Base Word
מוֹרָא
Short Definitionfear; by implication, a fearful thing or deed
Long Definitionfear, reverence, terror
Derivationor מֹרָא; or מוֹרָה; (Psalm 9:20), from H3372
International Phonetic Alphabetmoˈrɔːʔ
IPA modmo̞wˈʁɑːʔ
Syllablemôrāʾ
Dictionmoh-RAW
Diction Modmoh-RA
Usagedread, (that ought to be) fear(-ed), terribleness, terror
Part of speechn-m
Base Word
מוֹרָא
Short Definitionfear; by implication, a fearful thing or deed
Long Definitionfear, reverence, terror
Derivationor מֹרָא; or מוֹרָה; (Psalm 9:20), from H3372
International Phonetic Alphabetmoˈrɔːʔ
IPA modmo̞wˈʁɑːʔ
Syllablemôrāʾ
Dictionmoh-RAW
Diction Modmoh-RA
Usagedread, (that ought to be) fear(-ed), terribleness, terror
Part of speechn-m

Genesis 9:2
ପୃଥିବୀ ରେ ସମସ୍ତ ପଶୁ, ଆକାଶର ସମସ୍ତ ପକ୍ଷୀ ଭୂଚ଼ର ସମସ୍ତ ପ୍ରାଣୀ, ଏବଂ ସମୁଦ୍ର ମଧିଅରେ ଥିବା ସମସ୍ତ ମତ୍ସ୍ଯ ତୁମ୍ଭମାନଙ୍କୁ ଭୟ କରିବେ। ସମସ୍ତ ଜୀବ ତୁମ୍ଭ ନିଯନ୍ତ୍ରଣ ରେ ରହିବେ।

Deuteronomy 4:34
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ମିଶର ରେ ତୁମ୍ଭମାନଙ୍କ ସାକ୍ଷାତ ରେ ଯେ ସକଳ କର୍ମ କରିଅଛନ୍ତି, ସହେିପରି ପରୀକ୍ଷାସିଦ୍ଧ ପ୍ରମାଣଦ୍ବାରା ଓ ଚିହ୍ନଦ୍ବାରା ଓ ଆଶ୍ଚର୍ୟ୍ଯ କର୍ମଦ୍ବାରା, ୟକ୍ସ୍ଟଦ୍ଧଦ୍ବାରା, ପରାକ୍ରାନ୍ତ ହସ୍ତଦ୍ବାରା, ବିସ୍ତାରିତ ବାହକ୍ସ୍ଟଦ୍ବାରା ଓ ଭୟଙ୍କର ଆଶ୍ଚର୍ୟ୍ଯ କର୍ମଦ୍ବାରା ଅନ୍ୟ ଦେଶୀଯ ଲୋକଙ୍କ ମଧ୍ଯରକ୍ସ୍ଟ ଆପଣା ନିମନ୍ତେ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ଆସି ଉପକ୍ରମ କରିଅଛନ୍ତି।

Deuteronomy 11:25
ତୁମ୍ଭମାନଙ୍କ ବିପକ୍ଷ ରେ କୌଣସି ମନକ୍ସ୍ଟଷ୍ଯ ଛିଡା ହବୋକକ୍ସ୍ଟ ସକ୍ଷମ ହବେ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତାଙ୍କର ପ୍ରତିଜ୍ଞାନକ୍ସ୍ଟସା ରେ ସମଗ୍ର ଦେଶ ରେ ତୁମ୍ଭେ ଯେଉଁଠିକକ୍ସ୍ଟ ୟାଅ, ତକ୍ସ୍ଟମ୍ଭ ପ୍ରତି ସମସ୍ତଙ୍କର ଭୟ ଓ ଆଶାଙ୍କିତ ସୃଷ୍ଟି କରିବେ।

Deuteronomy 26:8
ତା'ପରେ ସଦାପ୍ରଭୁ ବଳବାନ ହସ୍ତଦ୍ବାରା ଓ ବିସ୍ତୀର୍ଣ ବାହକ୍ସ୍ଟଦ୍ବାରା ଓ ମହାତ୍ରାସଦ୍ବାରା ଓ ନାନା ଚିହ୍ନ ଦ୍ବାରା, ଆଶ୍ଚର୍ୟ୍ଯ କର୍ମମାନଦ୍ବାରା ଆମ୍ଭମାନଙ୍କୁ ମିଶରରକ୍ସ୍ଟ ବାହାର କରି ଆଣିଲେ।

Deuteronomy 34:12
କୌଣସି ଭବିଷ୍ଯଦ୍ ବକ୍ତା ଆଜି ପର୍ୟ୍ଯନ୍ତ ଏପରି ମହା ଆଶ୍ଚର୍ୟ୍ଯ କର୍ମମାନ କରିନାହାଁନ୍ତି ଯାହା ମାଶାେ କରି ଦଖାଇେଛନ୍ତି। ମାଶାଙ୍କେ ଦ୍ବାରା ହାଇେଥିବା ସହେି ସମସ୍ତ ଆଶ୍ଚର୍ୟ୍ଯ କର୍ମମାନ ସମସ୍ତ ଇଶ୍ରାୟେଲ ଲୋକ ଦେଖିଛନ୍ତି।

Psalm 9:20
ଲୋକମାନଙ୍କୁ ଏକ ଶିକ୍ଷା ପ୍ରଦାନ କର। ସମାନେେ ଜାଣିବା ଉଚିତ୍ ୟେ ସମାନେେ କବଳେ ମନୁଷ୍ଯ ମାତ୍ର ଅଟନ୍ତି। -ସେଲା-

Psalm 76:11
ଲୋକମାନେ ପରମେଶ୍ବରଙ୍କଠାରେ ମାନସିକ କରନ୍ତି, ଏବଂ ସସବେୁକୁ ପରମେଶ୍ବରଙ୍କଠାରେ ଅର୍ପଣ କରନ୍ତି। ଲୋକମାନେ ଚତୁର୍ଦ୍ଦିଗରେ ଥିବା ଜାତିଗଣ ପରମେଶ୍ବରଙ୍କ ନିକଟକୁ ଉପହାର ଆଣିବା ଉଚିତ୍, ଯେଉଁମାନେ କି ସମ୍ମାନ ପାଇଁ ଉପୟୁକ୍ତ ଅଟନ୍ତି।

Isaiah 8:12
ପ୍ରେତ୍ୟକକ ଲୋକ କହୁଛନ୍ତି ଯେ ଅନ୍ୟ ଲୋକମାନେ ତାଙ୍କ ବିରୁଦ୍ଧ ରେ ମନ୍ତ୍ରଣା କରୁଛନ୍ତି। ତୁମ୍ଭେ ସେ ସବୁକୁ ବିଶ୍ବାସ କର ନାହିଁ। ଅନ୍ୟ ଲୋକମାନେ ଭୟଭୀତ ହେଲାପରି ତୁମ୍ଭେ ଭୟଭୀତ ହୁଅ ନାହିଁ। ସେ ସବୁକୁ ତୁମ୍ଭେ ଆଦୌ ଭୟ କର ନାହିଁ।'

Isaiah 8:13
ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ତୁମ୍ଭେ କବଳେ ଭୟ କର। ତାଙ୍କୁ ହିଁ କବଳେ ଭକ୍ତି କରିବ। ସହେି ହେଉଛନ୍ତି ଏକମାତ୍ର ଯାହାଙ୍କୁ ତୁମ୍ଭେ ଭୟକର।

Jeremiah 32:21
ତୁମ୍ଭେ ସହେି ଅଲୌକିକ ଶକ୍ତି, ଅଦ୍ଭୁତ ଲକ୍ଷଣ, ବଳବାନ୍ ହସ୍ତ ଓ ବିସ୍ତୀର୍ଣ୍ଣ ବାହୁ ଦ୍ବାରା ତୁମ୍ଭର ଇଶ୍ରାୟେଲ ଲୋକଙ୍କୁ ମିଶର ଦେଶରୁ ବାହାର କରି ଆଣିଲ।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்