Base Word
טׇהֳרָה
Short Definitionceremonial purification; moral purity
Long Definitionpurifying, cleansing, purification, purity, cleanness
Derivationfeminine of H2892
International Phonetic Alphabett̪’o.hŏˈrɔː
IPA modto.hoˈʁɑː
Syllableṭohŏrâ
Dictiontoh-hoh-RAW
Diction Modtoh-hoh-RA
Usage× is cleansed, cleansing, purification(-fying)
Part of speechn-f

Leviticus 12:4
ପୁଣି ସେ ସ୍ତ୍ରୀ ତତେିଶ ଦିନ ପର୍ୟ୍ଯନ୍ତ ନିଜର େଶୗଚ ନିମନ୍ତେ ରକ୍ତ ସ୍ରାବ ଅବସ୍ଥା ରେ ରହିବ। ଯେପର୍ୟ୍ଯନ୍ତ େଶୗଚର ଦିନ ପୂର୍ଣ୍ଣ ନ ହୁଏ, ସପେର୍ୟ୍ଯନ୍ତ ସେ କୌଣସି ପବିତ୍ର ବସ୍ତୁ ଛୁଇଁବ ନାହିଁ କିମ୍ବା କୌଣସି ପବିତ୍ର ସ୍ଥାନ ରେ ପ୍ରବେଶ କରିବ ନାହିଁ।

Leviticus 12:4
ପୁଣି ସେ ସ୍ତ୍ରୀ ତତେିଶ ଦିନ ପର୍ୟ୍ଯନ୍ତ ନିଜର େଶୗଚ ନିମନ୍ତେ ରକ୍ତ ସ୍ରାବ ଅବସ୍ଥା ରେ ରହିବ। ଯେପର୍ୟ୍ଯନ୍ତ େଶୗଚର ଦିନ ପୂର୍ଣ୍ଣ ନ ହୁଏ, ସପେର୍ୟ୍ଯନ୍ତ ସେ କୌଣସି ପବିତ୍ର ବସ୍ତୁ ଛୁଇଁବ ନାହିଁ କିମ୍ବା କୌଣସି ପବିତ୍ର ସ୍ଥାନ ରେ ପ୍ରବେଶ କରିବ ନାହିଁ।

Leviticus 12:5
ମାତ୍ର ଯବେେ ଜଣେ ସ୍ତ୍ରୀ କନ୍ଯା ପ୍ରସବ କରେ, ସହେିଭଳି ସ୍ତ୍ରୀ ଧର୍ମର ଅ େଶୗଚ ସମୟରେ ରହେ, ସେ ଦୁଇ ସପ୍ତାହ ପାଇଁ ଅଶୁଚି ରହିବ। ତା'ପରେ ତା'ର ଦହରେ ରକ୍ତସ୍ରାବରୁ ଶୁଦ୍ଧ ହବୋପାଇଁ ତାକୁ ଆଉ ଛଅଷଠି ଦିନ ଅପେକ୍ଷା କରିବା ଉଚିତ୍।

Leviticus 12:6
ତା'ପରେ ପୁତ୍ର ବା କନ୍ଯା ପ୍ରସବର ଅ େଶୗଚ ଦିନ ପୂର୍ଣ୍ଣ ହେଲ ସେ ବଳିଦାନ ନିମନ୍ତେ ଏକବର୍ଷୀଯ ଏକ ମଷେ ଶାବକ ଓ ପାପାର୍ଥକ ବଳି ନିମନ୍ତେ ଏକ କପୋତ ଛୁଆ କିମ୍ବା ପାରା ଛୁଆ ସମାଗମ ତମ୍ବୁର ଦ୍ବାରର ଯାଜକ ନିକଟକୁ ଆମିବ।

Leviticus 13:7
ମାତ୍ର ସେ ଶୌଚ ନିମନ୍ତେ ନିଜକୁ ଯାଜକକୁ ଦଖାଇେଲା ପରେ ଯବେେ ତା'ର ଘା' ଚର୍ମ ଉପରେ ବ୍ଯାପେ, ତବେେ ସେ ପୁନର୍ବାର ଯାଜକକୁ ଦଖାଇବେ।

Leviticus 13:35
ମାତ୍ର ଶୁଚି ହେଲାପରେ ଯବେେ ଚର୍ମ ରେ ସହେି ଛଉ ବ୍ଯାପିୟାଏ।

Leviticus 14:2
କୁଷ୍ଠ ରୋଗୀର ଶୁଚି ହବୋ ଦିନ ରେ ତାହାର ଏହି ବ୍ଯବସ୍ଥା,

Leviticus 14:23
ଆଉ ଅଷ୍ଟମ ଦିନ ରେ ସହେି ଲୋକ ସମସ୍ତ ଦ୍ରବ୍ଯ ଆଣି ସମାଗମ ତମ୍ବୁ ଦ୍ବାର ନିକଟରେ ଯାଜକ ପାଖକୁ ଆଣିବ। ଯାଜକ ସହେି ସମସ୍ତ ଜିନିଷ ସଦାପ୍ରଭୁଙ୍କ ସମ୍ମୁଖ ରେ ତା'ର ପ୍ରାଯଶ୍ଚିତ ପାଇଁ ଉତ୍ସର୍ଗ କରିବ ଓ ସେ ଶୁଚି ହବେ।

Leviticus 14:32
ଯେଉଁ କୁଷ୍ଠ ରୋଗର ଘା'ୟୁକ୍ତ ଲୋକ ନିଜ େଶୗଚ ସମ୍ବନ୍ଧୀଯ ଦ୍ରବ୍ଯ ପାଇବାକୁ ଅସମର୍ଥ, ତାହା ପାଇଁ ଏହି ବ୍ଯବସ୍ଥା ଅଟେ।

Leviticus 15:13
କ୍ଷରଣକାରୀ ଯେତବେେଳେ ନିଜ କ୍ଷରଣ ସକାେଶ ଶୁଚି ହୁଏ, ସେତବେେଳେ ସେ େଶୗଚକ୍ରିଯା ନିମନ୍ତେ ସାତଦିନ ଅପେକ୍ଷା କରିବା ଉଚିତ୍। ସେ ନିଜର ବସ୍ତ୍ର ଧୋଇବ ଓ ସୋର୍ତ ଜଳ ରେ ସ୍ନାନ କରିବ। ତବେେ ସେ ଶୁଚି ହବେ।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்