Base Word
טָעַם
Short Definitionto taste; figuratively, to perceive
Long Definitionto taste, perceive, eat
Derivationa primitive root
International Phonetic Alphabett̪’ɔːˈʕɑm
IPA modtɑːˈʕɑm
Syllableṭāʿam
Dictiontaw-AM
Diction Modta-AM
Usage× but, perceive, taste
Part of speechv

1 Samuel 14:24
କିନ୍ତୁ ଶାଉଲ ସଦେିନ ପକ୍ସ୍ଟଣି ଏକ ଭୂଲ୍ କଲେ। ଯେତବେେଳେ ସୈନ୍ଯମାନେ କ୍ଲାନ୍ତ ଓ କ୍ଷକ୍ସ୍ଟଧାର୍ତ୍ତ ହେଲେ, ଶାଉଲ ସମାନଙ୍କେୁ, ଯଦି କୌଣସି ଲୋକ ସଂନ୍ଧ୍ଯା ପୂର୍ବରକ୍ସ୍ଟ କିମ୍ବା ଶତୃ ବିନାଶ କରିବା ପୂର୍ବରକ୍ସ୍ଟ ଖାଦ୍ୟ ଗ୍ରହଣ କରେ, ତବେେ ସେ ଦଣ୍ତିତ ହବେ। ସେ ସମାନଙ୍କେୁ ଏହି ପ୍ରତିଜ୍ଞା କରିବା ପାଇଁ ବାଧ୍ଯ କଲେ। ତେଣୁ ଇଶ୍ରାୟେଲୀୟ ସୈନ୍ଯଗଣ କିଛି ଖାଦ୍ୟ ଗ୍ରହଣ କଲେ ନାହିଁ।

1 Samuel 14:29
ଯୋନାଥନ କହିଲା, ମାେ ବାପା ଏ ଦେଶକକ୍ସ୍ଟ ବହକ୍ସ୍ଟତ ସମସ୍ଯା ଆଣିଛନ୍ତି। ଦେଖ! ମୁ ଅଳ୍ପ ମହକ୍ସ୍ଟ ଖାଇ କିପରି ଆଶ୍ବସ୍ତ ବୋଧ କରୁଛି।

1 Samuel 14:43
ଶାଉଲ ଯୋନାଥନଙ୍କକ୍ସ୍ଟ କହିଲେ, କକ୍ସ୍ଟହ, ତୁମ୍ଭେ କ'ଣ କରିଛ।

1 Samuel 14:43
ଶାଉଲ ଯୋନାଥନଙ୍କକ୍ସ୍ଟ କହିଲେ, କକ୍ସ୍ଟହ, ତୁମ୍ଭେ କ'ଣ କରିଛ।

2 Samuel 3:35
ଦିନତମାମ ଲୋକମାନେ ଦାଉଦଙ୍କକ୍ସ୍ଟ ଖାଇବାକକ୍ସ୍ଟ କହିଲେ, କିନ୍ତୁ ଦାଉଦ ଏକ ପ୍ରତିଜ୍ଞା କରିଥିଲେ ଓ କହିଲେ, ଯଦି ସୂର୍ୟ୍ଯାସ୍ତ ପୂର୍ବରକ୍ସ୍ଟ ମୁ ରୋଟୀ କିମ୍ବା ଅନ୍ୟ କିଛି ଆହାର କରେ, ତବେେ ପରମେଶ୍ବର ମାେତେ ଦଣ୍ତ ଓ ଦକ୍ସ୍ଟଃଖ ଦବେେ।

2 Samuel 19:35
ମୁ ଅଶି ବର୍ଷର ଜଲଣ ବୃଦ୍ଧ। ମୁ ଭଲମନ୍ଦ ବାରିବା ପାଇଁ ବହକ୍ସ୍ଟତ ଦକ୍ଷ। ମୁ ଯାହା ଭୋଜନ କି ପାନକଲର କ'ଣ ତହିଁର ସ୍ବାଦ ଭଲ ଭାବଲର ବାରିପାସର? ମୁ ଗାଯକ କି ଗାଯୀକାମାନଙ୍କର ସ୍ବର ବାରିପାସର?ସତଲବ କାହିଁକି ଆପଣଙ୍କ ଦାସସମାର ପ୍ରଭକ୍ସ୍ଟ ମହାରାଜାଙ୍କ ପ୍ରତି ଭାର ସ୍ବରୂପସହବି?

Job 12:11
କିନ୍ତୁ ଜିହ୍ବା ଯେପରି ଖାଦ୍ୟର ସ୍ବାଦ ବାରିପା ରେ। କାନ ସପରେି ଶୁଣୁଥିବା ଶବ୍ଦକୁ ବାରିପା ରେ।

Job 34:3
କାରଣ କର୍ଣ୍ଣ ଯାହା ଶୁଣେ ତାହା ପରୀକ୍ଷା କରେ, ଠିକ୍ ଜିହ୍ବା ଖାଦ୍ୟର ସ୍ବାଦ ବାରିବା ପରି।

Psalm 34:8
ସଦାପ୍ରଭୁ ୟେ ମଙ୍ଗଳମଯ ଏହା ପରୀକ୍ଷା କରି ଦେଖ। ଯେଉଁ ବ୍ଯକ୍ତି ତାଙ୍କର ଶରଣାଗତ ସେ ତାଙ୍କୁ ସମସ୍ତ ସୁଖ ପ୍ରଦାନ କରନ୍ତି ଏବଂ ସେ ପ୍ରକୃତରେ ସୁଖୀ ହବେ।

Proverbs 31:18
ଆପଣା ବ୍ଯାପାର ଯେ ଲାଭଜନକ, ଏହା ସେ ବୁଝେ। ପୁଣି ରାତ୍ରି କାଳ ରେ ତାହାର ପ୍ରଦୀପ ଲିଭିୟାଏ ନାହିଁ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்