Base Word
אֲחֹרַנִּית
Short Definitionbackwards
Long Definitionbackwards, back part, the rear
Derivationprolonged from H0268
International Phonetic Alphabetʔə̆.ħo.rɑnˈnɪi̯t̪
IPA modʔə̆.χo̞w.ʁɑˈniːt
Syllableʾăḥōrannît
Dictionuh-hoh-rahn-NEET
Diction Moduh-hoh-ra-NEET
Usageback(-ward) (again)
Part of speechadv

Genesis 9:23
ସେତବେେଳେ ଶମେ ଓ ଯଫେତ୍ କାନ୍ଧ ରେ ବସ୍ତ୍ର ଘନେି ପଶ୍ଚାତ୍ ଗତି କରି ଆପଣାମାନଙ୍କର ପିତାଙ୍କର ଉତଗ୍ନତା ଆଚ୍ଛାଦନ କଲେ। ସମାନେେ ପଛ କରି ୟାଇଥିବାରୁ ପିତାଙ୍କର ଉତଗ୍ନତା ଦିଖି ପାରିଲେ ନାହିଁ।

Genesis 9:23
ସେତବେେଳେ ଶମେ ଓ ଯଫେତ୍ କାନ୍ଧ ରେ ବସ୍ତ୍ର ଘନେି ପଶ୍ଚାତ୍ ଗତି କରି ଆପଣାମାନଙ୍କର ପିତାଙ୍କର ଉତଗ୍ନତା ଆଚ୍ଛାଦନ କଲେ। ସମାନେେ ପଛ କରି ୟାଇଥିବାରୁ ପିତାଙ୍କର ଉତଗ୍ନତା ଦିଖି ପାରିଲେ ନାହିଁ।

1 Samuel 4:18
ଯେତବେେଳେ ଏଲି ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ବିଷଯ ରେ ଶୁଣିଲେ, ଏଲି ଆପଣା ଚୌକି ପଛଆଡେ ପଡିଗଲେ, ତହକ୍ସ୍ଟଁ ତାଙ୍କର ବକେ ଭାଙ୍ଗିଗଲା ଓ ସେ ମୃତକ୍ସ୍ଟ୍ଯବରଣ କଲେ, କାରଣ ସେ ବୃଦ୍ଧ ଓ ଭାରୀ ଥିଲେ। ସେ ଗ୍ଭଳିଶବର୍ଷ ଇଶ୍ରାୟେଲର ନତେୃତ୍ବ ନେଲେ।

1 Kings 18:37
ହେ ସଦାପ୍ରଭୁ, ମାେ ପ୍ରାର୍ଥନାର ଉତ୍ତର ଦିଅ। ଆଉ ଏହି ଲୋକମାନଙ୍କୁ ଦଖାଇେ ଦିଅ ଯେ ତୁମ୍ଭେ ସଦାପ୍ରଭୁ, ପରମେଶ୍ବର, ତାହା ହେଲେ ସମାନେେ ସର୍ବାନ୍ତଃକରଣ ରେ ଜାଣିବେ ଯେ ତୁମ୍ଭେ ସମାନଙ୍କେୁ ତୁମ୍ଭ ନିକଟକୁ ଫରୋଇ ଆଣିଛ।

2 Kings 20:10
ଏଥି ରେ ହିଜକିଯ ଉତ୍ତର କଲେ, ଛାଯା ଦଶପାହୁଣ୍ତ ଆଗକୁ ୟିବା ସହଜ କଥା, ମାତ୍ର ଦଶ ପାହୁଣ୍ତ ପଛକୁ ଘୁଞ୍ଚାଯାଉ।

2 Kings 20:11
ତା'ପରେ ଯିଶାଇୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ଏଥି ରେ ସଦାପ୍ରଭୁ ଛାଯା କଲେ ଯେ, ଦଶ ପାଉଣ୍ତ ଆଗକୁ ୟାଇ ପଛକୁ ଘୁଞ୍ଚି ଆସିଲ।

Isaiah 38:8
ଦେଖ, ମୁଁ ଆହସର ସୂର୍ୟ୍ଯ ଘଟିକା ରେ ସୂର୍ୟ୍ଯର ଛାଯା ଯେତେ ଆଗକୁ ୟାଇଅଛି, ତାହାକୁ ଦିଗପାହୁଣ୍ଡ ପଛକୁ ଫରୋଇ ଆଣିବି।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்