Base Word
חָזוּת
Short Definitiona look; hence (figuratively) striking appearance, revelation, or (by implication) compact
Long Definitionvision, conspicuousness
Derivationfrom H2372
International Phonetic Alphabetħɔːˈd͡zuːt̪
IPA modχɑːˈzut
Syllableḥāzût
Dictionhaw-DZOOT
Diction Modha-ZOOT
Usageagreement, notable (one), vision
Part of speechn-f

Isaiah 21:2
ମୁଁ ଦେଖିଅଛି ଏକ ଭୟଙ୍କର ଦୁଃଖଦାୟକ ଘଟଣା ଘଟିବ। ବିଶ୍ବାସ ଘାତକ ତୁମ୍ଭମାନଙ୍କ ପ୍ରତି ବିଶ୍ବାସଘାତକତା କରୁଅଛି ଓ ଲୁଣ୍ଠନକାରୀ ଲୁଣ୍ଠନ କରୁଅଛି। ସେ ଏଲମ୍! ୟାଅ ୟୁଦ୍ଧ କର। ହେ ମାଦିଯେ, ତୁମ୍ଭ ସୈନ୍ଯବାହିନୀ ଦ୍ବାରା ନଗରକୁ ଅବରୋଧ କର ଓ ପରାସ୍ତ କର। ମୁଁ ସହେି ନଗରରୁ ଦୁଃଖ ଓ ହାହାକାର ଦୂର କରିଅଛି।

Isaiah 28:18
ମୃତ୍ଯୁ ସହିତ ତୁମ୍ଭମାନଙ୍କର ଚୁକ୍ତି ରହିତ ହବେ, ପାତାଳ ସହିତ ସନ୍ଧି କିଛି କାମ ଦବେ ନାହିଁ।

Isaiah 29:11
ସେସବୁ ଜିନିଷର ଦୃଶ୍ଯବଦ୍ଧ ପୁସ୍ତକ ପରି ! ଯଦି ତୁମ୍ଭେ ତାକୁ କୌଣସି ଜଣକୁ ଦବେ ୟିଏ ପଢ଼ିପାରିବ ଏବଂ କହିବ, ଏହାକୁ ପଢ଼। ସେ କହିବ, ମୁଁ କରି ନ ପା ରେ, ଏହା ବନ୍ଦ ଅଛି।'

Daniel 8:5
ମୁଁ ସେ ଅଣ୍ତିରା ମଷେ ବିଷଯ ରେ ଚିନ୍ତା କରୁଥିଲା ବେଳେ ଦେଖିଲି ଗୋଟିଏ ଛାଗ ପଶ୍ଚିମ ଦିଗରୁ ଆସୁଛି। ଆଉ ସହେି ଛାଗର ଦୁଇ ଚକ୍ଷୁ ମଧିଅରେ ବଡ ଶିଙ୍ଗ ଥିଲା ଓ ତାହା ଧ୍ଯାନାକର୍ଷଣୀଯ ଥିଲା। ସେ ଛାଗ ଏତେ ଦ୍ରୁତଗତି ରେ ଦୌଡୁଥିଲା ଯେ ତା'ର ପାଦ ଭୂମିକୁ ସ୍ପର୍ଶ କରୁ ନଥିଲା।

Daniel 8:8
ସହେି ଛାଗ ଅତ୍ଯନ୍ତ ଶକ୍ତିଶାଳୀ ହାଇେ ନିଜର ପ୍ରତାପ ଦେଥାଉଥିଲା ବେଳେ ତା'ର ବୃହତ୍ ଶିଙ୍ଗ ଭାଙ୍ଗି ଗଲା ଓ ସହେି ସ୍ଥାନ ରେ ଗ୍ଭରି ଦିଗକୁ ଗ୍ଭରିଟି ବିଲକ୍ଷଣ ଶିଙ୍ଗ ଉତ୍ପନ୍ନ ହେଲା।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்