Base Word
מוּג
Short Definitionto melt, i.e., literally (to soften, flow down, disappear), or figuratively (to fear, faint)
Long Definitionto melt, cause to melt
Derivationa primitive root
International Phonetic Alphabetmuːɡ
IPA modmuɡ
Syllablemûg
Dictionmooɡ
Diction Modmooɡ
Usageconsume, dissolve, (be) faint(-hearted), melt (away), make soft
Part of speechv

Exodus 15:15
ଇଦୋମର ନେତାଗଣ ଭୟ ରେ ଥରିଲେ। ମାଯାେବର ସାହସୀ ଓ ଶକ୍ତିଶାଳୀ ଲୋକମାନେ ମଧ୍ଯ ଭୟ ରେ ଥରିଲେ। କିଣାନୀଯମାନେ ସମାନଙ୍କେର ସାହସ ହରାଇଲେ।

Joshua 2:9
ମୁ ଜାଣେ, ସଦାପ୍ରଭୁ ଏହି ଦେଶକକ୍ସ୍ଟ ତକ୍ସ୍ଟମ୍ଭ ଲୋକମାନଙ୍କୁ ଦଇେଛନ୍ତି ଏବଂ ତୁମ୍ଭମାନେେ ଆମ୍ଭଙ୍କକ୍ସ୍ଟ ଭୟ ଜନ୍ମାଉଅଛ, ଏହି ସକାେଶ ଏହି ଦେଶ ନିବାସୀ ସମସ୍ତେ ତୁମ୍ଭମାନଙ୍କୁ ଭୟ କରିଛନ୍ତି।

Joshua 2:24
ସମାନେେ ଯିହାଶୂେୟଙ୍କକ୍ସ୍ଟ କହିଲେ, ସଦାପ୍ରଭୁ ବାସ୍ତବ ରେ ଆମ୍ଭକକ୍ସ୍ଟ ସମସ୍ତ ଦେଶ ଦାନ କରିଛନ୍ତି। ସହେି ଦେଶ ରେ ସମସ୍ତ ଲୋକ ଆମ୍ଭକକ୍ସ୍ଟ ଭୟ କରୁଛନ୍ତି।

1 Samuel 14:16
ସେତବେେଳେ ବିନ୍ଯାମୀନ ପ୍ରଦେଶର ଗିବିଯା ରେ ଶାଉଲଙ୍କ ସୈନ୍ଯମାନେ ଦେଖିଲେ ପଲେଷ୍ଟୀୟ ସୈନ୍ଯମାନେ ଏଣତେଣେେ ଦୌଡ଼ନ୍ତିକ୍ସ୍ଟଛନ୍ତି।

Job 30:22
ପରମେଶ୍ବର ବତାଶ ରେ ଉଡ଼ିୟିବାକୁ ମାେତେ ଅନୁମତି ଦିଅ। ତୁମ୍ଭେ ଝଡ଼ ରେ ମାେତେ ଫିଙ୍ଗି ଦଅ।

Psalm 46:6
ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ଯମାନେ ଭୟରେ କମ୍ପି ଉଠନ୍ତି। ସହେି ରାଜ୍ଯସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହବେ।

Psalm 65:10
ତୁମ୍ଭେ କୃଷିକ୍ଷେତ୍ରକୁ ୟଥେଷ୍ଟ ପରିମାଣରେ ବୃଷ୍ଟି ପଠାଅ। ତୁମ୍ଭେ ଲଙ୍ଗଳ ଗାରକୁ ଶୋଷିଲ। ତୁମ୍ଭେ ପୃଥିବୀର ମାଟିକୁ ନରମ କର। ତୁମ୍ଭେ ପୃଥିବୀରେ ଶସ୍ଯ କ୍ଷେତ୍ରକୁ ବୃଦ୍ଧି କରାଅ।

Psalm 75:3
ପୃଥିବୀ ଓ ତହିଁରେ ବାସ କରୁଥିବା ସମସ୍ତ ଜୀବନ ଟଳମଳ ହାଇେ ପତନ ହବୋକୁ ଯାଉଛନ୍ତି। କିନ୍ତୁ ମୁଁ ତାକୁ ସ୍ଥିର କରିବି।

Psalm 107:26
ସମାନେେ ସହେି ଢ଼େଉରେ ଆକାଶକୁ ଉଠିଲେ ଓ ଏହାପରେ ଜଳଗର୍ଭକୁ ଖସିଲେ। ଝଡ଼ ଏତେ ବିପଦପୂର୍ଣ୍ଣ ଥିଲା ୟେ, ସମାନେେ ସମାନଙ୍କେର ସାହସ ହରାଇଲେ।

Isaiah 14:31
ନଗରର ଦ୍ବାର ଦେଶର ଲୋକ ଓ ନଗରସ୍ଥ ଲୋକ ହାହାକାର କର। ପଲେଷ୍ଟୀୟର ସମସ୍ତ ଲୋକ ଭୟଭୀତ ହବେ। ମହମ ସଦୃଶ ତୁମ୍ଭର ସାହସ ତରଳି ୟିବ। ଉତ୍ତର ଦିଗକୁ ଚାହଁ, ଉତ୍ତରରୁ ଧୂମ ଆସୁଛି। ଅଶୂରର ସୈନ୍ଯ ଆସୁଛନ୍ତି। ସମାନଙ୍କେ ମଧିଅରେ ସମସ୍ତ ସୈନ୍ଯ ଶକ୍ତିଶାଳୀ।

Occurences : 17

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்