Base Word
חָצַר
Short Definitionto trumpet, i.e., blow on that instrument
Long Definitionto sound a trumpet
Derivationa primitive root; properly, to surround with a stockade, and thus separate from the open country; but used only in the reduplicated form חֲצֹצֵר; or (2 Chronicles 5:12) חֲצֹרֵר; as dem. from H2689
International Phonetic Alphabetħɔːˈt͡sˤɑr
IPA modχɑːˈt͡sɑʁ
Syllableḥāṣar
Dictionhaw-TSAHR
Diction Modha-TSAHR
Usageblow, sound, trumpeter
Part of speechv

1 Chronicles 15:24
ଶବନିଯ, ୟୋଶାଫଟ୍, ନଥନଲେ, ଅମାସଯ, ଜିଖରିଯ, ବନାଯ ଓ ଇଲୀଯଷେର, ଏମାନଙ୍କର କାର୍ୟ୍ଯ ଥିଲା, ନିଯମସିନ୍ଦୁକର ସମ୍ମୁଖ ରେ ତୂରୀ ବଜାଇବା। ଓବେଦ୍-ଇଦୋମ୍ ଓ ୟିହିଯ ନିଯମସିନ୍ଦୁକର ଦ୍ବାରପାଳ ଥିଲେ।

2 Chronicles 5:12
ଲବେୀୟ ଗାଯକମାନେ ୟଜ୍ଞବଦେୀର ପୂର୍ବପଟେ ଠିଆ ହେଲେ। ଆସଫ୍, ହମେନ୍ ଓ ୟିଦୂଥୂନ୍ଙ୍କ ଗାଯକଦଳର ପ୍ରେତ୍ୟକକ ସଠାେରେ ଥିଲେ। ଆଉ ସମାନଙ୍କେର ପୁତ୍ରଗଣ ଓ ଭ୍ରତାଗଣ ମଧ୍ଯ ସଠାେରେ ଥିଲେ। ସହେି ଲବେୀୟ ଗାଯକମାନେ ଶୁଭ୍ର କାର୍ପାସ ବସ୍ତ୍ର ପିନ୍ଧିଥିଲେ। ସମାନଙ୍କେ ନିକଟରେ ଗିନି, ସାରଙ୍ଗ ଓ ବୀଣାୟନ୍ତ୍ର ଥିଲା। ସହେି ଲବେୀୟ ଗାଯକମାନଙ୍କ ନିକଟରେ 120 ଜଣ ଯାଜକ ଥିଲେ। ସହେି 120 ଜଣ ଯାଜକ ତୂରୀ ବଜାଇଲେ।

2 Chronicles 5:13
ତୂରୀ ବାଦକ ଓ ଗାଯକ ଲୋକମାନେ ଜଣେ ବ୍ଯକ୍ତି ତୁଲ୍ଯ ଥିଲେ। ଯେତବେେଳେ ସଦାପ୍ରଭୁଙ୍କର ପ୍ରଶଂସା ଓ ଧନ୍ଯବାଦ ଗାନ କରାଗଲା ସମାନେେ ଏକ ଶବ୍ଦ କଲେ। ସମାନେେ ତୂରୀ, ଗିନି ଓ ବାଦ୍ଯୟନ୍ତ୍ର ସହିତ ଉଚ୍ଚସ୍ବର କଲେ। ସମାନେେ ଏହି ଗୀତ ଗାଇଲେ, 'ସଦାପ୍ରଭୁଙ୍କର ପ୍ରଶଂସା କଲେ, କାରଣ ସେ ମଙ୍ଗଳମଯ। ତାଙ୍କର ସତ୍ଯ ପ୍ ରମେ ଅନନ୍ତକାଳସ୍ଥାଯୀ ଅଟେ।

2 Chronicles 7:6
ଯାଜକମାନେ ସମାନଙ୍କେର କାର୍ୟ୍ଯ କରିବା ନିମନ୍ତେ ପ୍ରସ୍ତୁତ ହାଇେ ଠିଆ ହାଇେ ରହିଥିଲେ। ଲବେୀୟଗଣ ଯେଉଁ ବାଦ୍ଯୟନ୍ତ୍ରଗୁଡ଼ିକ ସହିତ ଠିଆ ହାଇେ ରହିଥିଲେ, ସଦାପ୍ରଭୁଙ୍କୁ ଧନ୍ଯବାଦ ଦବୋ ନିମନ୍ତେ ସହେି ବାଦ୍ଯ ୟନ୍ତ୍ରଗୁଡ଼ିକ ରାଜା ଦାଉଦଙ୍କ ଦ୍ବାରା ନିର୍ମିତ ହାଇେଥିଲା। ଯାଜକ ଓ ଲବେୀୟମାନେ କହୁଥିଲେ, ସଦାପ୍ରଭୁଙ୍କ ପ୍ ରମେ ଚିରକାଳସ୍ଥାଯୀ ଅଟେ ! ସମାନେେ ଲବେୀୟମାନଙ୍କ ଓ ଇଶ୍ରାୟେଲର ସମସ୍ତ ଲୋକମାନଙ୍କର ବିପରୀତ ଦିଗ ରେ ଠିଆ ହାଇେ ତୂରୀ ବଜାଇଲେ।

2 Chronicles 13:14
ଅବିଯଙ୍କ ସୈନ୍ଯଦଳ ରେ ଥିବା ଯିହୁଦାର ସୈନ୍ଯଗଣ ଯେତବେେଳେ ଚତୁର୍ଦ୍ଦିଗକୁ ଚାହିଁଲେ, ସମାନେେ ଦେଖିଲେ ଯେ, ୟାରବିଯାମ୍ଙ୍କ ସୈନ୍ଯଦଳ ସମ୍ମୁଖରୁ ଓ ପଶ୍ଚାତ୍ରୁ ଉଭୟ ପାଶର୍‌ବରୁ ଆକ୍ରମଣ କରୁଛନ୍ତି। ଯିହୁଦାର ଲୋକମାନେ ସଦାପ୍ରଭୁଙ୍କ ନିକଟରେ ପାଟି କରି ଡାକ ପକାଇଲେ ଓ ଯାଜକମାନେ ତୂରୀ ବଜାଇଲେ।

2 Chronicles 29:28
ହାମବେଳି ଉପହାରର ଉତ୍ସର୍ଗୀକରଣ ଶଷେ ନ ହବୋ ପର୍ୟ୍ଯନ୍ତ ସମସ୍ତ ଜନତା ନତ ମସ୍ତକ ହେଲେ, ଗାଯକମାନେ ଗୀତଗାନ କଲେ ଓ ତୂରୀବାଦ୍ଯକାରୀମାନେ ତୂରୀ ବଜାଇଲେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்