Base Word
כַּפְתֹּר
Short Definitiona chaplet; but used only in an architectonic sense, i.e., the capital of a column, or a wreath-like button or disk on the candelabrum
Long Definitionbulb, knob, capital, capital of a pillar
Derivationor (Amos 9:1) כַּפְתּוֹר; probably from an unused root meaning to encircle
International Phonetic Alphabetkɑpˈt̪or
IPA modkɑfˈto̞wʁ
Syllablekaptōr
Dictionkahp-TORE
Diction Modkahf-TORE
Usageknop, (upper) lintel
Part of speechn-m

Exodus 25:31
ଏହାପରେ ତୁମ୍ଭମାନେେ ଏକ ଦୀପ ବୃକ୍ଷ ତିଆରି କରିବ। ଏହା ନିର୍ମଳ ସୁପର୍ଣ୍ଣ ରେ ପିଟା କର୍ମ ରେ ଏହାର ଗଣ୍ଡି ଓ ଶାଖା ନିର୍ମାଣ କର। ଆଉ ଗୋଲାଧାର ଓ କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ।

Exodus 25:33
ପ୍ରତି ଶାଖା ରେ ତିନୋଟି ଫୁଲ ରହିବ। ଏହି ଫୁଲଗୁଡିକ ବାଦାମ ପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ ରହିବ।

Exodus 25:33
ପ୍ରତି ଶାଖା ରେ ତିନୋଟି ଫୁଲ ରହିବ। ଏହି ଫୁଲଗୁଡିକ ବାଦାମ ପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ ରହିବ।

Exodus 25:34
ଦୀପ ବୃକ୍ଷ ରେ ବାଦାମ ପୁଷ୍ପାକୃତି ଚାରି ଗୋଲାଧାର ଓ କଳିକା ପୁଷ୍ପ ରହିବ।

Exodus 25:35
ସହେି ଦୀପବୃକ୍ଷରୁ ଯେଉଁ ଛଅ ଶାଖା ହବେ ସମାନଙ୍କେ ଏକ ଶାଖା ଦ୍ବଯର ଏକ କଳିକା ଓ ଅନ୍ୟ ଶାଖା ଦ୍ବଯର ତଳେ ଏକ କଳିକା ଓ ଅନ୍ୟତର ଶାଖା ଦ୍ବଯର ତଳେ ଏକ କଳିକା ରହିବ।

Exodus 25:36
ସେ ଦୀପଶାଖାଟି ସଂପୂର୍ଣ୍ଣଭାବେ ଶୁଦ୍ଧ ସୁବର୍ଣ୍ଣ ରେ ନିର୍ମିତ ହବେ। ଏହି ସମସ୍ତ ସୁବର୍ଣ୍ଣ କାର୍ୟ୍ଯ ପିଟା ସୁବର୍ଣ୍ଣ ରେ ହବେ। ଏବଂ ଏହା ୟୋଡାୟାଇ ଗୋଟିଏ ଖଣ୍ଡ କରା ହବେ।

Exodus 37:17
ଏହାପରେ ସେ ଶୁଦ୍ଧ ସୁବର୍ଣ୍ଣ ରେ ଦୀପବୃକ୍ଷ ତିଆରି କଲେ। ସେ ଦୀପରୂଖା ରେ ବୃନ୍ତ ଓ ଶାଖା କରିବା ପାଇଁ ସୁବର୍ଣ୍ଣକୁ ପିଟିଲେ। ତା'ପରେ ସେ ଫୁଲ, ପାଖୁଡା, କଢିମାନ ତିଆରି କଲେ। ସେ ଏହି ଜିନିଷଗୁଡିକୁ ଏକାଠି ୟୋଡି ଗୋଟିଏ ଜିନିଷ ତିଆରି କଲେ।

Exodus 37:19
ପ୍ରେତ୍ୟକକ ଶାଖା ରେ ତିନୋଟି କରି ଫୁଲ ରହିଲା। ଏହି ଫୁଲଗୁଡିକ ବାଦାମ ପୁଷ୍ପାକୃତି ତିନି ଗୋଲାଧାର କଳିକା ଓ ପୁଷ୍ପ, ଏହିପରି ଛଅଟି ଶାଖା ରେ ରହିଲା।

Occurences : 18

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்