Base Word
כְּפַת
Short Definitionto fetter
Long Definitionto bind
Derivationa root of uncertain correspondence
International Phonetic Alphabetkɛ̆ˈpɑt̪
IPA modkɛ̆ˈfɑt
Syllablekĕpat
Dictionkeh-PAHT
Diction Modkeh-FAHT
Usagebind
Part of speechv

Daniel 3:20
ତା'ପ ରେ ନବୂଖଦ୍ନିତ୍ସର ଆପଣା ସୈନ୍ଯବାହିନୀ ମଧ୍ଯରୁ କେତକେ ବଳବାନ ସୈନ୍ଯକୁ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋକୁ ବାନ୍ଧି ଜ୍ବଳନ୍ତ ଅଗ୍ନିକୁଣ୍ତ ରେ ପକାଇବାକୁ ଆଜ୍ଞା ଦେଲେ।

Daniel 3:21
ତେଣୁ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋକୁ ବାନ୍ଧି ପ୍ରଜ୍ବଳିତ ଅଗ୍ନିକୁଣ୍ତକୁ ଫିଙ୍ଗା ଗଲା। ସେତବେେଳେ ସମାନେେ ସମାନଙ୍କେର ପ୍ଯାଣ୍ଟ, ସାର୍ଟ, ଉତ୍ତରୀଯ ଓ ଅନ୍ଯାନ୍ଯ ବସ୍ତ୍ର ପରିଧାନ କରିଥିଲେ।

Daniel 3:23
ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋ ଜ୍ବଳନ୍ତ ଅଗ୍ନିକୁଣ୍ତ ରେ ପଡିଲେ। ସମାନଙ୍କେୁ ଦୃଢଭାବରେ ବନ୍ଧା ୟାଇଥିଲା।

Daniel 3:24
ଏଥି ରେ ରାଜା ନବୂଖଦ୍ନିତ୍ସର ଚମତ୍କୃତ ହାଇେ ଶୀଘ୍ର ଉଠିଲେ। ସେ ଆପଣା ମନ୍ତ୍ରୀମାନଙ୍କୁ ପଚାରିଲେ, ଆମ୍ଭେ ତିନିଲୋକଙ୍କୁ ବାନ୍ଧି ଅଗ୍ନିକୁଣ୍ତ ରେ ପକାଇ ନଥିଲୁ?

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்