Base Word
מִטָּה
Short Definitiona bed (as extended) for sleeping or eating; by analogy, a sofa, litter or bier
Long Definitioncouch, bed, bier
Derivationfrom H5186
International Phonetic Alphabetmɪt̪̚ˈt̪’ɔː
IPA modmiˈtɑː
Syllablemiṭṭâ
Dictionmit-TAW
Diction Modmee-TA
Usagebed(-chamber), bier
Part of speechn-f

Genesis 47:31
ଏହାପରେ ଯାକୁବ କହିଲେ, ତୁମ୍ଭେ ଶପଥ କର। ଏବଂ ଯୋଷଫେ ତାଙ୍କ ସମ୍ମୁଖ ରେ ଶପଥ କଲେ। ଏହାପରେ ଇଶ୍ରାୟେଲ ଶୟ୍ଯା ରେ ମୁଣ୍ଡ ଆଡ଼େ ପ୍ରଣାମ କଲେ।

Genesis 48:2
ଯେତବେେଳେ ଯୋଷଫେ ସଠାେରେ ପହନ୍ଚିଲେ ସେତବେେଳେ କହେିଁ ଜଣେ ୟାକବକୁ କହିଲେ, ତୁମ୍ଭର ପୁତ୍ର ଯୋଷଫେ ତୁମ୍ଭକୁ ଦେଖିବାକୁ ଆସିଛନ୍ତି। ଇଶ୍ରାୟେଲ ବହୁତ ଦୁର୍ବଳ ହାଇେ ପଡ଼ିଥିଲେ। କିନ୍ତୁ ସେ ବହୁତ ଚେଷ୍ଟା କଲେ ଏବଂ ବିଛଣା ରେ ବସିଲେ।

Genesis 49:33
ଯାକୁବ ତାଙ୍କର ପିଲାମାନଙ୍କ ସହିତ କଥାବାର୍ତ୍ତା କଲାପରେ ସେ ଶୟ୍ଯା ରେ ଦୁଇପାଦ ଏକତ୍ର ବିଛଣା ଭିତରକୁ କରି ପ୍ରାଣତ୍ଯାଗ କଲେ।

Exodus 8:3
ନୀଳନଦୀ ସଂପୂର୍ଣ୍ଣ ବେଙ୍ଗ ରେ ପରିପୂର୍ଣ୍ଣ ହବେ। ସମାନେେ ନଦୀରୁ ଆସି ତୁମ୍ଭର ଘ ରେ ପଶିବେ। ସମାନେେ ତୁମ୍ଭର ଶଯନ କକ୍ଷ ଓ ଶୟେ ରେ ପଡି ରହିବେ ଏବଂ ସମାନେେ ତୁମ୍ଭର ଅଧିକାରୀଗଣଙ୍କ ଓ ତୁମ୍ଭ ଲୋକମାନଙ୍କ ଗୃହ ରେ ପ୍ରବେଶ କରିବେ ଏବଂ ବେଙ୍ଗଗୁଡିକ ତୁମ୍ଭର ଜଳପାତ୍ର, ଅଧିକାରୀମାନଙ୍କର ଚୁଲ୍ଲୀ ରେ ପ୍ରବେଶ କରିବେ।

1 Samuel 19:13
ମୀଖଲ ଗୃହର ଦବେତାଙ୍କୁ ଲକ୍ସ୍ଟଗା ରେ ଘୋଡାଇ ଦଲୋ। ତା'ପରେ ସେ ପ୍ରତିମୂର୍ତ୍ତିକକ୍ସ୍ଟ ବିଛଣା ମଧିଅରେ ପକ୍ସ୍ଟରାଇ ଦଲୋ। ସେ ମଧ୍ଯ ଛାଗ ଚମଡାକକ୍ସ୍ଟ ତହିଁର ମସ୍ତକରେ ଘୋଡାଇ ଦଲୋ।

1 Samuel 19:15
ଶାଉଲ ଦାଉଦଙ୍କକ୍ସ୍ଟ ଦେଖିବା ପାଇଁ ଦୂତମାନଙ୍କୁ ପଠାଇ କହିଲା, ତାହାକକ୍ସ୍ଟ ଶୟ୍ଯା ରେ ମାେ ପାଖକକ୍ସ୍ଟ ଆଣ। ମୁ ତାକକ୍ସ୍ଟ ହତ୍ଯା କରିବି।

1 Samuel 19:16
ଯେତବେେଳେ ଦୂତମାନେ ଗୃହ ଭିତରକକ୍ସ୍ଟ ୟାଇ ଦେଖନ୍ତେ, ସମାନେେ ଶୟ୍ଯା ଉପରେ ପ୍ରତିମୂର୍ତ୍ତି ଦବେତା ଦେଖିଲେ ଓ ତହିଁର ମସ୍ତକର ଛାଗ ଲୋମ ନିର୍ମିତ କମ୍ବଳ ଅଛି।

1 Samuel 28:23
କିନ୍ତୁ ସେ କହିଲେ, ଶାଉଲ ମନା କଲେ, ମୁ କିଛି ଖାଇବି ନାହିଁ। ଶାଉଲର ଦାସୀମାନେ ଓ ସହେି ସ୍ତ୍ରୀ ଲୋକଟି ସହ ମିଶି ତାଙ୍କୁ କିଛି ଖାଇବା ପାଇଁ ପ୍ରସ୍ତକ୍ସ୍ଟତ କଲେ। ଶଷେ ରେ ଶାଉଲ ସମାନଙ୍କେର କଥା ରକ୍ଷା କଲେ ଓ ଭୂମିରକ୍ସ୍ଟ ଉଠିଲେ ଓ ବସିଲେ।

2 Samuel 3:31
ଦାଉଦ ଯୋୟାବ ଓ ତାଙ୍କ ସହିତ ଥିବା ସମସ୍ତ ଲୋକଙ୍କକ୍ସ୍ଟ କହିଲେ, ତୁମ୍ଭର ବସ୍ତ୍ର ଚିରିଦିଅ ଓ ସମସ୍ତେ ଦକ୍ସ୍ଟଃଖଦ ବସ୍ତ୍ର ପିନ୍ଧ, ଅବ୍ନର ପାଇଁ ରୋଦନ କର।

2 Samuel 4:7
ସହେି ସମୟରେ ରେଖବ୍ ଓ ବାନା ତାଙ୍କର ପଟେ ରେ ଖଡ୍ଗ ଭୂଷି ହତ୍ଯା କଲେ ଓ ତାଙ୍କର ମକ୍ସ୍ଟଣ୍ତ କାଟି ତାଙ୍କ ସହିତ ନଇେ ଆସିଲେ। ସମାନେେ ୟର୍ଦ୍ଦନ ଉପତ୍ୟକା ଦଇେ ରାତିସାରା ଚାଲିଲେ।

Occurences : 29

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்