Base Word
יֶקֶב
Short Definitiona trough (as dug out); specifically, a wine-vat (whether the lower one, into which the juice drains; or the upper, in which the grapes are crushed)
Long Definitionwine vat, wine-press
Derivationfrom an unused root meaning to excavate
International Phonetic Alphabetjɛˈk’ɛb
IPA modjɛˈkɛv
Syllableyeqeb
Dictionyeh-KEB
Diction Modyeh-KEV
Usagefats, presses, press-fat, wine(-press)
Part of speechn-m

Numbers 18:27
ଠିକ୍ ଶସ୍ଯ ଓ ନୂତନ ଦ୍ରାକ୍ଷାରସ ପରି ଏହା ତୁମ୍ଭର ଉପହାର ହବେ।

Numbers 18:30
ମାଶାେ ଲବେୀୟମାନଙ୍କୁ କହିଲେ, ଯେତବେେଳେ ତୁମ୍ଭେ ସର୍ବୋତ୍ତମ ଅଂଶ ଉତ୍ସର୍ଗ କର, ଏହା ଇଶ୍ରାୟେଲ ଲୋକମାନେ ଉତ୍ସର୍ଗ କରୁଥିବା ଶସ୍ଯ ଓ ଦ୍ରାକ୍ଷାରସ ତୁଲ୍ଯ ଗ୍ରହଣ କରାୟିବା ଉଚିତ୍।

Deuteronomy 15:14
ତୁମ୍ଭମାନେେ ସମାନଙ୍କେୁ ତୁମ୍ଭମାନଙ୍କର ପଶକ୍ସ୍ଟ ମଧ୍ଯରକ୍ସ୍ଟ କିଛି, କିଛି ଶସ୍ଯ ଏବଂ କିଛି ଦ୍ରାକ୍ଷାରସ ସମାନଙ୍କେୁ ଦବୋ ଉଚିତ୍। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରିଥିବା ଦ୍ରବ୍ଯରକ୍ସ୍ଟ କିଛି ନିଶ୍ଚିତ ଭାବରେ ସମାନଙ୍କେୁ ଦବୋ ଉଚିତ୍।

Deuteronomy 16:13
ତୁମ୍ଭମାନେେ ଯେତବେେଳେ ଖଳାରକ୍ସ୍ଟ ଶସ୍ଯ ସଂଗ୍ରହ କରି ସାରିଲା ପରେ ଓ ଯେତବେେଳେ ଆପଣା ଦ୍ରାକ୍ଷାକ୍ଷତରେକ୍ସ୍ଟ ସଂଗ୍ରହ କଲାପରେ ସାତଦିନ ପାଇଁ କକ୍ସ୍ଟଟୀରପର୍ବ ପାଳନ କରିବ।

Judges 7:25
ଇଫ୍ରଯିମର ଲୋକମାନେ ମିଦିଯନର ଦକ୍ସ୍ଟଇ ନତେୃବର୍ଗଙ୍କକ୍ସ୍ଟ ଅକ୍ତିଆର କଲେ। ସମାନେେ ସେବ୍ ଓ ଓ ରବେ ଥିଲେ। ଇଫ୍ରଯିମ ଲୋକମାନେ ଓ ରେବ୍କକ୍ସ୍ଟ, ଓ ରବେ-ଶୈଳ ନିକଟରେ ହତ୍ଯା କଲେ। ସମାନେେ ସେବ୍କକ୍ସ୍ଟ ସବରେ ଦ୍ରାକ୍ଷାକକ୍ସ୍ଟଣ୍ତ ନିକଟରେ ହତ୍ଯା କଲେ। ସମାନେେ ମିଦିଯନୀଯକକ୍ସ୍ଟ ନିରନ୍ତର ଘଉଡାଇବାକକ୍ସ୍ଟ ଲାଗିଲେ ଏବଂ ସେ ଓ ରବେ ଓ ସବରେ ମସ୍ତକକକ୍ସ୍ଟ ଗିଦ୍ଦିୟୋନକକ୍ସ୍ଟ ଆଣିଲେ। ସହେି ସମୟରେ ଗିଦ୍ଦିୟୋନ ୟର୍ଦ୍ଦନ ନଦୀର ଆରପାରି ରେ ଥିଲେ।

2 Kings 6:27
ଇଶ୍ରାୟେଲର ରାଜା କହିଲେ, ଯଦି ସଦାପ୍ରଭୁ ତୁମ୍ଭକୁ ସାହାୟ୍ଯ ନ କରନ୍ତି ତବେେ ମୁଁ କିପରି ତୁମ୍ଭକୁ ସାହାୟ୍ଯ କରି ପାରିବି? ମାେ ପାଖ ରେ ତୁମ୍ଭକୁ ଦବୋକୁ କିଛି ନାହିଁ। ଶସ୍ଯ ଖଳା ରେ ଶସ୍ଯ ନାହିଁକି ଦ୍ରାକ୍ଷାକ୍ଷେତ୍ର ରେ ଦ୍ରାକ୍ଷାରସ ନାହିଁ।

Job 24:11
ଗରିବ ଲୋକେ ତଲେ ଉତ୍ପନ୍ନ କରନ୍ତି। ସମାନେେ ଅଙ୍ଗୁର କ୍ଷେତ୍ର ରେ ଅଙ୍ଗୁର ରସ ନଇେ ମଦ୍ଯ ପ୍ରସ୍ତୁତ ରେ ସାହାୟ୍ଯ କରନ୍ତି ଅଥଚ ନିଜେ ପାନ କରିବାକୁ କିଛି ପାଆନ୍ତି ନାହିଁ।

Proverbs 3:10
ତହିଁରେ ତୁମ୍ଭ ଭଣ୍ଡାର ପରିପୂର୍ଣ୍ଣ ହବେ ଓ ତୁମ୍ଭ କୁଣ୍ଡ ରେ ନୂତନ ଦ୍ରାକ୍ଷାରସ ଉଚ୍ଛୁଳି ପଡ଼ିବ।

Isaiah 5:2
ସମାରପ୍ରିଯତମ କ୍ଷଲତଟିକୁସଖାଳି ପଥର ପରିଷ୍କାର କଲଲ।ସସଥିସର ଅତି ଉତ୍ତମ ଦ୍ରାକ୍ଷାଲତାସରାପଣ କଲଲ।ସସ କ୍ଷଲତର ମଧ୍ଯଭାଗସରସଗାଟିଏ ସୁନ୍ଦର ଏବଂ ଉଚ୍ଚଗୃହ ନିର୍ମାଣ କଲଲ ଏବଂସସ ଦ୍ରାକ୍ଷାକୁଣ୍ଡ ତିଆରି କଲଲ।ସସ ଭଲ ଅଙ୍ଗୁର ଧରିବା ପାଇଁ ଅପଲକ୍ଷା କଲଲ, କିନ୍ତୁ ଉତ୍ତମ ପରିବର୍ଲତ ବନ୍ଯ ଦ୍ରାକ୍ଷାଫଳ ଫଳିଲା।

Isaiah 16:10
ଉର୍ବରା କ୍ଷତରେୁ ଆନନ୍ଦ ଉଲ୍ଲାସ ଦୂରୀଭୂତ ହବେ ଏବଂ ଦ୍ରାକ୍ଷା କ୍ଷତେ ରେ ଗାନ ଓ ଆନନ୍ଦ ଧ୍ବନି ଶୁଣାୟିବ ନାହିଁ। ଦ୍ରାକ୍ଷାକୁ କୁଣ୍ଡ ରେ ପଦ ରେ ଚାପି କହେି ଦ୍ରାକ୍ଷାରସ ବାହାର କରିବ ନାହିଁ, କାରଣ ଆମ୍ଭେ ଦ୍ରାକ୍ଷା ସଂଗ୍ରହର ଆନନ୍ଦ ଧ୍ବନି ନିବୃତ୍ତି କରିଅଛୁଁ।

Occurences : 16

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்