Base Word
יִרְאָה
Short Definitionfear (also used as infinitive); morally, reverence
Long Definitionfear, terror, fearing
Derivationfeminine of H3373
International Phonetic Alphabetjɪrˈʔɔː
IPA modjiʁˈʔɑː
Syllableyirʾâ
Dictionyir-AW
Diction Modyeer-AH
Usage× dreadful, × exceedingly, fear(-fulness)
Part of speechn-f

Genesis 20:11
ଏହାପରେ ଅବ୍ରହାମ କହିଲେ, ଏଠା ରେ କହେି ପରମେଶ୍ବରଙ୍କୁ ଭୟ କରୁନାହିଁ ବୋଲି ପ୍ରାଯ ମୁଁ ଡ଼ାକିଲି। ମୁଁ ଭାବିଲି ଏଠା ରେ କାଳେ କିଏ ମାେତେ ହତ୍ଯାକରି ସାରାକୁ ମାଠାରୁେ ନଇୟିବେ।

Exodus 20:20
ତହିଁରେ ମାଶାେ ଲୋକମାନଙ୍କୁ କହିଲେ, ଭୟ କର ନାହିଁ। କାରଣ ତୁମ୍ଭମାନଙ୍କୁ ପରୀକ୍ଷା କରିବାକୁ ଓ ତୁମ୍ଭମାନେେ ଯମେନ୍ତ ପାପ ନକରିବ, ଏଥିପାଇଁ ଆପଣାର ଭୟାନକତା ତୁମ୍ଭମାନଙ୍କର ଚକ୍ଷୁ ଗୋଚର କରିବାକୁ ସଦାପ୍ରଭୁ ଆସି ଅଛନ୍ତି।

Deuteronomy 2:25
ଆଜି ଆମ୍ଭେ ସବୁଆଡେ ସମସ୍ତଙ୍କ ମନ ରେ ତକ୍ସ୍ଟମ୍ଭ ବିଷଯ ରେ ଭୟ ସୃଷ୍ଟି କରିବକ୍ସ୍ଟ। ସମାନେେ ଏହି ଖବର ପାଇଲା ମାତ୍ ରେ ସମାନେେ ବହକ୍ସ୍ଟତ ଭୟ କରିବେ ଓ ଭୟ ରେ ଥରିବେ।'

2 Samuel 23:3
ଇଶ୍ରାୟେଲର ପରମେଶ୍ବର କହିଲେ, ଇଶ୍ରାୟେଲର ଶୈଳ ମାେତେ କହିଲେ, ଯେଉଁ ବ୍ଯକ୍ତି ନ୍ଯାଯ ଭାବରେ ଲୋକମାନଙ୍କୁ ଶାସନ କରେ, ୟିଏ ସଦାପ୍ରଭୁଙ୍କ ଭୟ ରେ ଓ ଭକ୍ତି ରେ ଶାସନ କରେ।

2 Chronicles 19:9
ଯିହାଶାଫେଟ୍ ସମାନଙ୍କେୁ କେତକେ ଆଦେଶ ଦେଲେ। ଯିହାଶାଫେଟ୍ କହିଲେ, ତୁମ୍ଭମାନେେ ତୁମ୍ଭମାନଙ୍କର ସମସ୍ତ ଅନ୍ତଃକରଣ ସହିତ ବିଶ୍ବସ୍ତ ଭାବରେ ସବୋ କରିବ, ତୁମ୍ଭମାନେେ ସଦାପ୍ରଭୁଙ୍କୁ ଭୟ କରିବ।

Nehemiah 5:9
ମୁଁ ତାଙ୍କୁ ଆହୁରି ମଧ୍ଯ କହିଲି, ତୁମ୍ଭମାନେେ କିଛି ଭଲ କରୁ ନାହଁ। ତୁମ୍ଭେ ଏହା ଜାଣ ତୁମ୍ଭର ପରମେଶ୍ବରଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍। ତୁମ୍ଭମାନେେ ଆମ୍ଭମାନଙ୍କର ଶତୃଗଣ ଆମ୍ଭମାନଙ୍କୁ ପରିହାସ କରିବାର ସୁଯୋଗ ଦବୋ ଉଚିତ୍ ନୁହେଁ।

Nehemiah 5:15
ମାତ୍ର ମାରେ ପୂର୍ବାବର୍ତ୍ତୀ ଦଶାେଧ୍ଯକ୍ଷମାନଙ୍କ ବ୍ଯଯଭାର ଲୋକମାନଙ୍କୁ ବହିବାକୁ ପଡିଲା। ଆଉ ସମାନେେ ଗ୍ଭଳିଶ ଶକେଲ ରେ ୗପ୍ୟ ମୁଦ୍ରା ଲୋକମାନଙ୍କଠାରୁ ଖାଦ୍ୟ ଓ ଦ୍ରାକ୍ଷାରସ ନେଲେ, କବଳେ ତାହା ନୁହେଁ, ସମାନଙ୍କେ ଦାସମାନେ ଲୋକମାନଙ୍କ ଉପରେ କତ୍ତୁର୍ତ୍ବ କଲେ। ମାତ୍ର ପରମେଶ୍ବରଙ୍କ ପ୍ରତି ଭୟ ସକାଶୁ ମୁଁ ସପରେି କଲିନାହିଁ।

Job 4:6
ତୁମ୍ଭେ ପରମେଶ୍ବରଙ୍କୁ ଉପାସନା କର। ତୁମ୍ଭେ ତାଙ୍କୁ ବିଶ୍ବାସ କର। ତୁମ୍ଭେ ଜଣେ ଉତ୍ତମ ବ୍ଯକ୍ତି। ତାହାହିଁ ତୁମ୍ଭର ଆଶାର ସୋର୍ତ ହେଉ।

Job 6:14
ଜଣେ ବ୍ଯକ୍ତିର ସାଙ୍ଗମାନେ ତା'ର କଷ୍ଟ ସମୟରେ ତାକୁ ଦୟା କରିବା କଥା, ଯଦିଓ ସେ ସର୍ବଶକ୍ତିମାନ ପରମେଶ୍ବରଙ୍କଠାରୁ ବିମୁଖ ହୁଏ।

Job 15:4
କିନ୍ତୁ ତୁମ୍ଭର ଭୟ ନାହିଁ, ତୁମ୍ଭେ ଏତେ କଥାବାର୍ତ୍ତା କର ଯେ, ପରମେଶ୍ବରଙ୍କ ସମ୍ମୁଖ ରେ ଭକ୍ତି କରିବା ପାଇଁ ସମୟ ପାଆନ୍ତି ନାହିଁ।

Occurences : 42

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்