Base Word
חֹל
Short Definitionproperly, exposed; hence, profane
Long Definitionprofaneness, commonness, unholy, profane, common, sand
Derivationfrom H2490
International Phonetic Alphabetħol
IPA modχo̞wl
Syllableḥōl
Dictionhole
Diction Modhole
Usagecommon, profane (place), unholy
Part of speechn-m

Leviticus 10:10
ତାହାଦ୍ବାରା ତୁମ୍ଭମାନେେ ପବିତ୍ର ଓ ଅପବିତ୍ର, ପୁଣି ଶୁଚି ଓ ଅଶୁଚି ମଧିଅରେ ପ୍ରଭଦେ ସ୍ପଷ୍ଟ ଭାବରେ ଜାଣିପାରିବ।

1 Samuel 21:4
ତକ୍ସ୍ଟମ୍ଭ ପାଖ ରେ ବର୍ତ୍ତମାନ କି ଖାଦ୍ୟ ଅଛି? ମାେତେ ବର୍ତ୍ତମାନ ପାଞ୍ଚପଟ ରୋଟୀ ଦିଅ କିମ୍ବା ଯାହାକିଛି ଅଛି ମାେତେ ଖାଇବାକକ୍ସ୍ଟ ଦିଅ।

1 Samuel 21:5
ଯାଜକ ଦାଉଦଙ୍କକ୍ସ୍ଟ କହିଲେ, ମାେ ପାଖ ରେ ଏଠା ରେ ସାଧାରଣ ରୋଟୀ ନାହିଁ। ମାେ ପାଖ ରେ କିଛି ପବିତ୍ର ରୋଟୀ ଅଛି। ତୁମ୍ଭର ଦାସମାନେ ଏ ରୋଟୀ ଖାଇପାରିବେ ଯଦି ସମାନେେ କୌଣସି ସ୍ତ୍ରୀ ଲୋକମାନଙ୍କ ସହିତ ଯଦି ୟୌନ ସଐର୍କ ରଖି ନ ଥିବେ।

Ezekiel 22:26
ଯାଜକମାନେ ମାରେ ବ୍ଯବସ୍ଥା ଅବମାନନା କରିଛନ୍ତି ଓ ସମାନେେ ମାରେ ପବିତ୍ର ବସ୍ତୁସବୁକୁ ଅପବିତ୍ର କରିଅଛନ୍ତି। ସମାନେେ ପବିତ୍ର ଓ ଅପବିତ୍ର ମଧିଅରେ କିଛି ପ୍ରଭଦେ ରଖି ନାହାଁନ୍ତି, ସମାନେେ ଶୁଚି ବସ୍ତୁକୁ ଅଶୁଚି ମନେ କରନ୍ତି ଓ ଏ ବିଷଯ ରେ ଲୋକଙ୍କୁ ଶିଖାନ୍ତି ନାହିଁ। ଏବଂ ସମାନେେ ମାରେ ବିଶ୍ରାମଦିନଗୁଡ଼ିକ ହଯେଜ୍ଞାନ କରନ୍ତି। ଏବଂ ମୁଁ ସମାନଙ୍କେ ପାଖ ରେ ନିକୃଷ୍ଟ ହାଇେଛି।

Ezekiel 42:20
ସେ ମନ୍ଦିରର ଚତୁର୍ଦ୍ଦିଗସ୍ଥିତ ପ୍ରାଚୀରଗୁଡ଼ିକୁ ମାପିଲେ। ତାହାର ର୍ଦୈଘ୍ଯ 500 ହାତ ଓ ପ୍ରସ୍ଥ 500 ହାତ ଥିଲା। ସଗେୁଡ଼ିକ ପବିତ୍ର ସ୍ଥାନ ଓ ସାଧାରଣ ସ୍ଥାନଗୁଡ଼ିକୁ ବିଚ୍ଛଦେ କରିବା ପାଇଁ ଥିଲା।

Ezekiel 44:23
ଆଉ ମଧ୍ଯ ଯାଜକମାନେ ମାରେ ଲୋକମାନଙ୍କୁ ପବିତ୍ର କି ଅପବିତ୍ର ଆଉ ଶୁଚି ଓ ଅଶୁଚି ମଧିଅରେ ପ୍ରଭଦେ ଶିଖାଇବେ।

Ezekiel 48:15
ଆଉ 25,000 ହାତ ର୍ଦୈଘ୍ଯ ଓ 5,000 ହାତ ପ୍ରସ୍ଥ ବିଶିଷ୍ଟ ଭୂମି ଯେଉଁ ଅବଶିଷ୍ଟ ରହିବ ତାହା ସର୍ବସାଧାରଣ ବ୍ଯବହାର, ନଗର, ବସତିସ୍ଥାନ ଓ ଚାରଣ ଭୂମି ନିମନ୍ତେ ରହିବ ଓ ତାହାର ମଧ୍ଯସ୍ଥାନ ରେ ନଗର ରହିବ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்