Base Word
חֲמִישִׁי
Short Definitionfifth; also a fifth
Long Definitionordinal number, 5th
Derivationor חֲמִשִּׁי; ordinal from H2568
International Phonetic Alphabetħə̆.mɪi̯ˈʃɪi̯
IPA modχə̆.miːˈʃiː
Syllableḥămîšî
Dictionhuh-mee-SHEE
Diction Modhuh-mee-SHEE
Usagefifth (part)
Part of speecha

Genesis 1:23
ସଂନ୍ଧ୍ଯା ହେଲା, ଏହା ପରେ ସକାଳ ହେଲା ଏବଂ ଏହା ପଞ୍ଚମ ଦିନ ଥିଲା।

Genesis 30:17
ଏହାପରେ ପରମେଶ୍ବର ଲୟୋର ପାର୍ଥନା ଶୁଣିଲେ ଏବଂ ସେ ବର୍ଭବତୀ ହେଲା। ସେ ପଞ୍ଚମ ପୁତ୍ରକୁ ଜନ୍ମ ଦଲୋ।

Genesis 47:24
ତହିଁରୁ ଯାହା ଉତ୍ପନ୍ନ ହବେ। ତାହାର ପଞ୍ଚମାଂଶ ଫାରୋଙ୍କୁ ଦବେ। ପୁଣୁ ଅନ୍ୟ ଚାରିଅଂଶ ଭୂମିର ବିହନପାଇଁ ଓ ତୁମ୍ଭେ ତୁମ୍ଭର ପରିଜନ ଏବଂ ତୁମ୍ଭର ପିଲାମାନଙ୍କ ପାଇଁ ଖାଦ୍ୟ ରହିବ।

Leviticus 5:16
ପୁଣି ପବିତ୍ର ବସ୍ତୁ ବିଷଯ ରେ ସେ ଯେଉଁ ପାପ କରିଅଛି ତାହା ପରିଶାଧେ କରିବ। ଏହା ବ୍ଯତୀତ ଏକ ପଞ୍ଚମାଂଶ ଯାଜକକୁ ଦବେ, ତହୁଁ ଯାଜକ ଦୋଷାର୍ଥକ ନବୈେଦ୍ଯ ଦ୍ବାରା ତା'ପାଇଁ ପ୍ରାଯଶ୍ଚିତ କରିବ, ତହିଁରେ ସେ କ୍ଷମା ପ୍ରାପ୍ତ ହବେ।

Leviticus 6:5
ସେ ଯେଉଁଥିପାଇଁ ଗୋଟିଏ ମିଥ୍ଯା ଶପଥ କରିଥିଲା, ତାହାର ଏକ ପଞ୍ଚମାଂଶ ଅର୍ଥଦଣ୍ଡ ସହିତ ସପୂର୍ଣ୍ଣ ଫରୋଇ ଦବୋ ଉଚିତ୍। ଏସବୁ ସେ କରିବ ଯେଉଁଦିନ ସେ ଦୋଷୀ ବୋଲି ସାବ୍ଯସ୍ତ ହବେଓ ସହେିଦିନ ସେ ଗ୍ରହିତାକୁ ସେ ଦ୍ରବ୍ଯ ଦବେ।

Leviticus 19:25
ତା'ପରେ ପଞ୍ଚମ ବର୍ଷ ରେ ତୁମ୍ଭମାନେେ ସେ ବୃକ୍ଷରୁ ଫଳ ଖାଇ ପାରିବ। ତହିଁରେ ତୁମ୍ଭମାନଙ୍କ ପାଇଁ ପ୍ରଚୁର ଫଳ ଫଳିବ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

Leviticus 22:14
ଯଦି କହେି ଅଜ୍ଞାତସାର ରେ ପବିତ୍ର ଖାଦ୍ୟ ଭୋଜନ କରିଥାଏ, ତବେେ ସେ ଦ୍ରବ୍ଯର ମୂଲ୍ଯର ଏକ ପଞ୍ଚମାଂଶ ଅଧିକ ମୂଲ୍ଯ ଯାଜକକୁ ପବତ୍ର ନବୈେଦ୍ଯ ରୂପେ ପରିଶାଧେ କରିବ।

Leviticus 27:13
ଯଦି ସେ ଲୋକ କୌଣସି ମତେ ତାକୁ ଫରୋଇ ନବୋକୁ ଇଚ୍ଛା କରେ, ତବେେ ସେ ନିରୂପିତ ମୂଲ୍ଯର ପଞ୍ଚମାଂଶ ଅଧିକ ହବେ।

Leviticus 27:15
ଆଉ ଯଦି ଗୃହ ଉତ୍ସର୍ଗକାରୀ ନିଜ ଗୃହ ମୁକ୍ତ କରିବାକୁ ଇଚ୍ଛା କରେ, ତବେେ ସେ ନିରୂପିତ ମୂଲ୍ଯର ଅଧିକ ଦବେ, ତା'ପରେ ସେ ଗୃହ ତା'ର ହବେ।

Leviticus 27:19
ଯଦି ସହେି ବ୍ଯକ୍ତି ତା'ର କ୍ଷେତ୍ର ମୁକ୍ତ କରିବାକୁ ଇଚ୍ଛା କରିବ, ତବେେ ସେ କ୍ଷେତ୍ରମୂଲ୍ଯ ସହିତ ଆଉ ପଞ୍ଚମାଂଶ ଅଧିକ ମୂଲ୍ଯ ୟୋଗ କରିବ। ତହିଁରେ ସେ କ୍ଷେତ୍ର ତାହାର ହବେ।

Occurences : 45

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்