Base Word
יְהוֹיָכִין
Short DefinitionJehojakin, a Jewish king
Long Definitionking of Judah, son of Jehoiakim, and the next to last king of Judah before the Babylonian captivity; kingship lasted for 3 months and 10 days before he surrendered to Nebuchadnezzar who took him to Babylon and imprisoned him for 36 years when he was finally released
Derivationfrom H3068 and H3559; Jehovah will establish
International Phonetic Alphabetjɛ̆.ho.jɔːˈkɪi̯n̪
IPA modjɛ̆.ho̞w.jɑːˈχiːn
Syllableyĕhôyākîn
Dictionyeh-hoh-yaw-KEEN
Diction Modyeh-hoh-ya-HEEN
UsageJehoiachin
Part of speechn-pr-m

2 Kings 24:6
ଯିହାୟୋଦାରକୀମଙ୍କ ମୃତ୍ଯୁ ହେଲା ଓ ସେ ତାଙ୍କର ପୂର୍ବପୁରୁଷଙ୍କ ସହିତ କବର ନେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ରାଜ୍ଯ କଲେ।

2 Kings 24:8
ୟିହୋଯାଖୀନ୍ ଅଷ୍ଟାଦଶ ବର୍ଷ ବଯସ ରେ ରାଜ୍ଯ ଶାସନ ଆରମ୍ଭ କଲେ। ସେ ୟିରୁଶାଲମ୍ ରେ ମାତ୍ର ତିନି ମାସ ରାଜତ୍ବ କଲେ। ତାଙ୍କ ମାତାଙ୍କ ନାମ ନହୁଷ୍ଟା ଓ ସେ ୟିରୁଶାଲମ୍ ନିବାସୀ ଇଲ୍ନାଥନ୍ର କନ୍ଯା।

2 Kings 24:12
ତେଣୁ ଯିହୁଦାର ରାଜା ୟିହୋଯାଖୀନ୍, ତାଙ୍କର ମାତା, ତାଙ୍କର ଦାସମାନେ, ତାଙ୍କର ଅଧିପତିମାନେ ଓ ତାଙ୍କର ନଫୁସକମାନେ ବାବିଲ ରାଜାଙ୍କୁ ଭଟେିବାକୁ ଗଲେ। ମାତ୍ର ବାବିଲର ରାଜା ଯିହାୟୋଦାରଖୀନ୍ଙ୍କୁ ଧରି ତାଙ୍କୁ ବନ୍ଦୀରୂପେ ନେଲେ। ଏହା ନବୂଖଦ୍ନିତ୍ସରଙ୍କ ଅଷ୍ଟମ ବର୍ଷ ରାଜତ୍ବ କାଳ ରେ ଘଟିଥିଲା।

2 Kings 24:15
ପୁଣି ନବୂଖଦ୍ନିତ୍ସର ଯିହାୟୋଦାରଖୀନଙ୍କୁ, ତାଙ୍କ ମାତାଙ୍କୁ, ତାଙ୍କ ପତ୍ନୀମାନଙ୍କୁ, ତାଙ୍କର ନଫୁସକମାନଙ୍କୁ ଓ ତାଙ୍କର ପ୍ରଧାନ ଲୋକମାନଙ୍କୁ ବନ୍ଦୀ କର ୟିରୁଶାଲମ୍ରୁ ବାବିଲକୁ ନଇେ ଗଲେ।

2 Kings 25:27
ଅନନ୍ତର ଯିହୁଦାର ରାଜା ୟହୋଯାଖୀନଙ୍କ ବନ୍ଦୀତ୍ବର ସପ୍ତତ୍ରିଂଶ ବର୍ଷର ଦ୍ବାଦଶ ମାସ ରେ, ମାସର ସପ୍ତବିଂଶ ଦିନ ରେ ବାବିଲ ରାଜା ଇବିଲମରୋଦକ୍। ସେ ରାଜତ୍ବ ଆରମ୍ଭ କରିବା ବର୍ଷ ରେ ବନ୍ଦୀରୁ ଯିହୁଦାର ରାଜା ୟିହୋଯାଖୀନ୍କୁ ବାହାର କଲେ ଓ ତାଙ୍କୁ ଅନ୍ୟ ରାଜାଙ୍କଠାରୁ ତାଙ୍କୁ ଅଧିକ ମହତ୍ବପୂର୍ଣ୍ଣ ସ୍ଥାନ ରେ ବସିବାକୁ ଦେଲେ। ତାହା ବବେିଲୋନ ରେ ତାଙ୍କ ସହିତ ଏପରି ଥିଲା।

2 Chronicles 36:8
ଯିହାୟୋଦାରକୀମ୍ ଅନ୍ୟ ଯେଉଁ ସମସ୍ତ କାର୍ୟ୍ଯ କରିଥିଲେ, ସେ ଯେଉଁ ଭୟଙ୍କର ପାପସବୁ କରିଥିଲେ ଓ ସେ ଯେଉଁସବୁ ଦୋଷ କରିଥିଲେ, ସହେିସବୁ ଇଶ୍ରାୟେଲ ଓ ଯିହୁଦାର ରାଜାମାନଙ୍କ ପୁସ୍ତକରେ ଲଖାୟୋଇଅଛି। ଯିହାୟୋଦାରଖୀନ୍, ଯିହାୟୋଦାରକୀମ୍ଙ୍କ ସ୍ଥାନ ରେ ନୂତନ ରାଜା ହେଲେ। ଯିହାୟୋଦାରଖୀନ୍, ଯିହାୟୋଦାରକୀମ୍ଙ୍କ ପୁତ୍ର ଥିଲେ।

2 Chronicles 36:9
ୟିହୋଯାଖୀନ୍ ଯିହୁଦାର ରାଜା ହବୋ ସମଯେ ରେ ଅଠର ବର୍ଷ ବଯସ ହାଇେଥିଲେ। ସେ ୟିରୁଶାଲମ ରେ ତିନିମାସ ଓ ଦଶ ଦିନ ପର୍ୟ୍ଯନ୍ତ ରାଜା ହାଇେଥିଲେ। ସେ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କାର୍ୟ୍ଯ କଲେ ନାହିଁ।

Jeremiah 52:31
ଯିହୁଦାର ରାଜା ୟିହୋଯାଖୀନ୍ ବାବିଲର କାରାଗାର ରେ ସଇଁତିରିଶ ବର୍ଷ ବନ୍ଦୀ ହାଇେ ରହିଲେ। ତାଙ୍କ ବନ୍ଦୀତ୍ବର ସପ୍ତତ୍ରିଂଶ ବର୍ଷ ରେ ବାବିଲର ରାଜା ଇବିଲ୍-ମରୋଦକ୍ ୟିହୋଯାଖୀନ୍ଙ୍କ ପ୍ରତି ଦୟାପରବଶ ହେଲେ। ସେ ରାଜତ୍ବର ପ୍ରଥମ ବର୍ଷର ଦ୍ବାଦଶ ମାସର ପଞ୍ଚବିଂଶ ଦିନ ରେ ୟିହୋଯାଖୀନ୍ଙ୍କୁ କାରାଗାରରୁ ମୁକ୍ତ କଲେ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்