Base Word
מַחְשָׁךְ
Short Definitiondarkness; concretely, a dark place
Long Definitiondark place, darkness, secrecy
Derivationfrom H2821
International Phonetic Alphabetmɑħˈʃok
IPA modmɑχˈʃoχ
Syllablemaḥšok
Dictionma-SHOKE
Diction Modmahk-SHOKE
Usagedark(-ness) (place)
Part of speechn-m

Psalm 74:20
ଆମ୍ଭମାନଙ୍କ ଚୁକ୍ତି ପୂରଣ କର। ଏହି ଭୂମିର ଅନ୍ଧକାର ସ୍ଥାନସବୁ ଦୌରାତ୍ମ୍ଯରେ ପରିପୂର୍ଣ୍ଣ ହେଲା।

Psalm 88:6
ତୁମ୍ଭେ ମାେତେ ପୃଥିବୀର ଗାଢ଼ ଅନ୍ଧକାରର ଗଭୀର ସ୍ଥାନରେ ରଖିଅଛ।

Psalm 88:18
ତୁମ୍ଭେ ମାରେ ପ୍ରିଯ ଲୋକମାନଙ୍କୁ ମାଠାରୁେ ଦୂରଇେ ରଖିଅଛ। ମାେ ପରିଚିତ ଲୋକମାନେ ଅନ୍ଧକାରରେ ରହିଅଛନ୍ତି।

Psalm 143:3
ଶତ୍ରୁଗଣ ମାେ ପଛରେ ଗୋଡ଼ାଉଛନ୍ତି। ସମାନେେ ମାେ ଜୀବନକୁ ଭୂମିରେ ଚୂର୍ଣ୍ଣ କରିଅଛନ୍ତି। ସମାନେେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ଯ ମାେତେ ଅନ୍ଧକାର ସ୍ଥାନରେ ବାସ କରିବା ପାଇଁ ବାଧ୍ଯ କରୁଛନ୍ତି।

Isaiah 29:15
ଯେଉଁମାନେ ସଦାପ୍ରଭୁଙ୍କଠା ରେ ନିଜ ନିଜ ମନ୍ତ୍ରଣାକୁ ଲୁଚାଇବାକୁ ଚେଷ୍ଟା କରନ୍ତି ସମାନେେ ଦୁଃଖ ପାଆନ୍ତି। ସମାନେେ ଅନ୍ଧକାର ରେ ନିଜ ନିଜର କୁକର୍ମ କରନ୍ତି ଓ କୁହନ୍ତି, କହେି ଆମ୍ଭମାନଙ୍କୁ ଦେଖୁ ନାହିଁ କି କହେି ଆମ୍ଭମାନଙ୍କୁ ଚିହ୍ନୁ ନାହିଁ।'

Isaiah 42:16
ତା'ପ ରେ ଆମ୍ଭେ ଅନ୍ଧମାନଙ୍କୁ ସମାନଙ୍କେର ଅଜ୍ଞାତ ପଥ ଦଇେ ଆଣିବୁ ଓ ଯେଉଁ ପଥ ସମାନେେ ଜାଣନ୍ତି ନାହିଁ, ସହେି ପଥରେ ସମାନଙ୍କେୁ କଢ଼ାଇ ନବେୁ। ଆମ୍ଭେ ସମାନଙ୍କେ ସମ୍ମୁଖ ରେ ଅନ୍ଧକାରକୁ ଆଲୋକର ଓ ବକ୍ର ସ୍ଥାନକୁ ସଳଖ ରେ ପରିଣତ କରିବୁ। ଏହିସବୁ କାର୍ୟ୍ଯ କରି ଆମ୍ଭେ ନିଜ ସନ୍ତାନମାନଙ୍କୁ ପରିତ୍ଯାଗ କରିବୁ ନାହିଁ।

Lamentations 3:6
ସେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ଯ ମାେତେ ଅନ୍ଧକାର ସ୍ଥାନ ରେ ବାସ କରାଇ ଅଛନ୍ତି।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்