Base Word
יִזְרְעֵאל
Short DefinitionJizreel, the name of two places in Palestine and of two Israelites
Long Definition(n pr m) a descendant of the father or founder of Etam of Judah
Derivationfrom H2232 and H0410; God will sow
International Phonetic Alphabetjɪd͡z.rɛ̆ˈʕel
IPA modjiz.ʁɛ̆ˈʕel
Syllableyizrĕʿēl
Dictionyidz-reh-ALE
Diction Modyeez-reh-ALE
UsageJezreel
Part of speechn-pr-m n-pr-loc

Joshua 15:56
ୟିଷ୍ରୀଯଲେ, ୟଗ୍ଦିଯାମ୍, ସାନୋହ,

Joshua 17:16
ଯୋଷେଫ୍ର ଲୋକମାନେ କହିଲେ, ଏହା ସତ୍ଯ ଯେ ଇଫ୍ରଯିମର ପର୍ବତମଯ ଦେଶ ଆମ୍ଭ ପାଇଁ ୟଥେଷ୍ଟ ନକ୍ସ୍ଟ ହେଁ। କିନ୍ତୁ ସଠାେରେ କିଣାନୀଯ ଲୋକମାନେ ଯେଉଁମାନେ ଉପତ୍ୟକା ଅଞ୍ଚଳ ରେ ଅଧିକ ଶକ୍ତିଶାଳୀ ଭାବରେ ବାସ କରୁଛନ୍ତି। ସମାନଙ୍କେର ଲକ୍ସ୍ଟହାର ରଥ ଅଛି। ଏବଂ ସମାନେେ ୟିଷ୍ରିଯଲେ ଉପତ୍ୟକା ତାଙ୍କ ଅଧିନ ରେ ଅଛି। ବୈଥ୍ଶାନି ଏବଂ ତା'ର ଉପସହର ଗକ୍ସ୍ଟଡିକ ସହେି ଅଞ୍ଚଳର ଅଟେ।

Joshua 19:18
ନିମ୍ନ ରେ ଦିଆୟାଇଥିବା ଭୂମିଗକ୍ସ୍ଟଡିକ ଉକ୍ତ ପରିବାରବର୍ଗମାନଙ୍କୁ ଦିଆଗଲା। ସମାନେେ ହେଲେ ୟିଷ୍ରିଯଲେ, କସକ୍ସ୍ଟଲ୍ଲୋତ ଓ ସକ୍ସ୍ଟନେମ୍।

Judges 6:33
ମିଦିଯନୀଯ, ଅମାଲକେୀଯ ଓ ପୂର୍ବ ଦେଶୀଯ ଲୋକମାନେ ନିଜକକ୍ସ୍ଟ ଏକତ୍ରୀତ କରାଇଲେ। ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ସହେି ଲୋକମାନେ ୟର୍ଦ୍ଦନ ନଦୀ ପାର ହାଇେ ୟିଷ୍ରିଯଲରେ ତଳ ଭୂମିରେ ଛାଉଣୀ ସ୍ଥାପନ କଲା।

1 Samuel 25:43
ଦାଉଦ ମଧ୍ଯ ୟିଷ୍ରିଯଲେୀଯା ଅହୀନୋଯମକକ୍ସ୍ଟ ବିବାହ କଲେ ତହିଁରେ ସେ ଦକ୍ସ୍ଟ ହେଁ ତା'ର ସ୍ତ୍ରୀ ହେଲ।

1 Samuel 29:1
ପଲେଷ୍ଟୀୟମାନେ ସମାନଙ୍କେର ସୈନ୍ଯସାମନ୍ତଙ୍କ ସହିତ ଅଫକରେେ ଏକତ୍ରୀତ ହେଲ ଓ ଇଶ୍ରାୟେଲୀୟମାନେ ୟିଷ୍ରିଯଲେସ୍ଥ ଝରଣା ନିକଟରେ ଛାଉଣୀ ସ୍ଥାପନ କଲେ।

1 Samuel 29:11
ଦାଉଦ ଏବଂ ତାଙ୍କର ଲୋକମାନେ ପତକ୍ସ୍ଟ୍ଯଷରକ୍ସ୍ଟ ଉଠି ପଲେଷ୍ଟୀୟ ଦେଶକକ୍ସ୍ଟ ଫରେିଗଲେ ଆଉ ପଲେଷ୍ଟୀୟମାନେ ୟିଷ୍ରିଯଲକେକ୍ସ୍ଟ ଗମନ କଲେ।

2 Samuel 2:9
ଏବଂ ତାଙ୍କୁ ଗିଲିଯଦ, ଅଶୂରି, ୟିଷ୍ରିଯଲେ ଓ ଇଫ୍ରଯିମ, ବିନ୍ଯାମୀନ ଓ ସମସ୍ତ ଇଶ୍ରାୟେଲର ରାଜା ଭାବରେ ଅଭିଷିକ୍ତ କରାଇଲେ।

2 Samuel 4:4
ଶାଉଲଙ୍କର ପକ୍ସ୍ଟତ୍ର ଯୋନାଥନଙ୍କର ଏକ ପକ୍ସ୍ଟତ୍ର ଥିଲେ, ଯାହାଙ୍କର ନାମଥିଲା ମଫୀବୋଶତ୍। ଯେତବେେଳେ ତାକକ୍ସ୍ଟ ମାତ୍ର ପାଞ୍ଚ ବର୍ଷ ବଯସ ହାଇେଥିଲା, ସେତବେେଳେ ୟିଷ୍ରିଯଲରେକ୍ସ୍ଟ ଖବର ଆସିଲା ଯେ, ଶାଉଲ ଏବଂ ଯୋନାଥନକକ୍ସ୍ଟ ହତ୍ଯା କରାୟାଇଛି। ଯେତବେେଳେ ମଫୀବୋଶତ୍ର ଧାତ୍ରୀ ଏ ଖବର ପାଇଲା, ସେ ମଫୀବୋଶତକକ୍ସ୍ଟ ଉଠାଇଲା ଏବଂ ସେ ଭୟ ରେ ଦୌଡି ପଳାଇଲା। କିନ୍ତୁ ପିଲାଟି ତଳେ ପଡିଗଲା ଏବଂ ତା'ପରେ ତା'ର ଦକ୍ସ୍ଟଇ ଗୋଡ େଛାଟ ହାଇଗେଲା।

1 Kings 4:12
ତାନକ୍ ଓ ମାଗିଦ୍ଦୋ ଓ ବୈଥ୍-ଶାନଠାରୁ ଆବେଲ୍ମହୋଲା ଓ ୟଗୂମିଯାମ ପାରି ପର୍ୟ୍ଯନ୍ତ ସର୍ତ୍ତନ ନିକଟବର୍ତ୍ତୀ ୟିଷ୍ରିଯଲେ ତଳେ ଥିବା ସମସ୍ତ ବୈଥ୍-ଶାନ ରେ ଅହୀଲୂଦର ପୁତ୍ର ବାନା ରାଜ୍ଯପାଳ ଥିଲେ।

Occurences : 36

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்