Base Word
חָדַשׁ
Short Definitionto be new; causatively, to rebuild
Long Definitionto be new, renew, repair
Derivationa primitive root
International Phonetic Alphabetħɔːˈd̪ɑʃ
IPA modχɑːˈdɑʃ
Syllableḥādaš
Dictionhaw-DAHSH
Diction Modha-DAHSH
Usagerenew, repair
Part of speechv

1 Samuel 11:14
ତା'ପରେ ଶାମକ୍ସ୍ଟଯଲେ ଲୋକମାନଙ୍କୁ କହିଲେ, ଆସ ଗିଲ୍ଗଲକକ୍ସ୍ଟ ୟିବା, ସଠାେରେ ଶାଉଲଙ୍କକ୍ସ୍ଟ ପକ୍ସ୍ଟନର୍ବାର ରାଜାରୂପେ ଅଭିଷିକ୍ତ କରିବା।

2 Chronicles 15:8
ଆସା ଓବେଦ୍ ଭବିଷ୍ଯଦ୍ବକ୍ତାଙ୍କଠାରୁ ଏହି ସମସ୍ତ ବାର୍ତ୍ତା ଶୁଣି ଉତ୍ସାହ ଅନୁଭବ କଲେ। ଏହାପରେ ସେ ଯିହୁଦା ଓ ବିନ୍ଯାମୀନର ସମସ୍ତ ଅଞ୍ଚଳରୁ ଘୃଣ୍ଯ ପ୍ରତିମାଗୁଡ଼ିକ ଦୂର କରି ଦେଲେ। ଆସା ଇଫ୍ରଯିମ୍ର ପାର୍ବତ୍ଯମଯ ଦେଶର ଯେଉଁ ସହରଗୁଡ଼ିକ ଅଧିକାର କରିଥିଲେ, ସହେି ସହରଗୁଡ଼ିକରୁ ମଧ୍ଯ ସହେି ଘୃଣ୍ଯ ପ୍ରତିମାଗୁଡ଼ିକ ବାହାର କରି ଦେଲେ। ଆଉ ସେ ସଦାପ୍ରଭୁଙ୍କ ମନ୍ଦିରର ବାରଣ୍ଡା ସମ୍ମୁଖସ୍ଥ ସଦାପ୍ରଭୁଙ୍କ ୟଜ୍ଞବଦେୀକୁ ମରାମତି କଲେ।

2 Chronicles 24:4
ପରେ, ଯୋୟାଶ୍ ସଦାପ୍ରଭୁଙ୍କ ମନ୍ଦିରକୁ ପୁନଃନିର୍ମାଣ କରିବା ନିମନ୍ତେ ନିଷ୍ପତ୍ତି ନେଲେ।

2 Chronicles 24:12
ଏହାପରେ ରାଜା ଯୋୟାଶ୍ ଓ ଯିହାୟୋଦାରଦା ସଦାପ୍ରଭୁଙ୍କ ମନ୍ଦିର ରେ କାର୍ୟ୍ଯ କରୁଥିବା ଲୋକମାନଙ୍କୁ ସହେି ଟଙ୍କା ଦେଲେ। ଆଉ ସଦାପ୍ରଭୁଙ୍କ ମନ୍ଦିର ରେ କାର୍ୟ୍ଯ କରୁଥିବା ଲୋକମାନେ ଦକ୍ଷ କାଷ୍ଠ ଖାଦେନକାରୀ ଓ ବଢ଼ଇମାନଙ୍କେୁ ପାରିଶ୍ରମିକ ଦଇେ ନୁୟୁକ୍ତ କଲେ। ଆଉ ଯେଉଁମାନେ ଲୁହା ଓ ପିତ୍ତଳର କାର୍ୟ୍ଯ ଜାଣିଥିଲେ, ସମାନେେ ସମାନଙ୍କେୁ ମଧ୍ଯ ସଦାପ୍ରଭୁଙ୍କ ମନ୍ଦିରର ପୁନଃନିର୍ମାଣ କାର୍ୟ୍ଯ ରେ ପାରିଶ୍ରମିକ ଦଇେ ନିୟୁକ୍ତ କଲେ।

Job 10:17
ତୁମ୍ଭେ ନୂଆ ସାକ୍ଷୀମାନଙ୍କୁ ମାେ ବିରୁଦ୍ଧ ରେ ନଇେଆସ ମାେତେ ଅଧର୍ମ ପ୍ରମାଣିତ କରିବା ପାଇଁ। ତୁମ୍ଭେ ଆପଣା ରାଗକୁ ମାେ ଉପରେ ବାରମ୍ବାର ନାନା ପ୍ରକାର ରେ ବୃଦ୍ଧି କରୁଛ। ତୁମ୍ଭେ ସୈନ୍ଯ ପରେ ସୈନ୍ଯ ମାେ ବରୁଦ୍ଧ ରେ ପଠାଇଛ।

Psalm 51:10
ହେ ପରମେଶ୍ବର, ମାେ ଅନ୍ତରେ ଏକ ପବିତ୍ର ଆତ୍ମା ସୃଷ୍ଟି କର !ମାେତେ ଗୋଟିଏ ନୂଆ ଓ ବିଶ୍ବସ୍ତ ଆତ୍ମା ଦିଅ।

Psalm 103:5
ପରମେଶ୍ବର ମାେତେ ପ୍ରଚୁର ସୁଦ୍ରବ୍ଯ ଦିଅନ୍ତି। ସେ ମାେତେ ପୁନରାଯ ଉତ୍କ୍ରୋଷ ପକ୍ଷୀ ପରି ୟୁବକ କରନ୍ତି।

Psalm 104:30
ହେ ସଦାପ୍ରଭୁ, ତୁମ୍ଭେ ଯେତବେେଳେ ଆପଣା ଆତ୍ମା ପଠାଅ, ସେତବେେଳେ ନୂତନ ସୃଷ୍ଟି ହବେ। ଏବଂ ତୁମ୍ଭେ ପୁଣି ସମସ୍ତ ନୂତନ ଜିନିଷ ପୃଥିବୀରେ ସୃଷ୍ଟି କର।

Isaiah 61:4
ସମାନେେ ପୁରାତନ ଧ୍ବସ୍ତ ବିଧ୍ବସ୍ତ ସ୍ଥାନଗୁଡ଼ିକୁ ପୁନଃନିର୍ମାଣ କରିବେ। ପୂର୍ବକାଳର ନଷ୍ଟ ସ୍ଥାନସବୁ ଉଠାଇବେ, ଆଉ ସମାନେେ ବିନଷ୍ଟ ଓ ଅନକେ ପୁରୁଷ ପରମ୍ପରାର ନଷ୍ଟ ନଗର ସବୁକୁ ନୂତନ କରି ଗଢ଼ିବେ।

Lamentations 5:21
ହେ ସଦାପ୍ରଭୁ ! ଆମ୍ଭମାନଙ୍କୁ ତୁମ୍ଭ ନିକଟକୁ ଫରୋଇ ନିଅ। ତହିଁରେ ଆମ୍ଭମାନେେ ଆନନ୍ଦର ସହିତ ତୁମ୍ଭ ନିକଟକୁ ଫରେି ଆସିବୁ। ପୂର୍ବକାଳ ପରି ଆମ୍ଭର ଜୀବନକୁ ନୂତନ କର।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்