Base Word
לַח
Short Definitionfresh, i.e., unused or undried
Long Definitionmoist, fresh, new
Derivationfrom an unused root meaning to be new
International Phonetic Alphabetlɑħ
IPA modlɑχ
Syllablelaḥ
Dictionla
Diction Modlahk
Usagegreen, moist
Part of speecha

Genesis 30:37
ଯାକୁବ ଲିବ୍ନୀ, ଲୂସ୍ ଓ ଅର୍ମୋନ୍ ବୃକ୍ଷର ନୂତନ ଶାଖା କାଟି ତହିଁରୁ ବକ୍କଳ କାଢ଼ି କାଠର ଶୁକ୍ଲ ରଖାେ ବାହାର କଲା।

Numbers 6:3
ତବେେ ସେ ଦ୍ରାକ୍ଷାରସ ଓ ସୁରା ପାନରୁ ନିଜକୁ ପୃଥକ ରଖିବ, ସେ ଦ୍ରାକ୍ଷାରସର ସିର୍କା ଓ ସୁରାର ସିର୍କା ପାନ କରିବ ନାହିଁ। କିମ୍ବା ସେ ଦ୍ରାକ୍ଷାଫଳ ଜାତ କୌଣସି ପଯେ ପାନ କରିବ ନାହିଁ ଓ କଞ୍ଚା କିମ୍ବା ଶୁଖିଲା ଦ୍ରାକ୍ଷାଫଳ ଖାଇବ ନାହିଁ।

Judges 16:7
ଶାମ୍ଶାେନ୍ ଉତ୍ତର ଦଇେ କହିଲେ, ଯାହା କବେେ ଶକ୍ସ୍ଟଷ୍କ ହାଇନୋହିଁ। ଏପରି ସାତଟା କଞ୍ଚାତନ୍ତ ରେ ଯବେେ ସମାନେେ ମାେତେ ବାନ୍ଧିବେ। ତବେେ ମୁ ଦୁର୍ବଳ ହାଇେ ଅନ୍ୟ ଲୋକପରି ହାଇେ ୟିବି।

Judges 16:8
ଏହାପରେ ପଲେଷ୍ଟୀୟ ଅଧିପତିମାନେ ଅଶକ୍ସ୍ଟଷ୍କ ସାତଟା କଞ୍ଚାତନ୍ତ ଆଣି ସହେି ସ୍ତ୍ରୀ ଲୋକଟିକକ୍ସ୍ଟ ଦେଲେ। ସେଥି ରେ ସେ ଶାମ୍ଶୋନ୍ଙ୍କକ୍ସ୍ଟ ବାନ୍ଧିଲା।

Ezekiel 17:24
ତାହା ହେଲେ କ୍ଷେତ୍ରସ୍ଥ ସମସ୍ତ ବୃକ୍ଷ ଜାଣିବେ ଯେ, ମୁଁ ଉଚ୍ଚବୃକ୍ଷକୁ ନୀଚ୍ଚ କରିପା ରେ ଓ ନୀଚ୍ଚ ବୃକ୍ଷକୁ ଉଚ୍ଚ କରିପା ରେ। ପୁଣି ସତଜେ ବୃକ୍ଷକୁ ଶୁଷ୍କ କରିପା ରେ ଓ ଶୁଷ୍କ ବୃକ୍ଷକୁ ସତଜେ କରିପା ରେ। ମୁଁ ସଦାପ୍ରଭୁ ଏହା କହିଅଛି ଓ ମୁଁ ଏହା କରିବି।

Ezekiel 20:47
ଏବଂ ନଗେଭେ ଅରଣ୍ଯକୁ କୁହ, 'ସଦାପ୍ରଭୁଙ୍କର ବାକ୍ଯ ଶୁଣ, ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି। ଦେଖ, ଆମ୍ଭେ ତୁମ୍ଭ ମଧିଅରେ ଅଗ୍ନି ସଂୟୋଗ କରିବା। ତାହା ତୁମ୍ଭ ମଧ୍ଯସ୍ଥିତ ପ୍ରେତ୍ୟକକ ସତଜେ ଓ ଶୁଷ୍କବୃକ୍ଷକୁ ଗ୍ରାସ କରିବ। ସହେି ଜ୍ବଳନ୍ତ ଅଗ୍ନିଶିଖା ନିର୍ବାପିତ ହବେ ନାହିଁ। ଦକ୍ଷିଣରୁ ଉତ୍ତର ପର୍ୟ୍ଯନ୍ତ ସମସ୍ତ ଦେଶ ସହେି ଅଗ୍ନି ରେ ଦଗ୍ଧିଭୂତ ହବେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்