Base Word
מוֹסֵר
Short Definitionproperly, chastisement, i.e., (by implication) a halter; figuratively, restraint
Long Definitionband, bond
Derivationalso (in plural) feminine מוֹסֵרָה; or מֹסְרָה; from H3256
International Phonetic Alphabetmoˈser
IPA modmo̞wˈseʁ
Syllablemôsēr
Dictionmoh-SARE
Diction Modmoh-SARE
Usageband, bond
Part of speechn-m

Job 39:5
ଆୟୁବ, କିଏ ବଣୁଆ ଗଧକୁ ଛାଡ଼ି ଦିଅନ୍ତି ? ସେ ସମାନଙ୍କେର ଦଉଡ଼ିସବୁ ଫିଟାନ୍ତି ଏବଂ ସମାନଙ୍କେୁ ଛାଡ଼ି ଦିଅନ୍ତି।

Psalm 2:3
ସହେି ନେତାମାନେ କୁହନ୍ତି, ଆସ ଆମ୍ଭେ ପରମେଶ୍ବର ଓ ତାଙ୍କ ଅଭିଷିକ୍ତ ରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କରିବା। ଆସ ସମାନଙ୍କେଠାରୁ ଆମ୍ଭର ବନ୍ଧନ ଚ୍ଛିନ୍ନ କରି ମୁକ୍ତ ହାଇଯେିବା।

Psalm 107:14
ପରମେଶ୍ବର ସମାନଙ୍କେୁ ଅନ୍ଧକାର ଓ ମୃତ୍ଯୁ ଛାଯାରୁ ସମାନଙ୍କେୁ ବାହାର କରି ଆଣିଲେ ଓ ସମାନଙ୍କେ ବନ୍ଧନ ଛଦନେ କଲେ।

Psalm 116:16
ମୁଁ ତୁମ୍ଭର ଦାସ। ମୁଁ ତୁମ୍ଭର ଜଣେ ଦାସୀର ସନ୍ତାନ ଅଟେ। ହେ ସଦାପ୍ରଭୁ, ତୁମ୍ଭେ ମାେତେ ମୃତ୍ଯୁର ଶିଙ୍କୁଳିରୁ ମୁକ୍ତ କର।

Isaiah 28:22
ବର୍ତ୍ତମାନ ଆଉ ତୁମ୍ଭମାନେେ ସିନ୍ଦୁକ ହୁଅ ନାହିଁ। ଯଦି ତୁମ୍ଭେ ତାହା କର, ତୁମ୍ଭ ଚାରି ପାଖ ରେ ଥିବା ବନ୍ଧନ ରଜ୍ଜୁ ଦୃଢ଼ ହବେ।

Isaiah 52:2
ତୁମ୍ଭେ ନିଜ ଦହରେ ଧୂଳି ଝାଡ଼ି ଦିଅ, ହେ ସିୟୋନର ବନ୍ଦୀନି କନ୍ଯା ୟିରୁଶାଲମ ! ଉଠ, ତୁମ୍ଭ ଗଳାର ସେ ବନ୍ଧନକୁ ଢ଼ିଲା କର।

Jeremiah 2:20
ହେ ଯିହୁଦା, ବହୁବର୍ଷ ପୂର୍ବେ ଆମ୍ଭେ ତୁମ୍ଭର ୟୁଆଳି ଭାଙ୍ଗି ତୁମ୍ଭର ବନ୍ଧନ ସବୁ ଚ୍ଛଦନେ କରିଛୁଁ। ଆଉ ତୁମ୍ଭେ କହିଛ, 'ଆମ୍ଭେ ତୁମ୍ଭର ଦାସତ୍ବ କର୍ମ କରିବୁ ନାହିଁ।' ପ୍ରକୃତ ରେ ତୁମ୍ଭେ ପ୍ରେତ୍ୟକକ ଉଚ୍ଚ ପର୍ବତ ଉପ ରେ ଓ ପ୍ରେତ୍ୟକକ ସବୁଜ ବୃକ୍ଷ ତଳେ ତୁମ୍ଭର ବ୍ଯଭିଚାର କରି ଚାଲିଛ।

Jeremiah 5:5
ମାେତେ ଧନୀ ଲୋକମାନଙ୍କ ପାଖକୁ ୟିବାକୁ ଏବଂ କଥାବାର୍ତ୍ତା ହବୋକୁ ଦିଅ। କାରଣ ସମାନେେ ହିଁ ସଦାପ୍ରଭୁଙ୍କର ପଥ ଏବଂ ସମାନଙ୍କେର ପରମେଶ୍ବରଙ୍କର ବ୍ଯବସ୍ଥା ଜାଣନ୍ତି। କିନ୍ତୁ ଏମାନେ ଏକତ୍ର ହାଇେ ୟୁଆଳି ଭାଙ୍ଗି ଅଛନ୍ତି ଓ ବନ୍ଧନସବୁକୁ ଛିଣ୍ଡାଇ ପକାଇ ଅଛନ୍ତି।

Jeremiah 27:2
ସଦାପ୍ରଭୁ ମାେତେ ଏହି କଥା କହିଲେ, ହେ ଯିରିମିୟ, ତୁମ୍ଭେ ସ୍ତମ୍ଭରୁ କେତକେ ୟୁଆଳି ପ୍ରସ୍ତୁତ କରି ଆପଣା ସ୍କନ୍ଧ ରେ ରଖ।

Jeremiah 30:8
ସହେି ସମୟରେ ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ଯିହୁଦା ଓ ଇଶ୍ରାୟେଲର ଲୋକମାନଙ୍କ ସ୍କନ୍ଦରୁ ୟୁଆଳି ସବୁ ଭାଙ୍ଗି ପକାଇବା ଓ ସମାନଙ୍କେର ବନ୍ଧନସବୁ ଛିଣ୍ଡାଇ ପକାଇବା। ପୁଣି ବିଦେଶୀମାନେ ସମାନଙ୍କେୁ ଦାସ୍ଯକର୍ମ କରାଇବେ ନାହିଁ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்