Base Word
חֵלֹן
Short DefinitionChelon, an Israelite
Long Definitionfather of Eliab of the tribe of Zebulun
Derivationfrom H2428; strong
International Phonetic Alphabetħeˈlon̪
IPA modχeˈlo̞wn
Syllableḥēlōn
Dictionhay-LONE
Diction Modhay-LONE
UsageHelon
Part of speechn-pr-m

Numbers 1:9
ସବୁଲୂନ ପରିବାରବର୍ଗର, ହେଲାନର ପୁତ୍ର ଇଲୀଯାବ।

Numbers 2:7
ସବୁଲୂନର ଗୋଷ୍ଠୀ ମଧ୍ଯ ଯିହୁଦାର ପାଶର୍‌ବ ରେ ଛାଉଣୀ ସ୍ଥାପନ କରିବେ, ହେଲୋନର ପୁତ୍ର ଇଲୀଯାବ ସବୁଲୂନର ଲୋକମାନଙ୍କର ଅଧିପରି ହବେ।

Numbers 7:24
ତୃତୀୟ ଦିନ ସବୂଲୂନ ସନ୍ତାନଗଣର ଅଧିପତି ହେଲୋନର ପୁତ୍ର ଇଲୀୟାବ ଆପଣା ଉପହାର ଆଣିଲା।

Numbers 7:29
ପ୍ରତ୍ୟେକ ଅଧିପତି ପାପ ପାଇଁ ଗୋଟିଏ ଛାଗ ଉତ୍ସର୍ଗ କଲେ, ପ୍ରତ୍ୟେକ ଅଧିପତି ଶାନ୍ତି ବଳରୂପେ ଦୁଇଟି ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ ଉତ୍ସର୍ଗ କଲେ।

Numbers 10:16
ତା'ପରେ ସବୂଲୂନ ସନ୍ତାନଗଣର ବଂଶ ୟାତ୍ରାକଲେ ଓ ହେଲୋନ୍ ର ପୁତ୍ର ଇଲୀଯାବ୍ ତାଙ୍କର ଅଧ୍ଯକ୍ଷ ଥିଲେ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்