Base Word
יוֹיָדָע
Short DefinitionJojada, the name of two Israelites
Long Definitionson of Paseah, who assisted to repair the old gate of Jerusalem
Derivationa form of H3077
International Phonetic Alphabetjo.jɔːˈd̪ɔːʕ
IPA modjo̞w.jɑːˈdɑːʕ
Syllableyôyādāʿ
Dictionyoh-yaw-DAW
Diction Modyoh-ya-DA
UsageJehoiada, Joiada
Part of speechn-pr-m

Nehemiah 3:6
ପା ସହରେ ପୁତ୍ର ଯିହାୟୋଦାରଦା ଓ ବିଷୋଦିଯାର ପୁତ୍ର ମଶୁଲ୍ଲମ, ପୁରୁଣା ଫାଟକ ଲଗାଇଲେ। ସମାନେେ ତହିଁର କଢି କବାଟ, କବ୍ଜା ଓ ଅର୍ଗଳ ଲଗାଇଲେ।

Nehemiah 12:10
ଯଶୂେଯ ୟୋଯାକୀମ୍ର ପିତା ଥିଲେ, ୟୋଯାକୀମ୍ ଇଲିଯାଶୀବର ପିତା ଥିଲେ ଓ ଇଲିଯାଶୀବ ୟୋଯାଦର ପିତା ଥିଲେ।

Nehemiah 12:11
ୟୋଯାଦ ଯୋନାଥନର ପିତା ଥିଲେ ଏବଂ ଯୋନାଥନ, ୟୁଦ୍ଦୁଯର ପିତା ଥିଲେ।

Nehemiah 12:22
ଇଲିଯାଶୀବ, ୟୋଯାଦ ଓ ୟୋହାନନ ଓ ୟଦ୍ଦୂଯ ସମୟରେ ଲବେୀୟମାନେ ମଧ୍ଯ ପାରସିକ ଦାରିଯାବସର ଅଧିକାର ସମୟରେ ଯାଜକମାନେ ପୂର୍ବପୁରୁଷ ଗୃହର ମୁଖ୍ଯ ରୂପେ ବଂଶାବଳି ରେ ଲିଖିତ ହେଲେ।

Nehemiah 13:28
ମହାୟାଜକ ଇଲିଯାଶୀବ୍ର ପୁତ୍ର ଯିହାୟୋଦାରଦାର ପୁତ୍ରମାନଙ୍କ ମଧ୍ଯରୁ ଜଣେ ପୁତ୍ର ହାରୋଣୀଯ ସନ୍ବଲ୍ଲଟର ଜ୍ବାଇଁ ଥିଲା। ମୁଁ ସହେି ଲୋକଙ୍କୁ ମାଠାରୁେ ଗ୍ଭଲିୟିବା ପାଇଁ ବାଧ୍ଯ କରିଥିଲି।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்