Base Word
לֶקַח
Short Definitionproperly, something received, i.e., (mentally) instruction (whether on the part of the teacher or hearer); also (in an active and sinister sense) inveiglement
Long Definitionlearning, teaching, insight
Derivationfrom H3947
International Phonetic Alphabetlɛˈk’ɑħ
IPA modlɛˈkɑχ
Syllableleqaḥ
Dictionleh-KA
Diction Modleh-KAHK
Usagedoctrine, learning, fair speech
Part of speechn-m

Deuteronomy 32:2
ମାରେ ଉପଦେଶ ବର୍ଷାପରି ବର୍ଷିବ। ମାରେ ବାଣୀ ଶିଶିରପରି କ୍ଷରିବ। ତାହା କୋମଳ ତୃଣ ଉପରେ ମନ୍ଦ ବୃଷ୍ଟି ତକ୍ସ୍ଟଲ୍ଯ ଓ ଶାକ ଉପରେ ଅସରା ବୃଷ୍ଟି ତକ୍ସ୍ଟଲ୍ଯ ହବେ।

Job 11:4
ଆୟୁବ ତୁମ୍ଭେ ପରମେଶ୍ବରଙ୍କୁ କହୁଛ, 'ମାରେ ୟୁକ୍ତିତର୍କ ସବୁ ଠିକ୍ ଏବଂ ମୁଁ ତୁମ୍ଭ ଦୃଷ୍ଟି ରେ ପବିତ୍ର।'

Proverbs 1:5
ଏପରିକି ବୁଦ୍ଧିମାନ ଲୋକମାନେ ଏହି ବାକ୍ଯଗୁଡ଼ିକ ଶୁଣିବା ଉଚିତ୍। ଏଥିରୁ ସମାନେେ ବହୁଜ୍ଞାନ ଲାଭ କରିବେ। ଶିକ୍ଷିତ ଲୋକମାନେ ଏପରିକି ଅଧିକ ବୁଝାମଣା ଶକ୍ତି ପାଇବେ।

Proverbs 4:2
କାହିଁକି ? କାରଣ ମୁଁ ତୁମ୍ଭକୁ ଉତ୍ତମ ଶିକ୍ଷା ଦେଉଅଛି। ତେଣୁ ମାରେ ଆଦେଶ ପରିତ୍ଯାଗ କର ନାହିଁ।

Proverbs 7:21
ସହେି ସ୍ତ୍ରୀ ଜଣକ ଏପରି ମଧୁର ଭାଷା କହି ତାଙ୍କର ମନ ହରଣ କଲା। ତା'ର ଚାଟୁ ବାକ୍ଯ ରେ ତାକୁ ଟାଣି ନଲୋ।

Proverbs 9:9
ଯଦି ଜ୍ଞାନୀକୁ ଉପଦେଶ ଦବେ ସେ ଆହୁରି ଜ୍ଞାନବାନ ହବେ। ଯଦି ତୁମ୍ଭେ ଜଣେ ଧାର୍ମିକ ବ୍ଯକ୍ତିକୁ ଶିକ୍ଷା ଦବେ, ତା'ର ପାଣ୍ଡିତ୍ଯ ବୃଦ୍ଧି ପାଇବ।

Proverbs 16:21
କିଏ ଜ୍ଞାନୀ ବା ବୁଦ୍ଧିମାନ, ଲୋକମାନେ ଜାଣିପାରିବେ। ବାକ୍ଯର ମିଷ୍ଟତା ପାଣ୍ଡିତ୍ଯ ବଢ଼ାଏ।

Proverbs 16:23
ଜ୍ଞାନବାନର ହୃଦଯ ଆପଣା ମୁଖକୁ ଶିକ୍ଷା ଦିଏ। ପୁଣି ତା'ର ବାକ୍ଯ ପାଣ୍ଡିତ୍ଯ ବଢ଼ାଏ।

Isaiah 29:24
ବହୁ ମନ୍ଦ କର୍ମ ରେ ଳିପ୍ତ ଭ୍ରାନ୍ତମନାମାନେ ବୁଦ୍ଧିପ୍ରାପ୍ତ ହବେେ ଓ ଅଭିଯୋଗକାରୀ ତତ୍ତ୍ବକଥା ଶିଖିବେ।'

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்