Base Word
יָגֹר
Short Definitionto fear
Long Definition(Qal) to fear, dread, be afraid
Derivationa primitive root
International Phonetic Alphabetjɔːˈɡor
IPA modjɑːˈɡo̞wʁ
Syllableyāgōr
Dictionyaw-ɡORE
Diction Modya-ɡORE
Usagebe afraid, fear
Part of speechv

Deuteronomy 9:19
କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ଯେଉଁ କୋରଧ କଲେ, ସହେି କୋପ ଓ ପ୍ରଚଣ୍ତତା ଆଗ ରେ ମୁ ଭୟ କଲି, ମାତ୍ର ସଦାପ୍ରଭୁ ସେଥି ରେ ମଧ୍ଯ ମାରେ କଥା ଶୁଣିଲେ।

Deuteronomy 28:60
ତୁମ୍ଭମାନେେ ଦେଖିଛ ମିଶର ବାସୀମାନଙ୍କୁ କିପରି ଭାବରେ ରୋଗବ୍ଯାଧି ବ୍ଯାପି ଥିଲା। ତାହା ତୁମ୍ଭମାନଙ୍କୁ ଭୟଭିତ କରାଇ ଥିଲା। ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ସହେିସବୁ ମନ୍ଦକର୍ମମାନ ଭିଆଇବେ।

Job 3:25
କାରଣ ମୁଁ ଯେଉଁ ବିଷଯ ରେ ଭୟ କରୁଥିଲି ତାହା ହିଁ ମାେ ପ୍ରତି ଘଟିଲା ଏବଂ ଯେଉଁ ବିଷଯ ରେ ଅତି ଆଶଙ୍କା କରୁଥିଲି ତାହା ମାେ ନିକଟରେ ଉପସ୍ଥିତ ହେଲା।

Job 9:28
ଏହା ପ୍ରକୃତ ରେ କିଛି ପରିବର୍ତ୍ତନ ଘଟାଏ ନାହିଁ, ସହେି ୟନ୍ତ୍ରଣା ଏବେ ବି ମାେତେ ଭୟଭୀତ କରେ।

Psalm 119:39
ସଦାପ୍ରଭୁ ଅପମାନିତାକୁ ଦୂରଇେ ନିଅ ୟାହାକୁ ମୁଁ ଭୟ କରେ। ତୁମ୍ଭର ବିଜ୍ଞ ନିଷ୍ପତ୍ତି ଉତ୍ତମ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்