Base Word
לוּחַ
Short Definitionprobably meaning to glisten; a tablet (as polished), of stone, wood or metal
Long Definitionboard, slab, tablet, plank
Derivationor לֻחַ; from a primitive root
International Phonetic Alphabetˈluː.ɑħ
IPA modˈlu.ɑχ
Syllablelûaḥ
DictionLOO-ah
Diction ModLOO-ak
Usageboard, plate, table
Part of speechn-m

Exodus 24:12
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ପର୍ବତ ଉପରେ ମାେ ପାଖକୁ ଆସ। ଏଠା ରେ ରୁହ। ମୁଁ ପ୍ରସ୍ତର ଫଳକ ତୁମ୍ଭକୁ ଦବେି, ବ୍ଯବସ୍ଥା ଓ ଆଜ୍ଞା, ଯାହା ମୁଁ ସମାନଙ୍କେୁ ଶିକ୍ଷା ଦବୋକୁ ଲେଖିଛି।

Exodus 27:8
ତୁମ୍ଭେ ୟଜ୍ଞବଦେୀକୁ ଫମ୍ପା ସିନ୍ଦୁକ ପରି ରଖ। ପର୍ବତ ରେ ତୁମ୍ଭକୁ ଯେଉଁ ରୂପେ ଦଖାଇେଥିଲ ସହେିପରି ଭାବରେ ବଦେୀ ନିର୍ମାଣ କରାୟିବା ଉଚିତ୍।

Exodus 31:18
ତେଣୁ ସଦାପ୍ରଭୁ ସୀନଯ ପର୍ବତ ରେ ମାଶାଙ୍କେ ସହିତ କଥାବାର୍ତ୍ତା ନିଯମ ସ୍ବରୂପେ ପରମେଶ୍ବରଙ୍କ ଅଙ୍ଗୁଳି-ଲିଖିତ ଦୁଇଟି ପ୍ରସ୍ତର ପଟା ଫଳକ ତାଙ୍କୁ ଦେଲେ।

Exodus 31:18
ତେଣୁ ସଦାପ୍ରଭୁ ସୀନଯ ପର୍ବତ ରେ ମାଶାଙ୍କେ ସହିତ କଥାବାର୍ତ୍ତା ନିଯମ ସ୍ବରୂପେ ପରମେଶ୍ବରଙ୍କ ଅଙ୍ଗୁଳି-ଲିଖିତ ଦୁଇଟି ପ୍ରସ୍ତର ପଟା ଫଳକ ତାଙ୍କୁ ଦେଲେ।

Exodus 32:15
ଏହାପରେ ମାଶାେ ବୁଲି ପଡିଲେ ଓ ପର୍ବତର ତଳକୁ ଓହ୍ଲାଇ ଗଲେ। ମାଶାଙ୍କେ ହାତ ରେ ଚୁକ୍ତି ଲଖାେ ୟାଇଥିବା ପ୍ରସ୍ତର ଫଳକ ଥିଲା। ସଦାପ୍ରଭୁଙ୍କର ଆଜ୍ଞା ଏହା ପଛପଟେ ଓ ଆଗ ପଟେ ଲଖାେ ହାଇେଥିଲା।

Exodus 32:15
ଏହାପରେ ମାଶାେ ବୁଲି ପଡିଲେ ଓ ପର୍ବତର ତଳକୁ ଓହ୍ଲାଇ ଗଲେ। ମାଶାଙ୍କେ ହାତ ରେ ଚୁକ୍ତି ଲଖାେ ୟାଇଥିବା ପ୍ରସ୍ତର ଫଳକ ଥିଲା। ସଦାପ୍ରଭୁଙ୍କର ଆଜ୍ଞା ଏହା ପଛପଟେ ଓ ଆଗ ପଟେ ଲଖାେ ହାଇେଥିଲା।

Exodus 32:16
ପରମେଶ୍ବରଙ୍କ ଦ୍ବାରା ସହେି ପ୍ରସ୍ତର ଫଳକ ନିର୍ମିତ ହାଇେଥିଲା ଏବଂ ପରମେଶ୍ବରଙ୍କ ସ୍ବହସ୍ତ ରେ ଲେଖିଥିଲେ।

Exodus 32:16
ପରମେଶ୍ବରଙ୍କ ଦ୍ବାରା ସହେି ପ୍ରସ୍ତର ଫଳକ ନିର୍ମିତ ହାଇେଥିଲା ଏବଂ ପରମେଶ୍ବରଙ୍କ ସ୍ବହସ୍ତ ରେ ଲେଖିଥିଲେ।

Exodus 32:19
ମାଶାେ ଛାଉଣୀର ନିକଟକୁ ଆସିଲେ। ସେ ସହେି ସୁବର୍ଣ୍ଣର ବାଛୁରୀ ଦେଖିଲେ ଏବଂ ସେ ଲୋକମାନଙ୍କୁ ନାଚୁଥିବାର ଦେଖିଲେ। ମାଶାେ ରାଗିଗଲେ। ସେ ରାଗ ରେ ସହେି ପ୍ରସ୍ତର ଫଳକକୁ ପର୍ବତ ତଳେ ଫିଙ୍ଗି ଚୁନା କରି ଦେଲେ।

Exodus 34:1
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ପ୍ରଥମ ପ୍ରସ୍ତର ଫଳକ ପରି ଆଉ ଦୁଇଟି ପ୍ରସ୍ତର ଫଳକ ତିଆରି କର। ଆଗ ପ୍ରସ୍ତର ଫଲକରେ ଯାହା ଲଖାେ ଥିଲା ଯାହା ତୁମ୍ଭେ ଚୁର୍ଣ୍ଣ କରିଛ ମୁଁ ଏହି ପ୍ରସ୍ତର ଫଳକରେ ତାହାସବୁ ଲେଖିବି।

Occurences : 43

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்