Base Word
מוֹשָׁב
Short Definitiona seat; figuratively, a site; abstractly, a session; by extension an abode (the place or the time); by implication, population
Long Definitionseat, assembly, dwelling-place, dwelling, dwellers
Derivationor מֹשָׁב; from H3427
International Phonetic Alphabetmoˈʃɔːb
IPA modmo̞wˈʃɑːv
Syllablemôšāb
Dictionmoh-SHAWB
Diction Modmoh-SHAHV
Usageassembly, dwell in, dwelling(-place), wherein (that) dwelt (in), inhabited place, seat, sitting, situation, sojourning
Part of speechn-m

Genesis 10:30
ମଷୋ ଅବଧି ପୂର୍ବ ଦିଗର ସଫାର ପର୍ବତ ପର୍ୟ୍ଯନ୍ତ ସମାନଙ୍କେର ବସତି ଥିଲା।

Genesis 27:39
ତା'ପରେ ଇସ୍ହାକ ତାଙ୍କୁ କହିଲେ, ତୁମ୍ଭେ ବାହା ରେ ବର୍ଷା ରେ ରହିବ ଏବଂ ଯାହା ଭୂମି ଉତ୍ପାଦନ କରିବ ଛାଡ଼ି ଦବେ।

Genesis 36:43
ମୂଖ୍ଯ ମିବ୍ସର, ମୂଖ୍ଯ ମଗ୍ଦୀଯଲେ, ମୂଖ୍ଯ ଈରମ୍, ଏମାନେ ନିଜ ନିଜ ଅଧିକୃତ ଦେଶ ରେ ବସତି ସ୍ଥାନାନୁସା ରେ ଇଦୋମର ମୂଖ୍ଯ ଗଣ ତାଲିକା ଅନୁସାରେ ଥିଲେ। ଇଦୋମୀଯମାନଙ୍କ ଆଦିପୁରୁଷ ଏଷୌର ବଂଶ ଏହିପରି।

Exodus 10:23
ଜଣେେ ବ୍ଯକ୍ତି ଅନ୍ୟ ଜଣଙ୍କୁ ଦେଖିପାରିଲା ନାହିଁ। କହେି କୁଆଡେ ୟାଇ ପାରିଲେ ନାହିଁ । କିନ୍ତୁ ଯେଉଁଠା ରେ ଇଶ୍ରାୟେଲୀୟମାନେ ବାସ କରୁଥିଲେ ସଠାେରେ ଅନ୍ଧକାର ନଥିଲା।

Exodus 12:20
ଏହି ପର୍ବ ରେ, ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ଖାଇବ ନାହିଁ। ତୁମ୍ଭମାନେେ ଯେଉଁ ସ୍ଥାନ ରେ ବାସ କରନା କାହିଁକି ତାଡିଶୂନ୍ଯ ରୋଟୀ ଖାଇବ।

Exodus 12:40
ଇସ୍ରାଏଲୀୟ ଲୋକମାନେ ମିଶରରେ 430 ବର୍ଷ ଧରି ବାସ କରୁଥିଲେ।

Exodus 35:3
ତୁମ୍ଭମାନେେ ବିଶ୍ରାମଦିନ ରେ କୌଣସି ବାସଗୃହ ରେ ଅଗ୍ନି ଜାଳିବ ନାହିଁ।

Leviticus 3:17
ଏହି ବିଧି ପ୍ରେତ୍ୟକକ ଗୃହ ରେ ତୁମ୍ଭମାନଙ୍କର ସମସ୍ତ ଭବିଷ୍ଯତ ବଂଶାନୁକ୍ରମମାନଙ୍କ ପାଇଁ ଅନୁକରଣୀଯ ହବେ। ତୁମ୍ଭମାନେେ ଯେଉଁ ଠା ରେ ରୁହ ନା କାହିଁକି ମଦେ କିମ୍ବା ରକ୍ତ ଭୋଜନ କରିବ ନାହିଁ।

Leviticus 7:26
ତୁମ୍ଭମାନେେ ଯେଉଁଠା ରେ ବାସ କରନା କାହିଁକି ତୁମ୍ଭମାନେ କୌଣସି ପଶୁ କିମ୍ବା ପକ୍ଷୀର ରକ୍ତ ଭୋଜନ କରିବ ନାହିଁ।

Leviticus 13:46
ତାହାଠା ରେ ଯେତଦେିନ ୟାଏ ଘା' ରହିବ, େସତଦେିନ ୟାଏ ସେ ଅଶୁଚି ରହିବ, ସେ ଅଶୁଚି ଯୋଗୁଁ ଏକାକୀ ବାସ କରିବ ଓ ଛାଉଣୀର ବାହା ରେ ତାହାର ବାସସ୍ଥାନ ରହିବ।

Occurences : 44

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்