Base Word
כְּתַב
Short Definitionto grave, by implication, to write (describe, inscribe, prescribe, subscribe)
Long Definitionto write
Derivationcorresponding to H3789
International Phonetic Alphabetkɛ̆ˈt̪ɑb
IPA modkɛ̆ˈtɑv
Syllablekĕtab
Dictionkeh-TAHB
Diction Modkeh-TAHV
Usagewrite(-ten)
Part of speechv

Ezra 4:8
ରହୂମ୍ ମନ୍ତ୍ରୀ ଓ ଶିମ୍ଶଯ ଲେଖକ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ୟିରୁଶାଲମ ବିରୁଦ୍ଧ ରେ ଏହି ପ୍ରକାର ପତ୍ର ଲେଖିଲେ।

Ezra 5:7
ସମାନେେ ତାହା ନିକଟକୁ ଯେଉଁ ପତ୍ର ପଠାଇଲେ; ତହିଁରେ ଏହିପରି ଲଖାେଥିଲା।

Ezra 5:10
ଆମ୍ଭମାନେେ ମଧ୍ଯ ସମାନଙ୍କେର ନାମ ପଗ୍ଭରିଲୁ। ଆମ୍ଭମାନେେ ମଧ୍ଯ ସମାନଙ୍କେର ନାମ ଲେଖିବାକୁ ଗ୍ଭହିଁଲୁ।

Ezra 6:2
ଏବଂ ମାଦୀଯ ପ୍ରଦେଶସ୍ଥ ଅକ୍ଷ୍ମଥା ଦୁର୍ଗ ରେ ଏକ ପୁସ୍ତକ ମିଳିଲା। ଏକ ଇତିହାସ ଏଥି ରେ ଲଖାେ ୟାଇଥିଲା।

Daniel 5:5
ସହେି ସମୟରେ ହଠାତ୍ ମନୁଷ୍ଯର ଏକ ହସ୍ତ ଦଶୃମାନ ହେଲା ଓ ରାଜପ୍ରାସାଦର କାନ୍ଥର ଲପନେ ଉପ ରେ ଅଙ୍ଗୁଳି ରେ ଲେଖିଲା। ସହେି ହସ୍ତ ଦୀପରୂଖା ନିକଟସ୍ଥ ରାଜପ୍ରାସାଦ କାନ୍ଥ ରେ ଲେଖୁଥିଲା। ଆଉ ରାଜା ଲେଖୁଥିବା ସ୍ବହସ୍ତର ଅଂଶ ଦେଖୁଥିଲେ।

Daniel 5:5
ସହେି ସମୟରେ ହଠାତ୍ ମନୁଷ୍ଯର ଏକ ହସ୍ତ ଦଶୃମାନ ହେଲା ଓ ରାଜପ୍ରାସାଦର କାନ୍ଥର ଲପନେ ଉପ ରେ ଅଙ୍ଗୁଳି ରେ ଲେଖିଲା। ସହେି ହସ୍ତ ଦୀପରୂଖା ନିକଟସ୍ଥ ରାଜପ୍ରାସାଦ କାନ୍ଥ ରେ ଲେଖୁଥିଲା। ଆଉ ରାଜା ଲେଖୁଥିବା ସ୍ବହସ୍ତର ଅଂଶ ଦେଖୁଥିଲେ।

Daniel 6:25
ସେତବେେଳେ ଦାରିଯାବସ ସମଗ୍ର ପୃଥିବୀବାସୀ, ସମସ୍ତ ଗୋ୍ଠି, ଦେଶବାସୀ ଓ ଭାଷାବାଦୀମାନଙ୍କୁ ପତ୍ର ଲେଖିଲା। ତୁମ୍ଭମାନଙ୍କ ପ୍ରତି ବାହୁଲ୍ଯରୂପ ରେ ଶାନ୍ତି ହେଉ।

Daniel 7:1
ବାବିଲର ରାଜା ବେଲ୍ଟଶତ୍ସରଙ୍କ ରାଜତ୍ବର ପ୍ରଥମ ବର୍ଷ ରେ ଦାନିୟେଲ ଆପଣା ଶୟ୍ଯା ଉପ ରେ ସ୍ବପ୍ନ ଓ ମାନସିକ ଦର୍ଶନ ପ୍ରାପ୍ତ ହେଲେ। ସେ ସହେି ସ୍ବପ୍ନ ରେ ସାରକଥା ଲେଖି ରଖିଲେ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்