Base Word
אֲחִילוּד
Short DefinitionAchilud, an Israelite
Long Definitionfather of Jehoshaphat, David's recorder
Derivationfrom H0251 and H3205; brother of one born
International Phonetic Alphabetʔə̆.ħɪi̯ˈluːd̪
IPA modʔə̆.χiːˈlud
Syllableʾăḥîlûd
Dictionuh-hee-LOOD
Diction Moduh-hee-LOOD
UsageAhilud
Part of speechn-pr-m

2 Samuel 8:16
ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବ ସୈନ୍ଯମାନଙ୍କ ଉପରେ ପ୍ରାଧାନ୍ଯ ଥିଲା, ଅହୀଟକ୍ସ୍ଟବର ପକ୍ସ୍ଟତ୍ର ଯିହାଶାଫେଟ୍ ମଧ୍ଯ ଇତିହାସ ଲେଖକ ଥିଲେ।

2 Samuel 20:24
ଅଦୋରାମ୍ ବେଠି କର୍ମ ଓ କର ଆଦାଯ କରିବାର ଦାଯିତ୍ବ ରେ ଥିଲା ଏବଂ ଅହୀଲୂଦର ପକ୍ସ୍ଟତ୍ର ୟିହୋଶାଫଟ ଯେ କି ଥିଲା ଜଣେ ଇତିହାସ ଲେଖକ।

1 Kings 4:3
ଶୀଶାର ପୁତ୍ର ଇଲୀହାରଫେ ଓ ଅହିଯ ଉଭୟ ବିଗ୍ଭରାଳଯ ରେ ଯାହା ହେଉଥିଲା ସମାନେେ ଲେଖୁଥିଲେ।

1 Kings 4:12
ତାନକ୍ ଓ ମାଗିଦ୍ଦୋ ଓ ବୈଥ୍-ଶାନଠାରୁ ଆବେଲ୍ମହୋଲା ଓ ୟଗୂମିଯାମ ପାରି ପର୍ୟ୍ଯନ୍ତ ସର୍ତ୍ତନ ନିକଟବର୍ତ୍ତୀ ୟିଷ୍ରିଯଲେ ତଳେ ଥିବା ସମସ୍ତ ବୈଥ୍-ଶାନ ରେ ଅହୀଲୂଦର ପୁତ୍ର ବାନା ରାଜ୍ଯପାଳ ଥିଲେ।

1 Chronicles 18:15
ସରୁଯାର ପୁତ୍ର ଯୋୟାବ ଦାଉଦଙ୍କ ସୈନ୍ଯଦଳର ସନୋପତି ଥିଲେ। ଦାଉଦ ଯେଉଁସବୁ କର୍ମ କରୁଥିଲେ, ତାହାକୁ ଅହୀଲୂଦଙ୍କ ପୁତ୍ର ଯିହାଶାଫେଟ୍ ଲେଖି ରଖୁଥିଲେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்