Base Word
חִנָּם
Short Definitiongratis, i.e., devoid of cost, reason or advantage
Long Definitionfreely, for nothing, without cause
Derivationfrom H2580
International Phonetic Alphabetħɪnˈnɔːm
IPA modχiˈnɑːm
Syllableḥinnām
Dictionhin-NAWM
Diction Modhee-NAHM
Usagewithout a cause (cost, wages), causeless, to cost nothing, free(-ly), innocent, for nothing (nought, in vain
Part of speechadv

Genesis 29:15
ଦିନେ ଲାବନ ଯାକୁବକୁ କହିଲେ, ତୁମ୍ଭେ ମାରେ କୁଟୁମ୍ବ ବୋଲି କଣ ବିନା ବର୍ତ୍ତନ ରେ ମାରେ ଦାସକର୍ମ କରିବ? ଏଣୁ କି ବର୍ତ୍ତନ ନବୋ? ତାହା କୁହ।

Exodus 21:2
ଯଦି ତୁମ୍ଭେ ଜଣେ ଏବ୍ରୀଯ କ୍ରୀତଦାସ ନିଅ, ତବେେ ସେ ଛଅ ବର୍ଷ ତୁମ୍ଭର ସବୋ କରିବ। ସପ୍ତମ ବର୍ଷ ରେ ସେ ମୁକ୍ତ ହାଇଯେିବ। ତାକୁ ଆଉ କିଛି ମୂଲ୍ଯ ଦବୋକୁ ପଡିବ ନାହିଁ।

Exodus 21:11
ସହେି ଲୋକ ଏହିସବୁ କର୍ତ୍ତବ୍ଯ ସମ୍ପାଦନ କରିବା ଉଚିତ୍। ଯଦି ଏଥି ରେ ସେ ତୃଟି କରେ ତବେେ ସହେି ସ୍ତ୍ରୀ ଜଣଙ୍କ ନିଜେ ବିନାମୂଲ୍ଯ ରେ ମୁକ୍ତ ହାଇଯେିବ।

Numbers 11:5
ଆମ୍ଭେ ମାନେ ମିଶର ଦେଶ ରେ ବିନା ମୂଲ୍ଯ ରେ ଯେଉଁ ମାଛ ଖାଉଥିଲୁ, ତାହା ମନେ ପଡେ। ଆମ୍ଭମାନଙ୍କର ମଧ୍ଯ ଉତ୍ତମ ପନିପରିବା ଯଥା: କାକୁଡି, ତରଭୁଜ, ପିଆଜ ଓ ରସୁଣ କଥା ମନେ ପଡେ।

1 Samuel 19:5
ସେ ଆପଣା ପ୍ରାଣକକ୍ସ୍ଟ ବିପଦ ରେ ପକାଇ ପଲେଷ୍ଟୀୟକକ୍ସ୍ଟ ହତ୍ଯା କଲା। ସେଥି ରେ ସଦାପ୍ରଭୁ ସମକ୍ସ୍ଟଦାଯ ଇଶ୍ରାୟେଲ ନିମନ୍ତେ ମହା ବିଜଯ ସାଧନ କଲେ। ଆପଣ ତାହା ଦେଖି ଆନନ୍ଦ କରିଥିଲେ। ଏବେ ଆପଣ ବିନା କାରଣ ରେ ଦାଉଦକକ୍ସ୍ଟ ହତ୍ଯା କରିବେ କାହିଁକି? ସେ ନିର୍ଦ୍ ଦୋଷ, ତାକକ୍ସ୍ଟ ହତ୍ଯା କରିବାର କିଛି କାରଣ ନାହିଁ।

1 Samuel 25:31
ତୁମ୍ଭେ ନିରୀହମାନଙ୍କର ରକ୍ତପାତ ଦୋଷ ରେ ଦୋଷୀ ହବେ ନାହିଁ। ଯେତବେେଳେ ସଦାପ୍ରଭୁ ତୁମ୍ଭର ମଙ୍ଗଳ କରୁଛନ୍ତି, ତୁମ୍ଭେ ତୁମ୍ଭର ଏହି ସବେକଙ୍କକ୍ସ୍ଟ ମନରେଖ।

2 Samuel 24:24
ତହିଁରେ ରାଜା ଅରୌଣାକକ୍ସ୍ଟ କହିଲେ, ନା, ମୁ ଅବଶ୍ଯ ମୂଲ୍ଯ ଦଇେ ତକ୍ସ୍ଟମ୍ଭଠାରକ୍ସ୍ଟ ଏସବୁ କିଣିବି ଆଉ ମୁ ସଦାପ୍ରଭୁ ମାେ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ବିନା ମୂଲ୍ଯର ହାମବେଳି ଉତ୍ସର୍ଗ କରିବି ନାହିଁ।

1 Kings 2:31
ତା'ପରେ ରାଜା ବନାଯକୁ ଆଦେଶ ଦେଲେ, ସେ ଯେପରି କହିଅଛି, ସହେିପରି କର। ସହେିଠା ରେ ତାକୁ ହତ୍ଯା କର ଓ କବର ଦିଅ। ତାହାହେଲେ ଯୋୟାବ ନୀରିହମାନଙ୍କର ଯେଉଁ ରକ୍ତପାତ କରିଥିଲା, ସହେି ପାପରୁ ମୁଁ ଓ ମାରେ ପରିବାର ମୁକ୍ତ ହବେୁ।

1 Chronicles 21:24
କିନ୍ତୁ ରାଜା ଦାଉଦ ଅରଣନ୍ଙ୍କୁ ଉତ୍ତର ଦେଲେ, ନା, ମୁଁ ତୁମ୍ଭକୁ ସମ୍ପୂର୍ଣ୍ଣ ମୂଲ୍ଯ ଦବେି। ମୁଁ ତୁମ୍ଭଠାରୁ କିଛି ନଇେ ସଦାପ୍ରଭୁଙ୍କୁ ଦବେି ନାହିଁ। ମୁଁ ବିନା ମୂଲ୍ଯ ରେ ନବୈେଦ୍ଯ ଉତ୍ସର୍ଗ କରିବି ନାହିଁ।

Job 1:9
ଶଯତାନ ଉତ୍ତର ଦଲୋ, ନିଶ୍ଚଯ! କିନ୍ତୁ ଆୟୁବର ପରମେଶ୍ବରଙ୍କୁ ଉପାସନା କରିବାର ୟଥେଷ୍ଟ କାରଣ ରହିଛି।

Occurences : 32

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்