Base Word
חֶרְמוֹן
Short DefinitionChermon, a mount of Palestine
Long Definitiona mountain on the northeastern border of Palestine and Lebanon and overlooking the border city of Dan
Derivationfrom H2763; abrupt
International Phonetic Alphabetħɛrˈmon̪
IPA modχɛʁˈmo̞wn
Syllableḥermôn
Dictionher-MONE
Diction Modher-MONE
UsageHermon
Part of speechn-pr-m

Deuteronomy 3:8
ଏହି ପ୍ରକାର ରେ, ଆମ୍ଭମାନେେ ୟର୍ଦ୍ଦନର ପୂର୍ବ ପାରିସ୍ଥ ଇ ମାରେୀଯମାନଙ୍କ ଦକ୍ସ୍ଟଇ ରାଜାଙ୍କର ହାତରକ୍ସ୍ଟ ଅର୍ଣୋନ ଉପତ୍ୟକା ଠାରକ୍ସ୍ଟ ହର୍ମୋଣ ପର୍ବତ ପର୍ୟ୍ଯନ୍ତ ସମସ୍ତ ଦେଶ ହସ୍ତଗତ କଲକ୍ସ୍ଟ।

Deuteronomy 3:9
ସୀଦୋନୀଯମାନେ ସହେି ହର୍ମୋଣକକ୍ସ୍ଟ ସିରିଯୋନ କହନ୍ତି ଓ ଇ ମାରେୀଯମାନେ ତାହାକକ୍ସ୍ଟ ସନୀର କହନ୍ତି।

Deuteronomy 4:48
ଏହିଦେଶ ଅରୋଯରଠାେରକ୍ସ୍ଟ ଅର୍ନୋନ ଉପତ୍ୟକା ଧା ରେ ଧା ରେ ସିୟୋନ ପର୍ୟ୍ଯନ୍ତ ଅର୍ଥାତ ହର୍ମୋଣ ନାମକ ପର୍ବତ ପର୍ୟ୍ଯନ୍ତ ବିସ୍ତୃତ ଥିଲା।

Joshua 11:3
ୟାବୀନ୍ ପୂର୍ବ ଓ ପଶ୍ଚିମ ଦେଶୀଯ କିଣାନୀଯମାନଙ୍କ ଓ ଇମାରେୀୟମାନଙ୍କ ଓ ହିତ୍ତୀଯମାନଙ୍କ ଓ ପରିଷୀଯମାନଙ୍କ ଓ ପର୍ବତସ୍ଥ ୟିବୂଷୀଯମାନଙ୍କ ଓ ହର୍ମୋଣର ଅଧଃସ୍ଥିତ ମିସ୍ପି ଦେଶୀଯ ହିଦ୍ଦୀଯମାନଙ୍କ ନିକଟକକ୍ସ୍ଟ ବାର୍ତ୍ତା ପଠାଇଲେ।

Joshua 11:17
ସଯେୀରଗାମୀ ହାଲକ୍ ପର୍ବତଠାରକ୍ସ୍ଟ ହର୍ମୋଣ ପର୍ବତର ନୀଚସ୍ଥ ଲିବା ନୋନ୍ ସମସ୍ଥଳୀ ରେ ଥିବା ବାଲଗାଦ ପର୍ୟ୍ଯନ୍ତ ସମସ୍ତ ଦେଶ ହସ୍ତଗତ କଲେ। ପକ୍ସ୍ଟଣି ସମାନଙ୍କେର ସମସ୍ତ ରାଜାଙ୍କକ୍ସ୍ଟ ହତ୍ଯା କଲେ।

Joshua 12:1
ୟର୍ଦ୍ଦନର ପୂର୍ବପାଶର୍‌ବସ୍ଥ ଦେଶଗୁଡିକୁ ଇଶ୍ରାୟେଲର ଲୋକମାନେ ନିଜ ଅଧିନକକ୍ସ୍ଟ ଆଣିଲେ। ଆରୋଣ ପର୍ବତଠାରକ୍ସ୍ଟ ହର୍ମୋଣ ପର୍ବତ ପର୍ୟ୍ଯନ୍ତ ଓ ଆରାବହଃର ପୂର୍ବ ଦିଗସ୍ଥ ସମସ୍ତ ରାଜାମାନଙ୍କୁ ପରାସ୍ତ କଲେ।

Joshua 12:5
ଓଗ୍ ମଧ୍ଯ ହର୍ମୋଣ ପର୍ବତ ରେ, ସଲଖା ରେ, ଗଶୂରୀଯମାନଙ୍କ ଓ ମାଖାଥୀଯମାନଙ୍କ ସୀମା ପର୍ୟ୍ଯନ୍ତ ସମକ୍ସ୍ଟଦାଯ ବାଶନ ଦେଶ ରେ ଓ ହିଷ୍ବୋନ୍ର ରାଜା ସୀହାନରେ ସୀମା ପର୍ୟ୍ଯନ୍ତ ଗିଲିଯଦର ଅର୍ଦ୍ଧ ଦେଶ ରେ ଶାସନ କରୁଥିଲେ।

Joshua 13:5
ତୁମ୍ଭେ ଏପର୍ୟ୍ଯନ୍ତ ଗିବଲିଯମାନଙ୍କ ଦେଶକକ୍ସ୍ଟ ପରାସ୍ତ କରି ନାହିଁ। ଏବଂ ହର୍ମୋଣ ପର୍ବତର ତଳସ୍ଥିତ ବାଲଗାଦ୍ଠାରକ୍ସ୍ଟ ହମାତ ରେ ପ୍ରବେଶ ସ୍ଥାନ ପର୍ୟ୍ଯନ୍ତ ପୂର୍ବ ଦିଗସ୍ଥ ସମସ୍ତ ଲିବା ନୋନ୍। ଏମାନଙ୍କୁ ପରାସ୍ତ କରିବ।

Joshua 13:11
ଗିଲିଯଦ ଓ ଗଶକ୍ସ୍ଟରୀଯମାନଙ୍କ ଓ ମାଖାଥୀଯମାନଙ୍କ ଅଞ୍ଚଳ ଓ ସମକ୍ସ୍ଟଦାଯ ହର୍ମୋଣ ପର୍ବତ ଓ ସଲଖା ପର୍ୟ୍ଯନ୍ତ ସମସ୍ତ ବାସନ ସୀମା ପର୍ୟ୍ଯନ୍ତ ଥିଲା।

1 Chronicles 5:23
ବାଲ୍-ହର୍ମୋଣ, ସନୀର ଓ ହର୍ମୋଣ ପର୍ବତ ପର୍ୟ୍ଯନ୍ତ ବିସ୍ତୃତ ମନଃଶିରଙ୍କ ଗୋଷ୍ଠୀର ଅର୍ଦ୍ଧକେ ଲୋକ ବାସ କଲେ। ସମାନେେ ଏକ ବିଶାଳ ଗୋଷ୍ଠୀ ରେ ପରିଣତ ହେଲେ।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்