Base Word | |
לֵוִי | |
Short Definition | Levi, a son of Jacob |
Long Definition | the 3rd son of Jacob by Leah and progenitor of tribe of Levites |
Derivation | from H3867; attached |
International Phonetic Alphabet | leˈwɪi̯ |
IPA mod | leˈviː |
Syllable | lēwî |
Diction | lay-WEE |
Diction Mod | lay-VEE |
Usage | Levi |
Part of speech | n-pr-m |
Genesis 29:34
ଲୟୋ ପୁଣି ଗର୍ଭବତୀ ହେଲା, ଏବଂ ଅନ୍ୟ ଏକ ପୁତ୍ର ସନ୍ତାନକୁ ଜନ୍ମ ଦଲୋ। ସେ ସହେି ପିଲାର ନାମ ଦେଲେ ଲବେୀ। ଲୟୋ କହିଲା, ଏବେ ମାେ ସ୍ବାମୀ ମାେତେ ମାଠାେ ରେ ଆସକ୍ତ ହବେେ। ଯେ ହତେୁ ମୁଁ ତାଙ୍କୁ ତିନୋଟି ପୁତ୍ର ଦଇେଅଛି।
Genesis 34:25
ତିନିଦିନ ପରେ, ସଇେ ସ୍ଥାନର ଲୋକମାନେ ସୁନ୍ନତ ଯୋଗୁଁ କଷ୍ଟ ରେ ଥିଲେ। ଯାକୁବର ଦୁଇପୁତ୍ର ଶିମିୟୋନ ଓ ଲବେୀ, ତାଙ୍କର ଖଡ୍ଗ ନେଲେ ଏବଂ ସହେି ନଗରର ନିର୍ଭୟ ରେ ପ୍ରେତ୍ୟକକ ପୁରୁଷମାନଙ୍କୁ ମାରି ଦେଲେ।
Genesis 34:30
କିନ୍ତୁ ଯାକୁବଶିମିଯୋନ ଓ ଲବେୀକୁ କହିଲେ, ତୁମ୍ଭମାନେେ ମାେତେ ବହୁ ଅସୁବିଧା ରେ ପକାଇଲଣି। ଏଠାକାର ସମସ୍ତ ଲୋକେ ମାେତେ ଘୃଣା କରିବେ। ସମସ୍ତ କିଣାନୀଯ ସମସ୍ତ ପିରିଜୀଯ ସମସ୍ତ ଲୋକେ ମାରେ ବିରଦ୍ଧାଚରଣ କରିବେ। ଆମ୍ଭମାନଙ୍କର ବହୁତ କମ୍ ଲୋକ। ଯଦି ଏହି ସ୍ଥାନର ଲୋକମାନେ ଆମ୍ଭ ସହ ୟୁଦ୍ଧ କରିବା ପାଇଁ ଏକତ୍ରିତ ହବେେ। ତବେେ ଆମ୍ଭେ ଧ୍ବଂସ ପାଇୟିବା। ଏବଂ ଆମ୍ଭର ସମସ୍ତ ଲୋକେ ମାେ ସହିତ ଶଷେ ହାଇଯେିବେ।
Genesis 35:23
ସମାନଙ୍କେ ମଧିଅରେ ରୁବନ୍େ ଯାକୁବଙ୍କର ଜେଷ୍ଠ ପୁତ୍ର। ଶିମିୟୋନ, ଲବେୀ, ୟହୁଦା, ଇଷାଖର ଓ ସବୂଲୂନ ଏମାନେ ଲୟୋର ସନ୍ତାନ।
Genesis 46:11
ଲବେୀର ପୁତ୍ର ଗେର୍ଶୋନ, କହାତ୍ ଓ ମରାରି।
Genesis 49:5
ଶିମିୟୋନ ଓ ଲବେୀ ଦୁଇ ସହୋଦର, ସମାନଙ୍କେର ଖଡ୍ଗ ଦୌରାତ୍ମ୍ଯର ଅସ୍ତ୍ର।
Exodus 1:2
ରୂବନ୍େ, ଶିମିଯୋନ, ଲବେୀ, ୟିଦୁଦା,
Exodus 2:1
ଲବେୀ ବଂଶର ଜଣେ ଲୋକ ଥିଲେ। ୟିଏକି ସହେି ଲବେୀ ବଂଶର ଜଣେ କନ୍ଯାଙ୍କୁ ବିବାହ କଲେ।
Exodus 2:1
ଲବେୀ ବଂଶର ଜଣେ ଲୋକ ଥିଲେ। ୟିଏକି ସହେି ଲବେୀ ବଂଶର ଜଣେ କନ୍ଯାଙ୍କୁ ବିବାହ କଲେ।
Exodus 6:16
ଲବେୀ 137 ବର୍ଷ ବଞ୍ଚିଥିଲେ। ଲବେୀଙ୍କର ସନ୍ତାନମାନେ ଥିଲେ, ଗେର୍ଶାେନ୍, କହାତ୍ ଓ ମରାରି।
Occurences : 64
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்