Base Word
מַחְתָּה
Short Definitiona pan for live coals
Long Definitionfire-holder, censer, firepan, snuff dish, tray
Derivationthe same as H4288 in the sense of removal
International Phonetic Alphabetmɑħˈt̪ɔː
IPA modmɑχˈtɑː
Syllablemaḥtâ
Dictionma-TAW
Diction Modmahk-TA
Usagecenser, firepan, snuffdish
Part of speechn-f

Exodus 25:38
ନିର୍ମଳ ସୁବର୍ଣ୍ଣ ରେ ତହିଁର ଚିମୁଟା ଓ ଅଙ୍ଗାରଧାନୀ ନିର୍ମାଣ କରିବ।

Exodus 27:3
ଭସ୍ମ ରଖିବା ପାଇଁ ପାତ୍ର କର, କୋଦାଳ, ଗରା, କଣ୍ଟାଚାମୁଚ ଏବଂ କରଇେ କଂସାରୁ ତିଆରି କର। ସମସ୍ତ ପାତ୍ର ପିତ୍ତଳ ରେ ପ୍ରସ୍ତୁତ କରିବ।

Exodus 37:23
ସେ ସେଥିପାଇଁ ସାତଟି ପ୍ରଦୀପ ଓ ଚିମୁଟା ଓ ଅଙ୍ଗାର ଧାନ ସମସ୍ତ ଶୁଦ୍ଧ ସୁବର୍ଣ୍ଣ ରେ ନିର୍ମାଣ କଲେ।

Exodus 38:3
ଏହାପରେ ସେ ୟଜ୍ଞବଦେୀ ପାଇଁ ଦରକାରୀ ପିତ୍ତଳ ପାତ୍ର, ବଲଚୋ, କରଚୁଲ୍ଲୀ, ଗରା, କଣ୍ଟା ଚାମଚ ଓ ଅଙ୍ଗାରଧାନୀ ସବୁକୁ ପ୍ରସ୍ତୁତ କଲେ।

Leviticus 10:1
ଏହାପରେ ହାରୋଣଙ୍କ ପୁତ୍ର ନାଦବ ଓ ଅବୀହୂ ପାପ କଲେ। ପ୍ରେତ୍ୟକକ ନିଜ ନିଜ ଅଙ୍ଗାରଧାନୀ ନଇେ ତହିଁରେ ଅଗ୍ନି ଦଇେ ତହିଁ ଉପରେ ସୁଗନ୍ଧି ଧୂପ ରଖିଲେ। ସମାନେେ ପରମେଶ୍ବରଙ୍କ ସମ୍ମୁଖ ରେ, ତାଙ୍କର ଆଜ୍ଞା ଅନୁସାରେ ଭିନ୍ନ ଅଗ୍ନି ଉତ୍ସର୍ଗ କଲେ।

Leviticus 16:12
ଆଉ ସେ ସାଦାପ୍ରଭୁଙ୍କ ସମ୍ମୁଖସ୍ଥ ୟଜ୍ଞବଦେୀରୁ ପ୍ରଜ୍ଜ୍ବଳିତ ଅଙ୍ଗାର ଉହ୍ନଇେ ରେ ପୂର୍ଣ୍ଣ କରି ଓ ମୁଠିଏ ଚୁର୍ଣ୍ଣ ସୁଗନ୍ଧିଧୂପ ନଇେ ବିଚ୍ଛଦେ ବସ୍ତ୍ର ରେ ଭିତରକୁ ୟିବ।

Numbers 4:9
ଏହାପରେ ସମାନେେ ଏକ ନୀଳବର୍ଣ୍ଣ ବସ୍ତ୍ର ନଇେ ଆ ଲୋକର ଦ୍ବପରୂଖା, ତାହାର ପ୍ରଦୀପ, ତାହାର ଅଗାଂରଧାନୀ ଏବଂ ସମସ୍ତ ତୈଳପାତ୍ରକୁ ଆଛାଦନ କରିବା ଉଚିତ୍।

Numbers 4:14
ଆଉ ତା'ଉପରେ ସମାନେେ ଅଙ୍ଗାରଧାନୀ, ତସଲା, କଣ୍ଟା କୋଦାଳ, ଗହୀରା ପାତ୍ର ପ୍ରଭୃତି ୟଜ୍ଞବଦେୀ ରେ ସବୋର୍ଥକ ସମସ୍ତ ପାତ୍ର ରଖିବେ। ତହୁଁ ସମାନେେ ତାଉପରେ ଶିଶୁକଚର୍ମର ଆଚ୍ଛାଦନ ଦବେେ ଏବଂ କଡା ମଧିଅରେ ସାଙ୍ଗି ଲଗାଇବେ।

Numbers 16:6
ହେ କୋରହ, ତୁମ୍ଭେ ଓ ତୁମ୍ଭର ଅନୁଗାମି ମାନେ ଏହା କରିବା ଉଚିତ। ବିଶଷେ ଅଙ୍ଗାରଧାନୀ ନିଅ।

Numbers 16:17
ତୁମ୍ଭମାନଙ୍କ ମଧ୍ଯରୁ ପ୍ରେତ୍ୟକକ ନିଜନିଜ ଅଙ୍ଗାରଧାନୀ ନିଅ ଓ ତହିଁ ଉପରେ ଧୂପ ଦିଅ। ପୁଣି ସମାନଙ୍କେୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣ। ପ୍ରେତ୍ୟକକ 250 ପୁରୁଷ ଏହା କରିବା ଉଚିତ୍। ତୁମ୍ଭେ ଏବଂ ହାରୋଣ ପ୍ରେତ୍ୟକକ ଗୋଟିଏ ଗୋଟିଏ ଅଙ୍ଗାରଧାନୀ ଆଣିବା ଉଚିତ୍।

Occurences : 22

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்