Base Word
מִבְצָר
Short Definitiona fortification, castle, or fortified city; figuratively, a defender
Long Definitionfortification, fortress, fortified city, stronghold
Derivationalso (in plural) feminine (Daniel 11:l5) מִבְצָרָה; from H1219
International Phonetic Alphabetmɪbˈt͡sˤɔːr
IPA modmivˈt͡sɑːʁ
Syllablemibṣār
Dictionmib-TSAWR
Diction Modmeev-TSAHR
Usage(most) (de-)fenced, fortress, (most) strong (hold)
Part of speechn-m

Numbers 13:19
ପୁଣି ସମାନେେ ଯେଉଁ ଦେଶ ରେ ବାସ କରୁଛନ୍ତି ସେ ଦେଶ ଭଲ କି ମନ୍ଦ, ଯେଉଁ ନଗର ରେ ବାସ କରନ୍ତି ତାହା କି ପ୍ରକାର, ସମାନେେ ତମ୍ବୁ ରେ କି ଗଡ ରେ, କାହିଁ ରେ ବାସ କରନ୍ତି, ତାହା ମଧ୍ଯ ଅନୁସନ୍ଧାନ କର।

Numbers 32:17
ମାତ୍ର ଆମ୍ଭମାନଙ୍କର ବାଳକମାନେ ଦେଶବାସୀଙ୍କଠାରୁ ନିରାପଦ ରେ ରହିବା ପାଇଁ ପ୍ରାଚୀର ବେଷ୍ଟିତ ନଗର ରେ ବାସ କରିବେ, ଆଉ ଆମ୍ଭମାନେେ ଇଶ୍ରାୟେଲ ଲୋକମାନଙ୍କୁ ସମାନଙ୍କେ ସ୍ଥାନକୁ ନ ଆଣିବା ପର୍ୟ୍ଯନ୍ତ ସସଜ୍ଜ ହାଇେ ସମାନଙ୍କେ ଆଗେ ଆଗେ ଗମନ କରିବୁ।

Numbers 32:36
ବୈତନିମ୍ରା ଓ ବୈଥାରନ୍ ନାମକ ପ୍ରାଚୀର ବେଷ୍ଟିତ ନଗର ଓ ମଷେଶାଳା ନିର୍ମାଣ କଲେ।

Joshua 10:20
ଏହିପରି ଭାବରେ ଯିହାଶୂେୟ ଏବଂ ଇଶ୍ରାୟେଲର ଲୋକମାନେ ସମାନଙ୍କେର ଶତୃମାନଙ୍କୁ ହତ୍ଯାକଲେ। କିନ୍ତୁ କେତକେ ଶତୃ ଖସିୟାଇ ସମାନଙ୍କେର ସକ୍ସ୍ଟଦୃଢ ନଗର ରେ ଲକ୍ସ୍ଟଚି ରହିଲେ।

Joshua 19:29
ଏହାପରେ ଏହାର ସୀମା ଦକ୍ଷିଣ ରେ ରାମା ଓ ସୋର ନାମକ ଏକ ପ୍ରାଚୀରବେଷ୍ଟିତ ନଗରକକ୍ସ୍ଟ ଲାଗିଥିଲା। ଏହିଠାରକ୍ସ୍ଟ ସେ ସୀମା ହୋଷାକକ୍ସ୍ଟ ଲାଗିଥିଲା। ଏହାର ସୀମା ଅକଷୀବ୍ ନିକଟସ୍ଥ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ଥିଲା।

Joshua 19:35
ଏହାର ସୀମା ରେ କେତଗେକ୍ସ୍ଟଡିଏ ଶକ୍ତିଶାଳୀ ନଗର ଥିଲା। ସଗେକ୍ସ୍ଟଡିକ ହେଲା ସବୀମ, ସରେ, ହମ୍ମତ, ରକ୍କତ୍ ଓ କିନ୍ନରେତ୍।

1 Samuel 6:18
ସମାନେେ ମଧ୍ଯ ସକ୍ସ୍ଟବର୍ଣର ମୂଷିକମାନଙ୍କର ନକ୍ସା ପଠାଇଲେ। ଏହି ସକ୍ସ୍ଟବର୍ଣ ମୂଷିକମାନଙ୍କର ସଂଖ୍ଯା, ପାଞ୍ଚଜଣ ପଲେଷ୍ଟୀୟ ଶାସକମାନଙ୍କର ନଗରର ସଂଖ୍ଯା ସହିତ ସମାନ। ଏହି ନଗରର ଗ୍ଭରିପଟେ ପ୍ରାଚୀର ବେଷ୍ଟିତ ଓ ଗ୍ରାମ ବେଷ୍ଟିତ ଥିଲା। ବୈଥ୍-ଶମେଶର ଲୋକମାନେ ସଦାପ୍ରଭୁଙ୍କର ନିଯମ-ସିନ୍ଦକ୍ସ୍ଟକ ପଥର ଉପରେ ରଖିଲେ।

2 Samuel 24:7
ସମାନେେ ସୋର ଗଡ ରେ ଓ ହିଦ୍ଦୀଯମାନଙ୍କ ଓ କିଣାନୀଯମାନଙ୍କ ସମସ୍ତ ନଗରୀ ରେ ପହଁଞ୍ଚିଲେ। ସମାନେେ ବରେଶବୋ ରେ ୟିହକ୍ସ୍ଟଦାର ଦକ୍ଷିଣାଞ୍ଚଳକକ୍ସ୍ଟ ବାହାରି ଗଲେ।

2 Kings 3:19
ତୁମ୍ଭମାନେେ ପ୍ରେତ୍ୟକକ ପାଚୀର ବେଷ୍ଟିତ ସୁଦୃଢ ଓ ଉତ୍ତମ ନଗରଗୁଡିକୁ ଧ୍ବଂସ କରିବ। ପ୍ରେତ୍ୟକକ ଉତ୍ତମ ବୃକ୍ଷଗୁଡିକୁ କାଟି ପକାଇବ। ନିର୍ଝରଗୁଡିକର ଜଳକୁ ଅଟକାଇ ଓ ପ୍ରେତ୍ୟକକ ଉତ୍ତମ ଭୂମି ଖଣ୍ତକୁ ପଥର ଫୋପାଡି ବିନାଶ କରିବ।

2 Kings 8:12
ତହୁଁ ହସାଯଲେ ପଚାରିଲେ, ହେ ମାରେ ମହାଶୟ, କାହିଁକି ରୋଦନ କଲେ?

Occurences : 37

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்