Base Word
יִמְלָא
Short DefinitionJimla or Jimlah, an Israelite
Long Definitionfather of Michaiah the prophet
Derivationor יִמְלָה; from H4390; full
International Phonetic Alphabetjɪmˈlɔːʔ
IPA modjimˈlɑːʔ
Syllableyimlāʾ
Dictionyim-LAW
Diction Modyeem-LA
UsageImla, Imlah
Part of speechn-pr-m

1 Kings 22:8
ତହୁଁ ଆହାବ୍ କହିଲେ, ଅନ୍ୟ ଜଣେ ଭବିଷ୍ଯଦ୍ବକ୍ତା ଏଠା ରେ ଅଛନ୍ତି, ଯାହାଙ୍କୁ ଆମ୍ଭେ ପରମେଶ୍ବରଙ୍କର ବାକ୍ଯ ବିଷଯ ରେ ପଗ୍ଭରି ପାରୁ। ସେ ଇମ୍ଲର ପୁତ୍ର ମୀଖାଯ। କିନ୍ତୁ ମୁଁ ତାକୁ ଘୃଣା କରେ। କାରଣ ସେ ସର୍ବଦା ମାେ ବିରୁଦ୍ଧ ରେ ଭବିଷ୍ଯତବାଣୀ କ ହେ। ସେ କବେେ ମାରେ ମଙ୍ଗଳ କଥା କ ହେ ନାହିଁ।

1 Kings 22:9
ତେଣୁ ରାଜା ଆହାବ୍ ଜଣେ ଅଧିକାରୀକୁ ଡାକିଲେ ଏବଂ ତାକୁ ଆଦେଶ ଦେଲେ, ଇମ୍ଲର ପୁତ୍ର ମୀଖାଯଙ୍କୁ ଶିଘ୍ର ଆଣ।

2 Chronicles 18:7
ଏହାପରେ ଇଶ୍ରାୟେଲର ରାଜା ଯିହାଶାଫେଟ୍ଙ୍କୁ କହିଲେ, ଏହିଠା ରେ ତଥାପି ଆହୁରି ଜଣେ ବ୍ଯକ୍ତି ଅଛନ୍ତି। ଆମ୍ଭମାନେେ ତାଙ୍କ ମାଧ୍ଯମ ରେ ସଦାପ୍ରଭୁଙ୍କୁ ପଚାରିପାରିବା। କିନ୍ତୁ ମୁଁ ସହେି ବ୍ଯକ୍ତିଙ୍କୁ ଘୃଣା କରେ, କାରଣ ସେ କବେେ ହେଁ ସଦାପ୍ରଭୁଙ୍କଠାରୁ ମାେ ନିମନ୍ତେ ଗୋଟିଏ ସୁଦ୍ଧା ଶୁଭବାର୍ତ୍ତା ଆଣି ନାହିଁ। ସେ ସର୍ବଦା ମାେ ନିକଟକୁ ମନ୍ଦ ଖବର ଆଣିଛି। ସହେି ବ୍ଯକ୍ତିଙ୍କର ନାମ ହେଲା, ମୀଖାଯ। ସେ ୟିମ୍ନଙ୍କ ପୁତ୍ର ଅଟନ୍ତି। କିନ୍ତୁ ଯିହାଶାଫେଟ୍ କହିଲେ, ଜଣେ ରାଜା ସପରେି କହିବା ଉଚିତ୍ ନୁହେଁ।

2 Chronicles 18:8
ତା'ପରେ ଇଶ୍ରାୟେଲର ରାଜା ତାଙ୍କର ଜଣେ କର୍ମଚାରୀଙ୍କୁ ଡାକିଲେ ଓ ତାକୁ କହିଲେ, ଶୀଘ୍ର ୟାଅ, ୟିମ୍ନଙ୍କର ପୁତ୍ର ମୀଖାଯଙ୍କୁ ଏଠାକୁ ନଇେଆସ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்