Base Word
מְדִינָה
Short Definitionproperly, a judgeship, i.e., jurisdiction; by implication, a district (as ruled by a judge); generally, a region
Long Definitionprovince, district
Derivationfrom H1777
International Phonetic Alphabetmɛ̆.d̪ɪi̯ˈn̪ɔː
IPA modmɛ̆.diːˈnɑː
Syllablemĕdînâ
Dictionmeh-dee-NAW
Diction Modmeh-dee-NA
Usage(× every) province
Part of speechn-f

1 Kings 20:14
ତହୁଁ ଆହାବ୍ କହିଲେ, କାହାଦ୍ବାରା ପରାଜିତ କରାଇବେ?

1 Kings 20:15
ତେଣୁ ଆହାବ୍ ପ୍ରଦେଶର ୟୁବା ଅଧିପତିମାନଙ୍କୁ ଏକତ୍ରୀତ କରି ଗଣିଲେ। ସମାନଙ୍କେ ସଂଖ୍ଯା 232 ହେଲା। ତା'ପରେ ଇଶ୍ରାୟେଲର ସୈନ୍ଯମାନଙ୍କୁ ଏକତ୍ରୀତ କରି ଗଣି ଦେଖିଲେ, ସମାନଙ୍କେ ସଂଖ୍ଯା 7,000 ହେଲା।

1 Kings 20:17
ପ୍ରଦେଶର ୟୁବା ଅଧିପତିମାନେ ପ୍ରଥମେ ଆକ୍ରମଣ କଲେ। ବିନହଦଦ୍ର ଲୋକମାନେ ତାକୁ ସମ୍ବାଦ ଦେଲେ: ଶମରିଯାର ଲୋକମାନେ ଅଗ୍ରସର କରୁଛନ୍ତି ଆକ୍ରମଣ କରିବା ପାଇଁ।

1 Kings 20:19
ଏହା ମଧିଅରେ ପ୍ରଦେଶର ୟୁବା ଅଧିପତିମାନେ ସେ ଆକ୍ରମଣର ନତେୃତ୍ବ ନେଲେ ଓ ଇଶ୍ରାୟେଲର ସୈନ୍ଯମାନେ ତାଙ୍କର ଅନୁସରଣ କଲେ।

Ezra 2:1
ପ୍ରଦେଶର ଏହି ଲୋକମାନେ ୟୁଦ୍ଧ ବନ୍ଦୀରୁ ମୁକ୍ତିପାଇ ଫରେି ଆସିଲେ। ଅତୀତ ରେ ବାବିଲର ରାଜା ନବୂଖଦ୍ନିତ୍ସର ବନ୍ଦୀ ଭାବରେ ବାବିଲୋନକୁ ନଇୟୋଇଥିଲେ। ସହେି ଲୋକମାନେ ୟିରୁଶାଲମ ଓ ଯିହୁଦାକୁ ଫରେି ଆସିଲେ। ପ୍ରେତ୍ୟକକ ଲୋକେ ସମାନଙ୍କେର ନିଜ ନିଜ ସହରକୁ ଫରେି ଆସିଲେ।

Nehemiah 1:3
ସେତବେେଳେ ସମାନେେ ମାେତେ କହିଲେ, ଯେଉଁମାନେ ବନ୍ଦୀତ୍ବରୁ ଫରେି ଆସିଥିଲେ ସହେି ପ୍ରଦେଶସ୍ଥ ଅବଶିଷ୍ଟ ଲୋକେ ମହା ଦୁଃଖ ଓ ଅପମାନ ରେ ଅଛନ୍ତି, କାରଣ ୟିରୁଶାଲମର ପ୍ରାଚୀର ଭାଙ୍ଗି ଅଛି ଏବଂ ଏହାର ଫାଟକକୁ ପୋଡି଼ ଦିଆୟାଇଛି।

Nehemiah 7:6
ଯେଉଁମାନେ ବନ୍ଦୀରୂପେ ଥିଲେ, ସମାନଙ୍କେ ମଧ୍ଯରୁ ପ୍ରଦେଶୀଯ ଏହି ସନ୍ତାନଗଣ ପ୍ରେତ୍ୟକକ ୟିରୁଶାଲମ ଓ ଯିହୁଦାସ୍ଥିତ ନିଜ ନିଜ ନଗରକୁ ଫରେି ଆସିଲେ। ବାବିଲର ରାଜା ନବୂଖଦ୍ନିତ୍ସର ୟିହୁଦୀଯମାନଙ୍କୁ କରାଯତ କରିଥିଲେ।

Nehemiah 11:3
ପ୍ରଦେଶର ଏହି ପ୍ରଧାନବର୍ଗ ୟିରୁଶାଲମ ରେ ବାସ କଲେ। କିନ୍ତୁ ଯିହୁଦାର ଏବଂ ଇଶ୍ରାୟେଲର ଅନ୍ୟ ନଗର ରେ ଲୋକମାନେ, ଯାଜକମାନେ, ଲବେୀୟମାନେ, ନଥୀନୀଯମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରେତ୍ୟକକ ନିଜ ନିଜ ନଗର ରେ ବାସ କଲେ।

Esther 1:1
ଅକ୍ଷଶ୍ବରେଶ ରାଜାଙ୍କ ସମୟରେ ଏପରି ଘଟିଥିଲା ଯେ ସେ ହିନ୍ଦୁସ୍ଥାନରୁ କୁଶଦେଶ ପର୍ୟ୍ଯନ୍ତ 127 ପ୍ରଦେଶ ଉପରେ ରାଜତ୍ବ କଲେ।

Esther 1:3
ଆପଣା ଅଧିକାରର ତୃତୀୟ ବର୍ଷ ରେ ଆପଣାର ସବୁ ଅଧିପତି ଓ ଦାସମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲେ। ତହିଁରେ ପାରସ୍ଯ ଓ ମାଦିଯା ଦେଶର ବିକ୍ରମି ଲୋକମାନେ ଏବଂ କୂଳୀନ ଓ ପ୍ରଦଶାଧେିପତିମାନେ ତାଙ୍କର ସାକ୍ଷାତ ରେ ଉପସ୍ଥିତ ହେଲେ।

Occurences : 53

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்