୁ ମର୍ଦ୍ଦନ କଲୁ। ଏଣୁ ସମାନଙ୍କେର ପ୍ରାଣ ରକ୍ତର ଛିଟା ରେ ଆମ୍ଭ ବସ୍ତ୍ର ରଞ୍ଜିତ ହେଲା ଓ ଆମ୍ଭେ ସହେି ରକ୍ତ ରଞ୍ଜିତ ବସ୍ତ୍ର ପରିଧାନ କରିଅଛୁ।

Ezekiel 16:13
ଏହିରୂପେ ତୁମ୍ଭେ ସୁନା ଓ ରୂପା ରେ ବିଭୂଷିତା ହେଲ। ତୁମ୍ଭର ବସ୍ତ୍ର ଶୁଭ୍ର ରେଶମ ଓ ପଟ୍ଟଦ୍ବାରା ନିର୍ମିତ ଓ ଶିଳ୍ପ କର୍ମ ରେ ବିଚିତ୍ର ହେଲା। ତୁମ୍ଭେ ସରୁ ମଇଦା, ମଧୁ ଓ ତୈଳ ଭୋଜନ କଲ। ଆଉ ତୁମ୍ଭେ ପରମା ସୁନ୍ଦରୀ ହାଇେ ଅବଶଷେ ରେ ରାଣୀପଦ ଯୋଗ୍ଯ ହେଲ।

Zephaniah 1:8
ସଦାପ୍ରଭୁ କହିଲେ, ସଦାପ୍ରଭୁଙ୍କର ଉତ୍ସର୍ଗ ଦିନ ରେ, ଆମ୍ଭେ ରାଜାର ପୁତ୍ରମାନଙ୍କୁ ଓ ଅନ୍ୟ ନେତାମାନଙ୍କୁ ଦଣ୍ତ ଦବୋ। ବିଦେଶୀ ବସ୍ତ୍ର ପରିଧାନ କରିଥିବା ସମସ୍ତ ଲୋକଙ୍କୁ ଆମ୍ଭେ ଦଣ୍ତ ଦବୋ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்