Base Word
יַעְלָם
Short DefinitionJalam, an Edomite
Long Definitionan Edomite, descendant of Esau
Derivationfrom H5956; occult
International Phonetic Alphabetjɑʕˈlɔːm
IPA modjɑʕˈlɑːm
Syllableyaʿlām
Dictionya-LAWM
Diction Modya-LAHM
UsageJalam
Part of speechn-pr-m

Genesis 36:5
ଏବଂ ଅହଲୀବାମାର ତିନି ପୁତ୍ର ଥିଲେ। ସମାନେେ ହେଲେ, ୟିଯୂଶ, ୟାଲମ ଓ କୋରହ। ଏମାନେ ସମସ୍ତେ କିଣାନ ଦେଶ ରେ ଜନ୍ମ ହାଇେଥିଲେ।

Genesis 36:14
ସିବିଯୋନର ପୌତ୍ରୀ ଅନାର କନ୍ଯା ଯେ ଅହଲୀବାମା, ଏଷୌର ସ୍ତ୍ରୀ ଥିଲା। ତାହାର ସନ୍ତାନ ୟିଯୂଶ୍, ୟାଲମ୍ ଓ କୋରହ।

Genesis 36:18
ଆଉ ଏଷୌର ସ୍ତ୍ରୀ ଅହଲୀବାମାର ପୁତ୍ରଗଣ ଏହିମାନେ ଥିଲେ, ମୂଖ୍ଯ ୟିଯୂଶ, ମୂଖ୍ଯ ୟାଲମ୍ ଓମୂଖ୍ଯ କୋରହ। ଏମାନେ ସମାନଙ୍କେର ପିତୃ ଥିଲେ ଯେଉଁମାନେ ଏଷୌର ସ୍ତ୍ରୀ, ଅନାର କନ୍ଯା ଅହଲୀବାମାଠାରୁ ଆସିଲେ। ଅନାର ଅହଲୀବାମା ଏଷୌର ସ୍ତ୍ରୀ ଥିଲା, ଏମାନେ ତାହାର ପିତୃଗଣ ଥିଲେ।

1 Chronicles 1:35
ଏଷୌର ପୁତ୍ରମାନେ ଥିଲେ : ଇଲୀଫସ୍, ରୁଯଲେ, ୟିଯସ୍, ୟାଲମ୍ ଓ କୋରହ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்