Base Word
יוֹיָרִיב
Short DefinitionJojarib, the name of four Israelites
Long Definitionthe head of the 1st of the 24 courses of priests in David's time
Derivationa form of H3080
International Phonetic Alphabetjo.jɔːˈrɪi̯b
IPA modjo̞w.jɑːˈʁiːv
Syllableyôyārîb
Dictionyoh-yaw-REEB
Diction Modyoh-ya-REEV
UsageJoiarib
Part of speechn-pr-m

Ezra 8:16
ତେଣୁ ମୁଁ ଇଲୀଯଷେର, ଅରୀଯଲେ, ଶମଯିଯ ଓ ଇଲ୍ନାଥନ ଓ ୟାରିବ୍ ଇଲ୍ନାଥନ ଓ ନାଥନ, ଜିଖରୀଯ ଓ ମଶୁଲ୍ଲମ୍ ଏହି ପ୍ରଧାନ ଲୋକମାନଙ୍କୁ ମଧ୍ଯ ୟୋଯାରୀବ ଓ ଇଲ୍ନାଥନ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି।

Nehemiah 11:5
ବାଋକର ପୁତ୍ର ମା ସଯେ, ବାଋକ୍ କଲ୍-ହୋଷିର ପୁତ୍ର ଥିଲା। କଲ-ହୋଷି ହସାଯର ପୁତ୍ର, ହସାଯ ଅଦାଯାର ପୁତ୍ର, ଅଦାଯା ୟୋଯାରୀବର ପୁତ୍ର, ୟୋଯାରୀବ୍ ଜିଖରିଯର ପୁତ୍ର ଥିଲା। ଜିଖରିଯ ଶୀଲୋନିଯମାନଙ୍କର ଭବିଷ୍ଯତ୍ ବଂଶଧର ଥିଲା।

Nehemiah 11:10
ଏହି ଯାଜକମାନେ ଯେଉଁମାନେ ୟିରୁଶାଲମକୁ ୟାତ୍ରା କରିଥିଲେ। ସମାନେେ ହେଲେ, ୟୋଯାରୀବର ପୁତ୍ର ୟିଦଯିଯ, ୟାଖୀନ,

Nehemiah 12:6
ଶମଯିଯ ଓ ୟୋଯାରୀବ, ୟିଦଯିଯ,

Nehemiah 12:19
ମତ୍ତନଯ, ୟୋଯାରୀବ ପରିବାରର ମୁଖ୍ଯ ଥିଲେ, ଉଷି ୟିଦଯିଯ ପରିବାରର ମୁଖ୍ଯ ଥିଲେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்