Base Word
כָּסַף
Short Definitionproperly, to become pale, i.e., (by implication) to pine after; also to fear
Long Definitionto long for, yearn for, long after
Derivationa primitive root
International Phonetic Alphabetkɔːˈsɑp
IPA modkɑːˈsɑf
Syllablekāsap
Dictionkaw-SAHP
Diction Modka-SAHF
Usage(have) desire, be greedy, long, sore
Part of speechv

Genesis 31:30
ମୁଁ ଜାଣେ ଯେ ତୁମ୍ଭେ ସ୍ବଗୃହକୁ ୟିବାକୁ ଚାହୁଁଥିଲ। ଯେଉଁଥି ପାଇଁ ତୁମ୍ଭେ ସେ ସ୍ଥାନ ଛାଡ଼ିଲ। କିନ୍ତି ତୁମ୍ଭେ କାହିଁକି ମାରେ ଦବେତାମାନଙ୍କୁ ଚୋରାଇ ଆଣିଲ?

Genesis 31:30
ମୁଁ ଜାଣେ ଯେ ତୁମ୍ଭେ ସ୍ବଗୃହକୁ ୟିବାକୁ ଚାହୁଁଥିଲ। ଯେଉଁଥି ପାଇଁ ତୁମ୍ଭେ ସେ ସ୍ଥାନ ଛାଡ଼ିଲ। କିନ୍ତି ତୁମ୍ଭେ କାହିଁକି ମାରେ ଦବେତାମାନଙ୍କୁ ଚୋରାଇ ଆଣିଲ?

Job 14:15
ହେ ପରମେଶ୍ବର, ତୁମ୍ଭେ ମାେତେ ଡ଼ାକିବ ଏବଂ ମୁଁ ତୁମ୍ଭକୁ ଉତ୍ତର ଦବେି। ତା'ପରେ ତୁମ୍ଭେ ଯେଉଁ ମଣିଷକୁ ତିଆରି କରିଛ, ସେ ତୁମ୍ଭ ପାଇଁ ମୁଖ୍ଯ ହବେ।

Psalm 17:12
ସହେି ଦୁଷ୍ଟ ଲୋକମାନେ ସିଂହ ସଦୃଶ ୟିଏକି ଅନ୍ୟ ପ୍ରାଣୀମାନଙ୍କୁ ଶିକାର କରି ଖାଇବାକୁ ଅପେକ୍ଷା କରିଥାଏ। ସମାନେେ ସିଂହ ଭଳି ଲୁଚି ରହି ଆକ୍ରମଣ କରିବାକୁ ସର୍ବଦା ପ୍ରସ୍ତୁତ ଥାଆନ୍ତି।

Psalm 84:2
ହେ ସଦାପ୍ରଭୁ, ମୁଁ ଅନ୍ୟ କିଛି ଅପେକ୍ଷା, ତୁମ୍ଭ ମନ୍ଦିରର ଅଗଣାରେ ପ୍ରବେଶ କରିବାକୁ ଅଧିକ ଚା ହେଁ। ମୁଁ ମାରେ ହୃଦଯ ଓ ଶରୀର ଆନନ୍ଦର ସହିତ ଜୀବନ୍ତ ପରମେଶ୍ବରଙ୍କ ଦର୍ଶନ ନିମନ୍ତେ ବ୍ଯାକୁଳ।

Zephaniah 2:1
ହେ ନିଲର୍‌ଲଜ ଲୋକମାନେ, ତୁମ୍ଭମାନେେ ଏକତ୍ରୀତ ହୁଅ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்