Base Word
יְהוֹזָבָד
Short DefinitionJehozabad, the name of three Israelites
Long Definitionson of Shomer, a Moabitish woman, who murdered Joash, king of Judah
Derivationfrom H3068 and H2064; Jehovah-endowed
International Phonetic Alphabetjɛ̆.ho.d͡zɔːˈbɔːd̪
IPA modjɛ̆.ho̞w.zɑːˈvɑːd
Syllableyĕhôzābād
Dictionyeh-hoh-dzaw-BAWD
Diction Modyeh-hoh-za-VAHD
UsageJehozabad
Part of speechn-pr-m

2 Kings 12:21
ଶିମିଯତର ପୁତ୍ର ୟୋଷାଖ୍ର ଓ ଶୋମରର ପୁତ୍ର ୟିହୋଷାବଦ୍ ନାମକ ୟୋଯାଶ୍ଙ୍କର ଦୁଇଟି ଦାସ ତାଙ୍କୁ ବଧ କଲେ। ତା'ପରେ ସମାନେେ ଦାଉଦ ନଗର ରେ ତାଙ୍କ ପୂର୍ବପୁରୁଷଗଣଙ୍କ ସହିତ ତାଙ୍କୁ କବର ଦେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ଅମତ୍ସିଯ ରାଜ୍ଯ କଲେ।

1 Chronicles 26:4
ଓବେଦ୍-ଇଦୋମ ଓ ତାଙ୍କର ପୁତ୍ରଗଣ ; ଓବେଦ୍-ଇଦୋମଙ୍କର ଜେଷ୍ଠ ପୁତ୍ର ଥିଲେ ଶମଯିଯ। ୟିହୋଷାବଦ୍ ତାଙ୍କର ଦ୍ବିତୀୟ ପୁତ୍ର ଥିଲେ। ୟୋଯାଦ ତାଙ୍କର ତୃତୀୟ ପୁତ୍ର ଥିଲେ। ସାଖାର୍ ତାଙ୍କର ଚତୁର୍ଥ ପୁତ୍ର ଥିଲେ। ନଥନଲେ ତାଙ୍କର ପଞ୍ଚମ ପୁତ୍ର ଥିଲେ।

2 Chronicles 17:18
ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ୟୁହୋଷାବଦଙ୍କର 1,80,000 ଜଣ ସୈନ୍ଯ ଥିଲେ।

2 Chronicles 24:26
ୟୋଯାଶ୍ଙ୍କ ବିରୁଦ୍ଧ ରେ ଏହି ଭୃତ୍ଯମାନେ ଷଡ଼ୟନ୍ତ୍ର କରିଥିଲେ ; ସାବଦ୍ ଓ ୟିହୋଷାବଦ୍, ସାବଦ୍ଙ୍କ ମାତାଙ୍କର ନାମ ଥିଲା ଶିମିଯତ୍। ଶିମିଯତ୍ ଅମ୍ମାନରେୁ ଆସିଥିଲେ। ଆଉ ୟିହୋଷାବଦ୍ଙ୍କର ମାତାଙ୍କର ନାମ ଥିଲା ଶିମ୍ରୀତ୍। ଶିମ୍ରୀତ୍ ମାୟୋବ୍ରୁ ଆସିଥିଲେ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்