Base Word
מְהוּמָה
Short Definitionconfusion or uproar
Long Definitiontumult, confusion, disquietude, discomfiture, destruction, trouble, vexed, vexation
Derivationfrom H1949
International Phonetic Alphabetmɛ̆.huːˈmɔː
IPA modmɛ̆.huˈmɑː
Syllablemĕhûmâ
Dictionmeh-hoo-MAW
Diction Modmeh-hoo-MA
Usagedestruction, discomfiture, trouble, tumult, vexation, vexed
Part of speechn-f

Deuteronomy 7:23
ମାତ୍ର ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ଆଗ ରେ ସମାନଙ୍କେୁ ସମର୍ପଣ କରିବେ ଓ ସମାନେେ ବିନଷ୍ଟ ନ ହବୋୟାଏ ସମାନଙ୍କେୁ ମହାବ୍ଯାକକ୍ସ୍ଟଳତା ରେ ବ୍ଯାକକ୍ସ୍ଟଳ କରିବେ।

Deuteronomy 28:20
ତୁମ୍ଭେ ଯଦି କକ୍ସ୍ଟକର୍ମ କର ଏବଂ ସଦାପ୍ରଭୁଙ୍କ ପ୍ରତି ବିମକ୍ସ୍ଟଖ ହକ୍ସ୍ଟଅ, ତବେେ ସେ ତୁମ୍ଭର ସର୍ବଦା ଅମଙ୍ଗଳ କରିବେ। ତୁମ୍ଭର ସବୁ କାର୍ୟ୍ଯ ରେ ହତୋତ୍ସାହ ଓ ଅସକ୍ସ୍ଟବିଧା ଜନ୍ମିବ। ତୁମ୍ଭେ ସଐୂର୍ଣ ଭାବରେ ବିନାଶ ହବୋ ପର୍ୟ୍ଯନ୍ତ ସେ ତୁମ୍ଭର ଏହିପରି କରିବେ। ସେ ତକ୍ସ୍ଟମ୍ଭ ପ୍ରତି ଏପରି କରିବେ କାରଣ ତୁମ୍ଭେ ତାଙ୍କଠା ରେ ବିମକ୍ସ୍ଟଖ ହାଇେଛ ଓ ତାଙ୍କଠାରକ୍ସ୍ଟ ଦୂ ରଇେ ରହିଛ।

1 Samuel 5:9
ପକ୍ସ୍ଟଣି ସମାନେେ ତାହା ନଇଗେଲା ପରେ ଏହା ଏପରି ହେଲା, ଯେ ସଦାପ୍ରଭୁଙ୍କ ହସ୍ତ ଗାଥ ନଗରକକ୍ସ୍ଟ ଭୟ ଓ ୟନ୍ତ୍ରଣା ରେ ଆଘାତ କଲା; ପକ୍ସ୍ଟଣି ସେ ନଗରସ୍ଥ ସାନ ଓ ବଡ ଉଭୟଙ୍କକ୍ସ୍ଟ ସେ କ୍ଲେଶ ଦେଲେ ଓ ସମାନଙ୍କେଠା ରେ ଅର୍ଶ ରୋଗ ବାହାରିଲା।

1 Samuel 5:11
ଏ ହତେକ୍ସ୍ଟ ସମାନେେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କକ୍ସ୍ଟ ଏକତ୍ରୀତ କରି କହିଲେ, ଇଶ୍ରାୟେଲର ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ପଠାଇ ଦିଅ, ତାହା ସ୍ବସ୍ଥାନକକ୍ସ୍ଟ ଫରେିଯାଉ। ତାହା ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକକୁ ହତ୍ଯା ନ କରୁ, କାରଣ ନଗରର ସବୁଆଡେ ମୃତକ୍ସ୍ଟ୍ଯଜନିତ ବ୍ଯାକକ୍ସ୍ଟଳତା ଜନ୍ମି ଥିଲା। ପରମେଶ୍ବରଙ୍କ ହସ୍ତ ସଠାେରେ ଅତି ଭାରି ଥିଲା।

1 Samuel 14:20
ଶାଉଲ ୈସନ୍ଯମାନଙ୍କୁ ଏକତ୍ରୀତ କରି ସମାନଙ୍କେୁ ୟକ୍ସ୍ଟଦ୍ଧଭୂମିକକ୍ସ୍ଟ ପଠାଇଲେ। ପଲେଷ୍ଟୀୟ ସୈନ୍ଯମାନେ ଏମିତି ଦ୍ବନ୍ଦ ରେ ପଡିଗଲେ ଯେ, ଏପରିକି ସମାନେେ ନିଜ ନିଜ ଖଡ୍ଗ ଆପଣା ସାଥୀ ସୈନ୍ଯ ବିରକ୍ସ୍ଟଦ୍ଧ ରେ ଉଠାଉଥିଲେ।

2 Chronicles 15:5
ସହେି ଦୁର୍ଦ୍ଦଶାର ସମୟରେ କୌଣସି ବ୍ଯକ୍ତି ସୁରକ୍ଷିତ ଭାବରେ ୟାତ୍ରା କରିପାରୁ ନ ଥିଲେ। ସହେି ଦେଶର ସମସ୍ତ ବାସିନ୍ଦା ଅସୁବିଧା ରେ ପଡ଼ିଲେ।

Proverbs 15:16
ଅଶାନ୍ତି ୟୁକ୍ତି ବହୁ ସମ୍ପତ୍ତି ଅପେକ୍ଷା ସଦାପ୍ରଭୁଙ୍କ ଭୟୟୁକ୍ତ ଅଳ୍ପ ସମ୍ପତ୍ତି ଭଲ।

Isaiah 22:5
ସଦାପ୍ରଭୁ ଏକ ସ୍ବତନ୍ତ୍ର ଦିନ ବାଛିଛନ୍ତି। ସହେିଦିନ ସଠାେ ରେ ବିଦ୍ରୋହ ଓ ବ୍ଯାକୁଳତା ଦଖାେ ଦବେ। ଦର୍ଶନ ଉପତ୍ୟକା ରେ ଲୋକମାନେ ପରସ୍ପରକୁ ଦଳିବେ। ପ୍ରାଚୀରଗୁଡ଼ିକୁ ଭାଙ୍ଗି ପକାଇବେ। ସହେି ଲୋକମାନେ ଉପତ୍ୟକା ରେ ନଗରର ଲୋକମାନଙ୍କ ପ୍ରତି ପର୍ବତ ଉପ ରେ ଆର୍ତ୍ତନାଦ କରିବେ।

Ezekiel 7:7
ହେ ଦେଶର ନିବାସୀଗଣ, ତୁମ୍ଭମାନଙ୍କର ଅନ୍ତିମ ଦଣ୍ଡ ଆସିୟାଇଛି। ସହେି ସମୟ ଆସୁଅଛି, ତୁମ୍ଭର ଶଷେ ବିଚାର ଦିନ ଅତି ନିକଟ। ସହେି ଦିନଟି ସନ୍ଦହରେ ଓ ବହୁତ ଦୁଃଖପ୍ରଦ ଅଟେ। ତାହା ପର୍ବତଗଣ ଉପ ରେ ଆନନ୍ଦ ଧ୍ବନିର ଦିନ ନୁହେଁ।

Ezekiel 22:5
ହେ କୁଖ୍ଯାତ ଓ କଳହ ପ୍ରିଯ ନଗର, ତୁମ୍ଭର ନିକଟସ୍ଥ ଓ ଦୂରସ୍ଥ ସମସ୍ତେ ତୁମ୍ଭକୁ ପରିହାସ କରିବେ।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்