Base Word
יְהוּדִי
Short Definitiona Jehudite (i.e., Judaite or Jew), or descendant of Jehudah (i.e., Judah)
Long DefinitionJew
Derivationpatronymically from H3063
International Phonetic Alphabetjɛ̆.huːˈd̪ɪi̯
IPA modjɛ̆.huˈdiː
Syllableyĕhûdî
Dictionyeh-hoo-DEE
Diction Modyeh-hoo-DEE
UsageJew
Part of speechn-m

2 Kings 16:6
ସସ ସମୟଲର ଅରାମର ରାଜା ରତ୍ସୀନ୍ ଏଲତ୍ ନଗରକୁ ପୁନର୍ବାର ଅରାମର ଅଧିନ କରାଇ ୟିହୁଦୀମାନଙ୍କୁ ଏଲତ୍ରୁ ତଡିସଦଲଲ।ସସଠାଲର ଅରାମୀଯମାଲନ ଆସି ଅଦ୍ଯାବଧି ବାସ କରୁଛନ୍ତି।

2 Kings 25:25
ମାତ୍ର ସପ୍ତମ ମାସ ରେ ରାଜବଂଶ ଜାତ ଇଲୀଶାମାର ପୌତ୍ର ନଥନିଯର ପୁତ୍ର ଇଶ୍ମାଯଲେ, ୟିଏ ରାଜା ପରିବାରରୁ ଥିଲେ। ସେ ଓ ତାଙ୍କର ଦଶଜଣ ସଙ୍ଗୀ ଗଦଲୀଯକୁ, ୟିହୁଦୀଯମାନଙ୍କୁ ଓ ମିସ୍ପା ରେ ଥିବା କଲଦୀଯମାନଙ୍କୁ ବଧ କଲେ।

Nehemiah 1:2
ମୁଁ ଯେତବେେଳେ ଶୂଶନ ରେ ଥିଲି, ମାରେ ଭାଇମାନଙ୍କ ମଧ୍ଯରୁ ଜଣେ ତାଙ୍କର ନାମ ଥିଲା, ହନାନି ଓ ଯିହୁଦାରୁ କେତେ ଜଣ ଲୋକ ଆସିଥିଲେ। ତହୁଁ ମୁଁ ସମାନଙ୍କେୁ ବନ୍ଦୀତ୍ବରୁ ଫରେି ଆସିଥିବା ଅବଶିଷ୍ଟ ୟିହୁଦୀଯମାନଙ୍କ ବିଷଯ ରେ ଓ ୟିରୁଶାଲମ ବିଷଯ ରେ ପଗ୍ଭରିଲି।

Nehemiah 2:16
ମୁଁ କେଉଁଆଡେ ଗଲି ଓ କ'ଣ କଲି ଶାସକଗଣ ତାହା ଜାଣି ପାରିଲେ ନାହିଁ। ଆଉ ମୁଁ ମଧ୍ଯ ୟିହୁଦୀଯମାନଙ୍କୁ, ଯାଜକମାନଙ୍କୁ, ମୁଖ୍ଯମାନଙ୍କୁ, ଅଧିକାରୀମାନଙ୍କୁ କି ଅନ୍ୟ କାହାରିକୁ ତାହା ଜଣାଇ ନ ଥିଲି।

Nehemiah 4:1
ସନ୍ବଲ୍ଲଟ ଯେତବେେଳେ ଶୁଣିଲା ଯେ ପ୍ରାଚୀର ଗଢା ହାଇଚେି, ସେ ଅତିଶଯ କୋପିତ ହାଇେ ୟିହୁଦୀଯଙ୍କୁ ପରିହାସ କଲା।

Nehemiah 4:2
ସେ ଆପଣା ଭାତୃଗଣ ଓ ଶମରୀଯ ସୈନ୍ଯଦଳ ସାକ୍ଷାତ ରେ ଏହି କଥା କହିଲା, ଏହି ଦୁର୍ବଳ ୟିହୁଦୀମାନେ କ'ଣ କରୁଛନ୍ତି? ସମାନେେ କ'ଣ ଗଡ ବନ୍ଦ କରି ରହିବେ? ସମାନେେ କାହିଁକି ବଳିଦାନ କରିବେ? ସମାନେେ କ'ଣ ଦିନକରେ ସମାପ୍ତ କରିବେ? ସମାନେେ କ'ଣ ପୋଡା ପ୍ରାଚୀରର ଗଦାରୁ ବ୍ଯବହାର୍ୟ୍ଯ ପଥର ବାଛି ପାରିବେ?

Nehemiah 4:12
ଆଉ ସମାନଙ୍କେ ନିକଟରେ ବାସ କରୁଥିବା ୟିହୁଦୀମାନେ ଆସି ଆମ୍ଭମାନଙ୍କୁ ଦଶଥର କହିଲେ, 'ଗ୍ଭରିଆଡେ ସମାନେେ ଆମ୍ଭର ବିରୋଧି ହବେେ।'

Nehemiah 5:1
ଅନକେ ଲୋକେ ୟିହୁଦୀଯ ଭାଇମାନଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ।

Nehemiah 5:8
ଏବଂ ମୁଁ ସହେି ଲୋକମାନଙ୍କୁ କହିଲି, 'ଆମ୍ଭର ୟିହୁଦୀଯ ଭାଇମାନେ ଅନ୍ୟ ଦେଶୀଯ ଲୋକଙ୍କ ନିକଟରେ ବିକା ୟାଇଥିଲେ, ଆମ୍ଭମାନେେ ସମାନଙ୍କେୁ ଆପଣା ସାଧ୍ଯ ଅନୁସାରେ ମୁକ୍ତ କରିଅଛୁ। ଏବେ ତୁମ୍ଭମାନେେ ତୁମ୍ଭମାନଙ୍କର ଭାଇମାନଙ୍କୁ ବିକ୍ରୀ କରୁଛ ଏବଂ ଆମ୍ଭମାନେେ ସମାନଙ୍କେୁ ପୁଣି କିଣିବୁ।

Nehemiah 5:17
ତଥାପି ଆମ୍ଭମାନଙ୍କ ଚତୁଃର୍ଦିଗସ୍ଥ ଅନ୍ୟ ଦେଶୀଯମାନଙ୍କ ମଧ୍ଯରୁ ଆମ୍ଭମାନଙ୍କ ନିକଟକୁ ଆସନ୍ତା ଲୋକମାନଙ୍କ ଛଡା ୟିହୁଦି ଓ ଅଧ୍ଯକ୍ଷ 150 ଲୋକ ମାେ ଭୋଜନ ଆସନ ରେ ବସିଲେ।

Occurences : 76

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்