Base Word
מְאוּמָה
Short Definitionproperly, a speck or point, i.e., (by implication) something; with negative, nothing
Long Definitionanything
Derivationapparently a form of H3971
International Phonetic Alphabetmɛ̆.ʔuːˈmɔː
IPA modmɛ̆.ʔuˈmɑː
Syllablemĕʾûmâ
Dictionmeh-oo-MAW
Diction Modmeh-oo-MA
Usagefault, + no(-ught), ought, somewhat, any (no-)thing
Part of speechx

Genesis 22:12
ସଦାପ୍ରଭୁଙ୍କର ଦୂତ ଅବ୍ରହାମକୁ କହିଲେ, ତୁମ୍ଭର ପୁତ୍ରକୁ ହତ୍ଯା କର ନାହିଁ କି କିଛି ଆଘାତ କର ନାହିଁ। ବର୍ତ୍ତମାନ ମୁଁ ଦେଖି ପାରୁଛି ଯେ, ତୁମ୍ଭେ ପରମେଶ୍ବରଙ୍କୁ ସମ୍ମାନ କରୁଛ ଏବଂ ତାଙ୍କର ଆଜ୍ଞା ମାନି ଚଳୁଛ। କାରଣ ତୁମ୍ଭେ ତୁମ୍ଭର ଏକମାତ୍ର ପୁତ୍ରକୁ ମାେ ସକାେଶ ଉତ୍ସର୍ଗ କରିବାକୁ କୁଣ୍ଠା ବୋଧ କରିନାହଁ।

Genesis 30:31
ଲାବନ କହିଲା, ତବେେ ମାେତେ ତୁମ୍ଭକୁ କ'ଣ ଦବୋ ଉଚିତ୍?

Genesis 39:6
ପୋଟୀଫର ଯୋଷଫେକୁ ସବୁ ଦାଯୀତ୍ବ ଦଇେ ସେ ଆଉ ତାଙ୍କର ଖାଇବା ବିନା କୌଣସି ପାଇଁ ବ୍ଯସ୍ତ ହେଲେ ନାହିଁ।

Genesis 39:9
ଏହି ଗୃହ ରେ ସେ ମାେତେ ତାଙ୍କ ସହିତ ସମାନ କରିଛନ୍ତି। ମୁଁ ତାଙ୍କ ସ୍ତ୍ରୀ ସହିତ ଶଯନ କରି ପାରିବି ନାହିଁ। ଏହା ଭୁଲ ଅଟେ, ଏହା ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ ତୁଲ୍ଯ।

Genesis 39:23
କାରା ରକ୍ଷକ ଯୋଷଫଙ୍କେର ହସ୍ତଗତ କୌଣସି ବିଷଯ ରେ ଦୃଷ୍ଟିପାତ କଲେ ନାହିଁ। କାରଣ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ। ପୁଣି ସେ ଯାହା କଲେ ସଦାପ୍ରଭୁ ତାହା ସିଦ୍ଧ କଲେ।

Genesis 40:15
କାରଣ ଏବ୍ରୀଯମାନଙ୍କ ଦେଶରୁ ଲୋକମାନେ ମାେତେ ବଳପୂର୍ବକ ଅପହରଣ କରିଛନ୍ତି। ପୁଣି ଏ ସ୍ଥାନ ରେ ମଧ୍ଯ ମୁଁ କିଛି କରିନାହିଁ। ତଥାପି ସମାନେେ ମାେତେ ଏହି ଗହ୍ବର ରେ ପକାଇଲେ।

Numbers 22:38
ତହୁଁ ବିଲିଯମ ବାଲାକଙ୍କୁ କହିଲା, ମୁଁ ତୁମ୍ଭ ନିକଟକୁ ଆସିଛି, ମାତ୍ର ପରମେଶ୍ବର, ମାେ ମୁଖ ରେ ଯେଉଁ ବାକ୍ଯ ଦବେେ ତାହା ହିଁ ମୁଁ କହିବି।

Deuteronomy 13:17
ସହେି ଦ୍ରବ୍ଯରକ୍ସ୍ଟ ଯାହା ଧ୍ବଂସ ହବୋ ଉଚିତ୍, ତୁମ୍ଭମାନେେ କିଛି ସଂଗ୍ରହ କରିବା ଉଚିତ୍ ନକ୍ସ୍ଟହଁ। ଏଥି ରେ ସଦାପ୍ରଭୁ ଆପଣା ପ୍ରଚଣ୍ତ କୋରଧରକ୍ସ୍ଟ ଫରେିବେ ଓ ତକ୍ସ୍ଟମ୍ଭପ୍ରତି କରୁଣା କରିବେ ଏବଂ ତୁମ୍ଭର ସଂଖ୍ଯା ବଢାଇବେ। ଯେପରି ସେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କକ୍ସ୍ଟ ପ୍ରତିଜ୍ଞା କରିଥିଲେ।

Deuteronomy 24:10
ତୁମ୍ଭେ ଆପଣା ପ୍ରତିବେଶୀକି କୌଣସି ପ୍ରକା ରେ ଋଣ ଦେଲେ ତାହାର ବନ୍ଧକ ଦ୍ରବ୍ଯ ଆଣିବା ପାଇଁ ତୁମ୍ଭେ ତାହା ଘର ଭିତରକକ୍ସ୍ଟ ୟିବନାହିଁ।

Judges 14:6
ଶାମ୍ଶାେନ୍ ନିକଟକକ୍ସ୍ଟ ସଦାପ୍ରଭୁଙ୍କର ଆତ୍ମା ଆସିବା କ୍ଷଣି ସେ ଶକ୍ତିଶାଳୀ ହବୋକକ୍ସ୍ଟ ଲାଗିଲେ। ଏହାପରେ ସେ ଖାଲି ହାତ ରେ ଛଳେି ଛକ୍ସ୍ଟଆକକ୍ସ୍ଟ ଚିରିଲା ପରି ସହେି ସିଂହକକ୍ସ୍ଟ ଚିରି ବିଦୀର୍ଣ୍ଣ କରି ପକାଇଲେ। ସେ କ'ଣ କରିଛନ୍ତି, ସେ ତାଙ୍କ ପିତାମାତାଙ୍କୁ କିଛି ସେ ବିଷଯ ରେ କହିଲେ ନାହିଁ।

Occurences : 32

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்