Base Word
חֹזֶה
Short Definitiona beholder in vision; also a compact (as looked upon with approval)
Long Definitionseer
Derivationactive participle of H2372
International Phonetic Alphabetħoˈd͡zɛ
IPA modχo̞wˈzɛ
Syllableḥōze
Dictionhoh-DZEH
Diction Modhoh-ZEH
Usageagreement, prophet, see that, seer, (star-)gazer
Part of speechn-m

2 Samuel 24:11
ଯେତବେେଳେ ଦାଉଦ ପ୍ରଭାତ ରେ ଶୟ୍ଯା ତ୍ଯାଗ କଲେ ସେତବେେଳେ ଦାଉଦଙ୍କ ଦର୍ଶକ ଗାଦ ଭବିଷ୍ଯଦ୍ବକ୍ତା ନିକଟରେ ସଦାପ୍ରଭୁଙ୍କର ବାକ୍ଯ ଉପସ୍ଥିତ ହେଲା।

2 Kings 17:13
ତଥାପି ସଦାପ୍ରଭୁ ପ୍ରେତ୍ୟକକ ଭବିଷ୍ଯଦ୍ବକ୍ତା ଓ ପ୍ରେତ୍ୟକକ ଦୃଷ୍ଟିକାରୀଙ୍କୁ ଇଶ୍ରାୟେଲ ଓ ଯିହୁଦାର ପ୍ରତି ଚତାବେନୀ ଦଇେ କହିଲେ, ତୁମ୍ଭମାନେେ ତୁମ୍ଭମାନଙ୍କର କୁକାର୍ୟ୍ଯରୁ ବିରତ ହୁଅ, ଆଉ ମୁଁ ତୁମ୍ଭମାନଙ୍କ ପିତୃଲୋକଙ୍କ ପାଇଁ ଯେଉଁ ଆଦେଶ କଲି ଓ ଯାହାସବୁ ମାରେ ସବେକ ଭବିଷ୍ଯଦ୍ବକ୍ତାଗଣଙ୍କ ହସ୍ତ ରେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁଁ, ତଦନୁସା ରେ ମାରେ ବ୍ଯବସ୍ଥା ଓ ବିଧି ସବୁ ପାଳନ କର।

1 Chronicles 21:9
ଗାଦ ଦାଉଦଙ୍କ ଭବିଷ୍ଯଦବକ୍ତା ଥିଲେ। ସଦାପ୍ରଭୁ ଗାଦଙ୍କୁ କହିଲେ, ୟାଅ ଓ ଦାଉଦଙ୍କୁ କୁହ : ଏହା ସଦାପ୍ରଭୁ କହନ୍ତି ଆମ୍ଭେ ତୁମ୍ଭକୁ ତିନି ଗୋଟି ବିଷଯ ଦେଉଅଛୁ।

1 Chronicles 25:5
ଏମାନେ ସମସ୍ତେ ହମେନଙ୍କର ପୁତ୍ରଗଣ ଥିଲେ। ହମେନ ଦାଉଦଙ୍କ ଭବିଷ୍ଯତବକ୍ତା ଥିଲେ। ପରମେଶ୍ବର ପ୍ରତିଜ୍ଞା କରିଥିଲେ ଯେ, ସେ ହମେନଙ୍କୁ ବଳବାନ କରିବେ। ତେଣୁ ହମେନଙ୍କର ଅନକେ ପୁତ୍ର ଜାତ ହେଲେ। ପରମେଶ୍ବର ହମେନଙ୍କୁ ଚଉଦ ପୁତ୍ର ଓ ତିନି କନ୍ଯା ଦେଲେ।

1 Chronicles 29:29
ରାଜା ଦାଉଦଙ୍କର କୃତ ସମସ୍ତ ବିଷଯ, ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଶାମୁଯଲେ ଭବିଷ୍ଯତବକ୍ତା, ନାଥନ ଭବିଷ୍ଯତବକ୍ତା ଓ ଗାଦ୍ ଭବିଷ୍ଯତବକ୍ତାମାନଙ୍କର ପୁସ୍ତକଗୁଡ଼ିକରେ ଲଖାୟୋଇଅଛି।

2 Chronicles 9:29
ଶଲୋମନ କରିଥିବା ଅନ୍ଯାନ୍ଯ କାର୍ୟ୍ଯସକଳ ଭବଷ୍ଯଦ୍ବକ୍ତା ନାଥନଙ୍କ ଲଖାେସବୁ, ଶୀଲୋନୀଯ ଭବିଷ୍ଯଦ୍ବକ୍ତା, ଅହିଯଙ୍କର ଭବିଷ୍ଯଦ୍ବାଣୀ ଓ ଭବିଷ୍ଯଦ୍ବକ୍ତା ଇଦୋଙ୍କର ଦର୍ଶନ ପୁସ୍ତକରେ ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଲଖାୟୋଇ ଅଛି। ଇଦ୍ଦୋ ୟିଏ ନବାଟଙ୍କ ପୁତ୍ର ୟାରବିଯାମ୍ଙ୍କ ବିଷଯ ରେ ଲେଖିଛନ୍ତି।

2 Chronicles 12:15
ରିହବିଯାମ୍ ଯେତବେେଳେ ରାଜା ଥିଲେ, ତାଙ୍କର ରାଜତ୍ବର ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଯେଉଁ କର୍ମସବୁ କରିଥିଲେ, ସହେିସବୁ ଭବିଷ୍ଯଦ୍ବକ୍ତା ଶମଯିଯଙ୍କ ଲିଖିତ ସକଳ ବିଷଯ ଓ ଦାର୍ଶନିକ ଇଦ୍ଦୋଙ୍କ ଲିଖିତ ସକଳ ବିଷଯ ରେ ଲିପିବଦ୍ଧ କରାୟାଇଅଛି। ସହେି ବ୍ଯକ୍ତିମାନେ ପାରିବାରିକ ଇତିହାସ ସବୁ ଲେଖିଥିଲେ। ରିହବିଯାମ୍ ଓ ୟାରବିଯାମ୍ ଏହି ଦୁଇ ରାଜାଙ୍କ ମଧିଅରେ, ସମାନଙ୍କେ ରାଜତ୍ବ କାଳ ରେ ସବୁ ସମୟରେ ୟୁଦ୍ଧ ଲାଗି ରହିଥିଲା।

2 Chronicles 19:2
ଦ୍ରଷ୍ଟା ଯହେୂ ଯିହାଶାଫେଟ୍ଙ୍କୁ ଭଟେିବାକୁ ଗଲେ। ଯହେୂଙ୍କର ପିତାଙ୍କର ନାମ ହନାନି ଥିଲା। ଯହେୂ ରାଜା ଯିହାଶାଫେଟ୍କୁ କହିଲେ, ତୁମ୍ଭେ କାହିଁକି ଦୁଷ୍ଟ ଲୋକମାନଙ୍କୁ ସାହାୟ୍ଯ କଲ ? ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ଘୃଣା କରନ୍ତି, ତୁମ୍ଭେ କାହିଁକି ସହେି ଲୋକମାନଙ୍କୁ ପ୍ ରମେ କଲ ? ସେଥିନିମନ୍ତେ ସଦାପ୍ରଭୁ ତୁମ୍ଭ ଉପରେ କୋର୍ଧ କରିଅଛନ୍ତି।

2 Chronicles 29:25
ଦାଉଦ, ରାଜାଙ୍କ ଭବିଷ୍ଯତ୍ବକ୍ତା ଗାଦ୍ ଓ ନାଥନ୍ ଭବିଷ୍ଯତ୍ବକ୍ତା ଯେଉଁ ପ୍ରକାର ଆଦେଶ ଦଇେଥିଲେ, ରାଜା ହିଜକିଯ ସହେି ପ୍ରକା ରେ ଲବେୀୟମାନଙ୍କୁ ଝାଞ୍ଜ, ବୀଣା ଓ ସାରଙ୍ଗ ସହିତ ସଦାପ୍ରଭୁଙ୍କ ମନ୍ଦିର ରେ ଅବସ୍ଥାପିତ କଲେ। ଏହି ଆଦେଶ ସଦାପ୍ରଭୁଙ୍କଠାରୁ ତାଙ୍କର ଭବିଷ୍ଯତ୍ବକ୍ତାମାନଙ୍କର ମାଧ୍ଯମ ରେ ଆସିଥିଲା।

2 Chronicles 29:30
ରାଜା ହିଜକିଯ ଓ ତାଙ୍କର ପଦାଧିକାରୀମାନେ ଲବେୀୟମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସାଗାନ କରିବାକୁ ଆଦେଶ ଦେଲେ। ସମାନେେ ଦାଉଦ ଓ ଆସଫ ଭବିଷ୍ଯତ୍ବକ୍ତାଙ୍କ ରଚିତ୍ ସଙ୍ଗୀତମାନ ଗାନ କଲେ। ସମାନେେ ପରମେଶ୍ବରଙ୍କର ପ୍ରଶଂସା କଲେ ଓ ଆନନ୍ଦିତ ହେଲେ। ସମାନେେ ସମସ୍ତେ ନତମସ୍ତକ ହେଲେ ଓ ପରମେଶ୍ବରଙ୍କର ଉପାସନା କଲେ।

Occurences : 22

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்