Base Word
חָרַר
Short Definitionto glow, i.e., literally (to melt, burn, dry up) or figuratively (to show or incite passion)
Long Definitionto burn, be hot, be scorched, be charred
Derivationa primitive root
International Phonetic Alphabetħɔːˈrɑr
IPA modχɑːˈʁɑʁ
Syllableḥārar
Dictionhaw-RAHR
Diction Modha-RAHR
Usagebe angry, burn, dry, kindle
Part of speechv

Job 30:30
ମାେ ଦହରେ ଚମଡ଼ା ପୋଡ଼ି ୟାଇ ଛିଣ୍ଡି ପଡ଼ୁଛି। ଜ୍ବର ରେ ମାରେ ଦହେ ରେ ଭୀଷଣ ତାତି।

Psalm 69:3
ସାହାୟ୍ଯ ପାଇଁ ଡ଼ାକି ଡ଼ାକି ମୁଁ ଦୁର୍ବଳ ହବୋକୁ ଯାଉଛି। ମାରେ କଣ୍ଠ ୟନ୍ତ୍ରଣା ହେଉଛି। ମୁଁ ତୁମ୍ଭର ସହାୟତା ପାଇବା ପାଇଁ ବାଟ ଚାହିଁଛି। ଏବଂ ଚାହିଁ ଚାହିଁ ମାରେ ଆଖିଦ୍ବଯ ୟନ୍ତ୍ରଣା କରୁଛି।

Psalm 102:3
ମାରେ ଜୀବନ ଧୂଆଁ ପରି କ୍ଷଯ ପାଉଅଛି। ମାରେ ଅସ୍ଥି ନିଆଁ ଖୁଣ୍ଟାପରି ଜଳେ।

Proverbs 26:21
ଯେପରି ଭାବରେ ଜ୍ବଳନ୍ତା ଅଙ୍ଗାରକୁ ଅଙ୍ଗାର ଆଲୋକ ଦିଏ ଅଗ୍ନିକୁ କାଠ ଠିକ୍ ସହେିପରି ବିବାଦ ବଢ଼ାଇବାକୁ କଳିହୁଡା ଲୋକ ଆରମ୍ଭ କରିଥାଏ।

Song of Solomon 1:6
ମାେତେ ଦେଖ ନାହିଁ କାରଣ ସୂର୍ୟ୍ଯ ମାେତେ କଳା କରିଅଛି। ମାରେ ମାତାର ସନ୍ତାନଗଣ ମାେ ଉପ ରେ ରାଗିଥିଲେ। ସମାନେେ ମାେତେ ଦ୍ରାକ୍ଷାକ୍ଷେତ୍ର ସମୂହର ରକ୍ଷକ କଲେ। ମାତ୍ର ମୁଁ ମାରେ ନିଜ ଦ୍ରାକ୍ଷାକ୍ଷେତ୍ରର ଯତ୍ନ ନଇେ ପାରିଲି ନାହିଁ।

Isaiah 24:6
ପୃଥିବୀ ନିବାସୀ ଦୋଷ କରିଛନ୍ତି, ତେଣୁ ସମାନେେ ଅପରାଧୀ, ସେଥିପାଇଁ ପରମେଶ୍ବର ସମାନଙ୍କେୁ ବିନଷ୍ଟ କରିବାକୁ ପ୍ରତିଜ୍ଞା କରିଛନ୍ତି। ସମାନେେ ଦଣ୍ଡିତ ହବେେ ଓ ଅଳ୍ପ କେତକେ ବଞ୍ଚି ରହିବେ।

Jeremiah 6:29
ସମାନେେ ଭାଟିକୁ ପ୍ରଚଣ୍ଡରୂପେ ଉତ୍ତପ୍ତ କରି ସେଥିରୁ ସୀସା ଖାଦ ବାହାର କରି ଏହାକୁ ବିଶୁଦ୍ଧ କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ସମାନେେ ବୃଥା ଚେଷ୍ଟା କରୁଛନ୍ତି କାରଣ ଦୁଷ୍ଟମାନେ ଏଠାରୁ ଉତ୍ପାଟିତ ହେଉ ନାହାନ୍ତି।

Ezekiel 15:4
ଲୋକେ କବଳେ ଜାଳ ହବୋପାଇଁ ତାକୁ ଅଗ୍ନି ରେ ପକାନ୍ତି। ତା'ର ଦୁଇମୁଣ୍ଡ ଅଗ୍ନି ରେ ପୋଡ଼ିୟାଏ ଓ ମଝିଅଂଶ ଅର୍ଦ୍ଧଦ' ରହେ। ତାହା କ'ଣ କୌଣସି କାର୍ୟ୍ଯ ରେ ଆସିବ ?

Ezekiel 15:5
ଅଗ୍ନି ରେ ନ ପୋଡ଼ିବା ପୂର୍ବରୁ ସେ କୌଣସି କାର୍ୟ୍ଯ ପାଇଁ ଯୋଗ୍ଯ ହେଲା ନାହିଁ କି ଅଗ୍ନି ରେ ଦ' ହେଲାପ ରେ ତାହା କୌଣସି କାର୍ୟ୍ଯ ପାଇଁ ଯୋଗ୍ଯ ହେଲା ନାହିଁ।

Ezekiel 24:10
ପାତ୍ର ତଳେ ପ୍ରଚୁର କାଠ ଗଦା କରି ଅଗ୍ନି ସଂୟୋଗ କର। ମାଂସ ଉତ୍ତମ ରୂପେ ସିଦ୍ଧ କର ଓ ମସଲା ମିଶାଅ। ଅସ୍ଥିସବୁ ଦଗ୍ଧ କର। ଯେପର୍ୟ୍ଯନ୍ତ ସମାନେେ ପୋଡ଼ିୟାଇ ନାହାଁନ୍ତି।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்